ଜାତୀୟ

ଦିଲ୍ଲୀର କିଛି ସ୍କୁଲକୁ ବୋମା ଧମକ, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରକୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ଜାତୀୟ

ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୭ ଯାତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ : ଆଜି ସକାଳୁ ସକାଳୁ ବେଙ୍ଗାଲୁରୁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବେଙ୍ଗାଳୁରୁ ହୋସକୋଟ-ଦାବାସପେଟ୍ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବାଇକ୍, ଏକ କାର ଏବଂ ଏକ କ୍ୟାଣ୍ଟର ଟ୍ରକ୍ ମଧ୍ୟରେ ହୋଇଥିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । କାରରେ ଯାତ୍ରା କରୁଥିବା ଛଅ ଜଣ ଯାତ୍ରୀ ଏବଂ ବାଇକ ଚାଳକଙ୍କ ଘଟଣାସ୍ଥଳରେ […]

ଜାତୀୟ

ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ବିପୁଳ ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! ।  ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ।  ଶେଖ୍  ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ  ।  ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ ।   ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ […]

ଜାତୀୟ

ବିଗିଡ଼ିଲା ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥା, ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ : ଜେଲରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା । ଜେଲରେ ଇମ୍ରାନ ଖାନ ହରାଇଲେ ତାଙ୍କ ଦୃଷ୍ଟିଶକ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଇମ୍ରାନଙ୍କ ଆଇନଜୀବୀ । ଜେଲ୍ ରେ ତାଙ୍କୁ ଠିକ୍ ଭାବେ ଚିକିତ୍ସା ସେବା ମିଳିପାରିନାହିଁ । ତେଣୁ ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ୮୫% କମିଯାଇଛି । ଏବେ ଇମ୍ରାନଙ୍କୁ ମାତ୍ର ୧୫% ଦୃଶ୍ୟମାନ ହେଉଛି। ତାଙ୍କର ରେଟିନାଲ ଭେନ ଓକ୍ଲୁଜନ ନାମକ ସମସ୍ୟା ହୋଇଛି । ଠିକ୍ ସମୟରେ ଚିକିତ୍ସା ନହେବାରୁ […]

ଓଡ଼ିଶା

ଚୋରା ମଦ ବେପାର ବନ୍ଦ ପାଇଁ ଅବକାରୀ କମିଶନରଙ୍କୁ ବିଧାୟକ ଚିଠି ଲେଖିବା ପରେ ଦୋକାନ ଭାଙ୍ଗିଲେ ମହିଳା

ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଚୋରା ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ନିକଟରେ ଅବକାରୀ କମିଶନରଙ୍କୁ ଚିଠି ଲେଖିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଅବକାରୀ ସଚିବ ଯାଜପୁର ଅବକାରୀ ଅଧିକ୍ଷକ ଙ୍କୁ ଚିଠି କରିବା ପରେ ବିଭିନ୍ନ ସ୍ଥାନରେ ଚୋରା ମଦ ବନ୍ଦ ପାଇଁ ମହିଳା ମାନେ ଅଣ୍ଟା ଭିଡ଼ିଥିବା ଦେଖାଯାଇଛି। ଗତ ୬ ତାରିଖ ଦିନ ଜାରକା ସ୍ଥିତ ଅବକାରୀ ଥାନା ଆଗରେ ଶତାଧିକ […]

ଓଡ଼ିଶା

୫କୋଟିର ଠକେଇ, ୨ ସାଇବର ଠକ ଗିରଫ

ବଲାଙ୍ଗିର : ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଣ୍ଟି ଓ ସୌମ୍ୟରଞ୍ଜନ କବାଟ। ଗିରଫ ଦେବାଶିଷ ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ହୋଇଥିବା ଜଣାପଡ଼ିଛି। ଏମାନେ ବୟସ୍କ ଓ ଯୁବବର୍ଗର ସରଳଲୋକଙ୍କୁ ଟାର୍ଗେଟ କରି […]

ଓଡ଼ିଶା

ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି; ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ

ବାସୁଦେବପୁର :ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି କାରଣକୁ ନେଇ ବ୍ଲକ ପରିସରରେ ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ। ଏହି ପ୍ରତିବାଦ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଘଟିଛି। ଲୋକପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦିଆନଯିବ। ତାହା ସହ ଅଧ୍ୟକ୍ଷଙ୍କ ସମେତ ବିଡିଓ ଓ ବ୍ଲକ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ କରୁଥିବାରୁ  ପ୍ରତିବାଦରେ ଆମରଣ ଅନସନରେ ବସିଛନ୍ତି। ଏହି ଅନଶନରେ ମଧ୍ୟ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟାଙ୍କ ସମେତ କେତେକ ସମର୍ଥକ ଯୋଗଦେଇଛନ୍ତି […]

ଓଡ଼ିଶା

ଅଙ୍ଗନବାଡ଼ିରେ ଦଳିତ କର୍ମୀଙ୍କୁ ବିରୋଧ : ସ୍ଥିତି ପରଖିଲେ କଂଗ୍ରେସ ଜିଲ୍ଲା ସଭାପତି

ରାଜନଗର : ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ନିଯୁକ୍ତି ବିରୋଧ ଘଟଣାରେ ସ୍ଥିତି ପରଖିଛି କଂଗ୍ରେସ। ଘଟଣାସ୍ଥଳରେ ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ଏକ ଦଳ ପହଞ୍ଚି ଆଲୋଚନା କରିଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଅଙ୍ଗନବାଡି କର୍ମୀ,ସହାୟିକା ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଆଜିର ଦିନରେ ଏଭଳି ଜାତି ବ୍ୟବସ୍ଥା ରହିବା ଉଚିତ ନୁହେଁ ବୋଲି ଗ୍ରାମବାସୀଙ୍କୁ କହିଛନ୍ତି […]

ଓଡ଼ିଶା

‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର :  ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି ।  ଆସନ୍ତା ୪ ବର୍ଷରେ ଏହି ଯୋଜନାରେ  ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ।  ଚଳିତ ବର୍ଷ ୫ଟି ଜିଲ୍ଲାରୁ ପ୍ରାୟ ୫୦୦୦ ଶ୍ରଦ୍ଧାଳୁ  ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି […]

ଓଡ଼ିଶା

ବୋର୍ ୱେଲରେ ପଡି ଶିଶୁ କନ୍ୟା ମୃତ

ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋର୍ ୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଦିଂ ନିକଟରେ ମାମୁଁ ଘର l ଖେଳୁ ଖେଳୁ ବୋର ୱେଲ୍ ଖସି ପଡିଥିଲା ଶିଶୁ । ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି […]

LOKA SAMACHAR @2026. All Rights Reserved || Developed By CBSPL