ଜାତୀୟ

ପୁଲୱାମା ଆକ୍ରମଣକୁ ପୂରିଲା ୭ ବର୍ଷ, ଘାଟିରେ ହାଇଆଲର୍ଟ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ । ସହିଦ ୪୦ ଜଣ CRPF ଯବାନଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ହେବାକୁ ଥିବାବେଳେ ସମଗ୍ର ଘାଟିରେ ସୁରକ୍ଷା ବାହିନୀ ପକ୍ଷରୁ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି । ସେପଟେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପର ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ଶ୍ରୀନଗରର ବ୍ୟବସାୟିକ କେନ୍ଦ୍ର […]

ଓଡ଼ିଶା

ଋଣ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀସାମଲ ସାହି କୁନୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବିଞ୍ଝାରପୁର ପୁଲିସ। ଋଣ ଟଙ୍କା ସୁଝିବାକୁ ଜିଦ କରିବାରୁ କୁନୀତାଙ୍କୁ ରଡ଼ରେ ପିଟି ହତ୍ୟା ପରେ ପୋଡିଦେଇଥିଲେ ଶାଶୁଘର ଲୋକେ।ଶନିବାର ବିଞ୍ଝାରପୁର ପୁଲିସ ଅଭିଯୁକ୍ତ ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର ଓ ଯାଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦଶିପୁର ଅଞ୍ଚଳର କୁନୀତା […]

ଓଡ଼ିଶା

ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡି ପୀଠ: ରାତି ୧ଟାରେ ସୁନାବେଶ

ଆରଡି: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ଜାଗରଯାତ୍ରା ଦିନ ତମାମ ମନ୍ଦିରରେ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରୁ ରାତି ୧୨ଟା ଯାଏ ଚାରି ପ୍ରହର ରୁଦ୍ରାଭିଷେକ ଓ ଘର୍ଷଣ ଲାଗି,ରାତ୍ର ୧ଟାରେ ସୁନା ବେଶ ଓ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ମନ୍ଦିର ପରିସରରେ ପୁରା ପ୍ରସ୍ତୁତି କରାଯାଇଛି। ଆଜି ଏକବାର ନୀତି ପାଇଁ ଭୋର ସାଢେ ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ […]

ଓଡ଼ିଶା

ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ବିବାଦ: ପାଲା ମାଧ୍ୟମରେ ସଚେତନତା ସୃଷ୍ଟି କଲା ପ୍ରଶାସନ

ପଟ୍ଟାମୁଣ୍ଡାଇ: ରାଜନଗର ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ବିବାଦ ଘଟଣା। ରାଜ୍ୟ ମହିଳା କମିଶନ ସଦସ୍ୟା ଡକ୍ତର କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟକର ସଦସ୍ୟା ସୁଜାତା ନାୟକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମଓ ନବକିଶୋର ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପଞ୍ଚାୟତ ସମିତି ଅଧକ୍ଷା ପ୍ରତିଭା ପାତ୍ର, ଘଡିଆମାଳ ପଞ୍ଚାୟତ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ […]

ଓଡ଼ିଶା

ଜାଗରରେ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା: ନକଲି ପାସ ଆଣିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର କର୍ତ୍ତବ୍ୟ । ଲିଙ୍ଗରାଜ ମନ୍ଦିରରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି CP । ପୋଲିସ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରେଇବା ସହ ଭଲ ବ୍ୟବହାର କରିବେ ସେଥି ପ୍ରତି ଆମର ନଜର ରଖିବା ପାଇଁ ଅଧିକାରଙ୍କୁ ପରାମର୍ଶ ଦେଇଛନ୍ତି । କେଉଁ ଭଳି ଭାବେ ଭିଡ ନିୟନ୍ତ୍ରଣ କରିବେ ଓ କିଛି ଅଘଟଣାକୁ ଘଟିବା ପୂର୍ବରୁ ନଜର ରଖିବା ପାଇଁ କହିଛନ୍ତି।ସେବାୟତ ମାନଙ୍କ ପରିବାର VIP ଗେଟରେ ପ୍ରବେଶ କରି […]

ଓଡ଼ିଶା

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବ୍ ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା […]

ଓଡ଼ିଶା

ମଣିନାଥପୁର ମଶାଣିରୁ ୫ ଶବ ଚୋରି

ଭଦ୍ରକ : ମଶାଣିରୁ ଶବ ଚୋରି ।  ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ ୫ ଶବ ଚୋରି ହୋଇଛି ।   ଏହା ପୂର୍ବରୁ ୫ ଥର ଚୋରି ହୋଇଥିଲେ ସୁଦ୍ଧା ଏଯାଏ ରାକେଟ କି ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ ।  ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ମଣିନାଥପୁର ମଶାଣିରୁ ପୁଣି ୫ ଶବ ଗାଏବ ହୋଇଛି ।  କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଭଣ୍ତାରିପୋଖରୀ […]

ଓଡ଼ିଶା

ବୃନ୍ଦାବନରରୁ ଗିରଫ ହେଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଅପରାଧୀ

ଚୌଦ୍ଵାର : ଧରା ପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ ।  ଦୁଇ ଫେରାର କଏଦୀଙ୍କ ମଧ୍ୟରୁ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ ପୋଲିସ ।  ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚଢ଼ାଉ କରି ମଧୁକାନ୍ତକୁ କାବୁ କରିଥିଲା ସ୍ଵତନ୍ତ୍ର ପୋଲିସ ଟିମ୍ ।  ତେବେ ଅନ୍ୟ ଫେରାର କଏଦୀ ରାଜା ସାହାଣୀକୁ ଖୋଜୁଛି ପୋଲିସ । ମଧୁକାନ୍ତକୁ ପୋଲିସ ଧରିବା ପରେ ରାଜା ପାଖରେ ପହଞ୍ଚିବା […]

ଓଡ଼ିଶା

୮ ମନ୍ଦିରରୁ ସିରିଜ ଚୋରି, ଲୁଟି ନେଲେ ଦେବଦେବୀଙ୍କ ଅଳଙ୍କାର

ବାଲୁଗାଁ: ବାଲୁଗାଁରେ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ । ରାତିରେ ୫ଟି ସ୍ଥାନରେ ୮ ମନ୍ଦିରରୁ ସିରିଜ ଲୁଟ ।  ଲୁଟି ନେଲେ ମନ୍ଦିରର ଦେବଦେବୀଙ୍କ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ଦାନ ବାକ୍ସ ମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମନ୍ଦିରରୁ ଦେବଦେବୀଙ୍କ ରୁପାର କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ ସହିତ ସୁନାର ଚିତା, ମଙ୍ଗଳସୂତ୍ର ସବୁ ଲୁଟ ନେଇ ଅଭିଯୋଗ ହୋଇଛି । ସାନ୍ତରାପୁର ଗ୍ରାମ ମନ୍ଦିର ରୁ ଦାନ […]

ଓଡ଼ିଶା

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର ।  ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ ।  ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।  ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ ।  ସେପଟେ କାଲି ଜାଗର ଥିବାରୁ ରାସ୍ତାକୁ ପ୍ରଶସ୍ତ କରିବାକୁ […]

LOKA SAMACHAR @2026. All Rights Reserved || Developed By CBSPL