Petrol ₹ 104.1
🪙 24K Gold ₹ 16009/g

ଆଦାନିର ଖେଳ ଆମେରିକା ବଳ ଭାରତକୁ କାଳ

ଆନନ୍ଦ ମହାପାତ୍ର, ଶକ୍ତି ସମୀକ୍ଷକ

ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ଦହନ ହେବାଦ୍ଵାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ୱାଭାବିକ ଆଚରଣ କରୁଛି। ସେଥିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚବର୍ଷ ଅବଧିରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ। ତେଣୁ ଖଣିଜ ଇନ୍ଧନ ଦହନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ଵ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି। ଅକ୍ଷୟଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାପାଇଁ ୨୦୧୧ରେ ଭାରତ ସରକାର ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ବା ସେକି ଗଠନ କଲେ। ଆମେରିକା ସରକାର ଅଭିଯୋଗ କରିଛନ୍ତି, ସେକି ମାଧ୍ୟମରେ ଆଦାନିର ଖେଳ ଓଡିଶାରୁ ଆରମ୍ଭ ଭାରତ ପାଇଁ କାଳ ହୋଇଛି। ସେଥିପାଇଁ ଆମେରିକା ସରକାର ବଳ ପ୍ରୟୋଗ କରି ଆଦାନି ନାମରେ ୱାରେଣ୍ଟ ଜାରି କରିଛନ୍ତି।

ଘଟଣାଟି ହେଉଛି ଏହିପରି। ସେକି, ୮୦୦୦ ମେଗାୱାଟ (୮ ଗିଗାୱାଟ) ସୋଲାର ପ୍ଳାଣ୍ଟ ପ୍ରତିଷ୍ଠା କରିବା ପାଇଁ ଟାରିଫ ଭିତ୍ତିକ ଖୋଲା ବଜାର ପ୍ରତିଯୋଗିତା ମୂଳକ ଟେଣ୍ଡର ପ୍ରକ୍ରିୟାରେ ଆଦାନି ଗ୍ରୀନ ଏନର୍ଜିକୁ ଚୟନ କଲେ ଓ ପ୍ଳାଣ୍ଟ ସ୍ଥାପନ ପାଇଁ ଅନୁମତି ଦେଲେ। ଉତ୍ପାଦିତ ବିଦ୍ୟୁତକୁ କ୍ରୟ କରିବା ପାଇଁ ସେକି-ଆଦାନି ଚୁକ୍ତି ସମ୍ପାଦନ କରାଗଲା। ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଆଦାନି ଆବଶ୍ୟକୀୟ ପୁଞ୍ଜି ଆମେରିକା ବଜାରରୁ ଉଠାଇଲେ। ଉକ୍ତ ୮ ଗିଗାୱାଟ ବିଦ୍ୟୁତ ବିକ୍ରୟ ପାଇଁ ସେକି ପ୍ରଥମେ ଓଡିଶାସହ ୫୦୦ ମେଗାୱାଟ ବିଦ୍ୟୁତ ବିକ୍ରୟ ପାଇଁ ୟୁନିଟ ପିଛା ୨ ଟଙ୍କା ୭୩ ପଇସା ହିସାବରେ ୦୭.୦୮.୨୦୨୦ରେ ପ୍ରସ୍ତାବ ଦେଲେ। ଓଡିଶା ସରକାରଙ୍କ ପକ୍ଷରୁ ଗ୍ରୀଡ୍କୋ ପ୍ରସ୍ତାବଟିକୁ ତର୍ଜମା କରି ୟୁନିଟ ପିଛା ୨ ଟଙ୍କା ୬୧ ପଇସାରେ ସ୍ତିର କଲେ। ଆବଶ୍ୟକୀୟ କ୍ରୟଚୁକ୍ତି ସମ୍ପାଦନ କରିବା ପୂର୍ବରୁ ବିଦ୍ୟୁତ ଆଇନି ଧାରା ୮୬ ଅନୁସାରେ ଗ୍ରୀଡ୍କୋ ଓଇଆରସିଙ୍କୁ ଆବେଦନ କଲେ। ଓଡିଶା ଆୟୋଗ ଆବେଦନକୁ ଗ୍ରହଣ କଲେ କିନ୍ତୁ ବିଦ୍ୟୁତ ଆଇନି ଅନୁସାରେ ଜନଶୁଣାଣି ନକରି ଗ୍ରୀଡ୍କୋ ପ୍ରସ୍ତାବକୁ ଦୁଇଟି କେସରେ ୨୦ ଓ ୭୦/୨୦୨୧ ତା ୨୨.୦୬.୨୦୨୧ ଓ ୧୮.୧୦.୨୦୨୧ରେ ଅନୁମୋଦନ କରିଦେଲେ।

                                                                                                                                                                             ଅଧିକ ପଢନ୍ତୁ… 

ବିଶେଷ ଖବର

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ

ଏକ୍ସେଲ୍ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୪ ରେଡ୍ ଷ୍ଟାର କ୍ରିକେଟ୍ କ୍ଲବ୍ ବିଜେତା

ନୂଆ କ୍ରିକେଟ୍ କ୍ଲବ “ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀ” ଉଦ୍‌ଘାଟିତ

‘ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

ପୋଲାଭରମ ପ୍ରକଳ୍ପ ବିରୋଧ ରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପରେ ଶ୍ରୀ ଦେବୀପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧିଦଳ ନବୀନ ନିବାସ ରେ ବିଜେଡି

ରାଜ୍ୟରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଏବଂ ସିଇଇଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ରାଜ୍ୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ କର୍ମଶାଳା ଓ କୃତ୍ରିମ ବୁଦ୍ଧିମତା ପ୍ରଦର୍ଶନୀ ଉଦଘାଟିତ

ସ୍କୁଲ ଭିତ୍ତିଭୂମି ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ବିଗତ ୧୦ ବର୍ଷର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର

ସାପ୍ତାହିକ ସମ୍ବାଦ

କ୍ରୀଡା

Top TEG

Popular Post

Top TEG

Technology

Top TEG

ରାଜନୀତି

ରାଜ୍ୟର ପ୍ରମୁଖ ସହର

ସର୍ବଶେଷ ଖବର

ଭାରତ ଟି-ଟ୍ବେଣ୍ଟି କ୍ରିକେଟ ବିଶ୍ବକପ୍ ବିଜେତା

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ।

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି

କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା

କଳିଙ୍ଗ ଷ୍ଟାଡିୟମ୍ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ

ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’

ପାରସଙ୍କଠାରୁ ଅଲଗା ହେବା ପରେ ଏବେ କ୍ରିକେଟର ମହମ୍ମଦଙ୍କ ପ୍ରେମରେ ମାହିରା !

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ ବିଗି ବସ୍-୧୩ରେ ପ୍ରତିଯୋଗୀ ମାହିରା

ଆଡିଲେଡ୍ ପାଇଁ ଅଙ୍କକଷା ଆରମ୍ଭ: ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ପର୍ଥ ଟେଷ୍ଟ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ଏବେ ଆଡିଲେଡ୍‌ରେ ଭାରତକୁ ଆହୁରି

୫୦ ଦିନରେ ଅନୁପମ-ଅନୁଭବଙ୍କ ‘କର୍ମ’ ୭ କୋଟିର ନୂଆ ରେକର୍ଡ

‘ପୁଷ୍ପା-୨: ଦ ରୁଲ୍’ର ଆଡଭାନ୍ସ ବୁକିଂ ପାଇଁ ସ୍ଥିର ହୋଇଛି ଏହି ତାରିଖ

‘ପୁ‌ଷ୍ପା ୨ର ଆଡଭାନ୍ସ ବୁକିଂ ନଭେମ୍ବର ୨୯ରୁ ସମଗ୍ର ଦେଶରେ ଆରମ୍ଭ ହୋଇଯିବ।

୯ ବର୍ଷ ପରେ ପରସ୍ପରଠାରୁ କାହିଁକି ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା

କାହିଁକି ୨୯ ବର୍ଷ ପରେ ଏ. ଆର୍. ରେହମାନ୍ ଓ ସାଇରା ବାନୁଙ୍କ

ଟେଲି ଅଭିନେତ୍ରୀ ନୁପୁର ସଂସାର ଛାଡ଼ି ମାତା ହେଲେ

ମୁମ୍ବାଇ: ଭାରତୀୟ ଟେଲିଭିଜନର ଜଣେ ପରିଚିତ ଚେହେରା ନୁପୁର ଅଳଙ୍କାର ଏକ ଆଧ୍ୟାତ୍ମିକ

ଗୋଆରେ ୫୬ତମ ଆଇଏଫଏଫଆଇରେ ଓଡ଼ିଆ ଫିଲ୍ମ ‘ପାପା ବୁକା’

ଭୁବନେଶ୍ୱର: ଓଡିଶା ଓ ଓଡିଆ ଫିଲ୍ମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ

ଅଧିକ ସମ୍ବାଦ

LOKA SAMACHAR @2026. All Rights Reserved || Developed By CBSPL