ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋର୍ ୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଦିଂ ନିକଟରେ ମାମୁଁ ଘର l ଖେଳୁ ଖେଳୁ ବୋର ୱେଲ୍ ଖସି ପଡିଥିଲା ଶିଶୁ । ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ରାଇବାହାଦୁର ଲେନ୍ ନିକଟ ମାମୁଁ ଘରକୁ ଆସିଥିଲା ଅଜୟଙ୍କ ଝିଅ ।
You may also like
ଓଡ଼ିଶା
ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ, ନିବେଶ ପାଇଁ ଅଛି ସବୁ ସୁବିଧା
- September 11, 2026
- 0 Comments
ଓଡ଼ିଶା
୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ, ଖୁବଶୀଘ୍ର ସରିବ ପାଇଲଟ ରାମ୍ପ ମଡେଲ ନିର୍ମାଣ
- September 11, 2026
- 0 Comments







