ପଶ୍ଚିମ ଏସିଆର ପରିସ୍ଥିତି ନେଇ ରାଜ୍ୟସଭାକୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏକ ହଙ୍ଗାମା ସହିତ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାକାର ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟସଭାକୁ ସୂଚନା ଦେଇଥିଲେ। କହିଛନ୍ତି, “ଆମ ସରକାର ଫେବୃଆରୀ ୨୦ ରେ ଏକ ବିବୃତ୍ତି ଜାରି କରି ଗଭୀର ଚିନ୍ତା ପ୍ରକାଶ କରିଥିଲା । ଏବଂ ସମସ୍ତ ପକ୍ଷଙ୍କୁ ଜଣାଇ ଦେଇଥିଲା। ଆମେ ବିଶ୍ୱାସ କରୁଛୁ ଯେ ଉତ୍ତେଜନା […]














