ଜାତୀୟ

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢିଲା ଖାଇବା ତେଲ ଦର

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ଦର ବଢିବାରେ ଲାଗିଛି । ହୋଲସେଲ୍‌ରେ ରିଫାଇନ୍ ତେଲ ୩ରୁ ୪ ଟଙ୍କା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ ଟଙ୍କା […]

ଓଡ଼ିଶା

୨ ବର୍ଷରେ ୭୧୧ କୋଟି ଟଙ୍କାର ସାଇବର ଠକେଇ, ଫେରିଛି ମାତ୍ର ୭ କୋଟି

ଭୁବନେଶ୍ୱର : ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, କିନ୍ତୁ ଫେରିଛି ମାତ୍ର ୭ କୋଟି ଟଙ୍କା l ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ ଯାଆନ୍ତୁ ସବାଧାନ । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ବିଧାନସଭାରୁ ଆସିଲା ଆଖି ତରାଟିଦେବା ଭଳି ତଥ୍ୟ l ଦୁଇ ବର୍ଷରେ ୭୧୧ କୋଟି ରୁ […]

ଓଡ଼ିଶା

ରାଜ୍ୟର ୩ କୋର୍ଟକୁ ବୋମା ଧମକ

ଭୁବନେଶ୍ବର: ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବୋମା ଧମକ ମିଳିଛି। ଜିଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୁଲିସ୍‌ କୋର୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି । ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି […]

ଓଡ଼ିଶା

ଦୁର୍ଘଟଣାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ଭାଗୀରଥୀ ଛକ-ସର୍କିଟ ହାଉସ ରାସ୍ତା ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଧକ୍କାରେ ଗୁରୁତର ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀ ଜଣକ କେଉଁଝର ଜିଲାର ସିମରନ ଷଡ଼ଙ୍ଗୀ ବୋଲି ଜଣାପଡିଛି। ସେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପ୍ରଥମ ବର୍ଷର ଡାକ୍ତର ଛାତ୍ରୀ ଥିଲେ। ଗତ ଶନିବାର ସକାଳେ ସେ ସାଙ୍ଗ ମାନଙ୍କ ସହ ମହାବିଦ୍ୟାଳୟକୁ […]

ଓଡ଼ିଶା

ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ସମୟ ଶେଷ, ୫ ପ୍ରାର୍ଥୀତ୍ବ କାଏମ

ଭୁବନେଶ୍ୱର :  ମିଶନ ରାଜ୍ୟସଭା  ।  ମଇଦାନରେ ୫ ପ୍ରାର୍ଥୀ ।  ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ ଶେଷ ।  ଆଜି ଥିଲା ରାଜ୍ୟସଭା ପ୍ରାର୍ଥୀପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।  କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ରାଜ୍ୟସଭା ନିର୍ବାଚନରେ ଏବେ ୫ ପ୍ରାର୍ଥୀ ରହିଛନ୍ତି ।  ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ରହିବା ବେଳେ ବିଜେଡିରୁ ପ୍ରାର୍ଥୀ ଅଛନ୍ତି ଡ. ସଂତୃପ୍ତ ମିଶ୍ର । ବିଜେପି ସମର୍ଥିତ ସ୍ବାଧୀନ […]

ଓଡ଼ିଶା

ଆଜିଠୁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

ଓଡ଼ିଶା

ଦିନ ଦିପହରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା ।  ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।  ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବାଏକ ବ୍ୟାଙ୍କରୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି ।  ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର […]

ଓଡ଼ିଶା

ଖୋଲିଲା ବେଲପଡ଼ା ସ୍କୁଲ, ଛାତ୍ର ମୃତ୍ୟୁକୁ ନେଇ ମାସେ ହେଲା ପଡ଼ିଥିଲା ତାଲା

ନୟାଗଡ଼: ମାସେ ପରେ ଖୋଲିଲା ସ୍କୁଲ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ାପାଟଣା ବିଦ୍ୟାଳୟରେ ଖୋଲିଲା ତାଲା । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିଦ୍ୟାଳୟରେ ତାଲା ପକାଇଥିବା ଗୋଷ୍ଠୀର ୧୩ ଜଣଙ୍କୁ ଉଠାଇନେଇଛି ପୋଲିସ । ଛାତ୍ର ମୃତ୍ୟୁକୁ ନେଇ ସ୍କୁଲରେ ତାଲା ପକାଇଥିଲେ ପରିବାର । ଫଳରେ ଅନ୍ୟ ସ୍କୁଲରେ ବାର୍ଷିକ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ […]

ଓଡ଼ିଶା

ଆଇନଜୀବୀଙ୍କ ଘରକୁ ବୋମାମାଡ, ଖଣ୍ଡାରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଗତକାଲି ରାତି ସାଢ଼େ ୧୦ଟା ବେଳେ ୪ ରୁ ୫ ଜଣ ଯୁବକ ସାହିରେ ପହଞ୍ଚି ଖଣ୍ଡା ଧରି ଆଇନଜୀବୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ […]

ଓଡ଼ିଶା

ବାଇକ୍-ବୋଲେରୋ ଧକ୍କା, ୪ ମୃତ ୨ ଗୁରୁତର

ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଗୋଡଭଗା – ମହୁଲପାଲି ରାସ୍ତାର ମେହେନା ଛକ ଠାରେ ଦୁର୍ଘଟଣା ଘଟିଛି । ୨ଟି ମୋଟର ସାଇକେଲରେ ୬ ଜଣ ଯୁବକ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ […]

LOKA SAMACHAR @2026. All Rights Reserved || Developed By CBSPL