ଓଡ଼ିଶା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଭଦ୍ରକ: କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ । ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିଲା । ଏହି ସମୟରେ ୪ ଜଣ ଯୁବକ ହଠାତ ଆସି କୁମାର ସ୍ୱାମୀଙ୍କୁ ଧକ୍କା ମାରି ଛୁରା ମାଡ଼ […]

କ୍ରୀଡା

ଭାରତ ଟି-ଟ୍ବେଣ୍ଟି କ୍ରିକେଟ ବିଶ୍ବକପ୍ ବିଜେତା

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ କରିଛନ୍ତି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି। ଭାରତୀୟ ସହରଗୁଡ଼ିକରେ ବାଣ […]

ଜାତୀୟ

ନ୍ୟୁୟର୍କ ମେୟର ମାମଦାନୀଙ୍କ ବାସଭବନ ଆଗରେ ବୋମା ବିସ୍ଫୋରଣ ଉଦ୍ୟମ: ୨ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀଙ୍କ ବାସଭବନ ବାହାରେ ବିସ୍ଫୋରଣ ଉଦ୍ୟମ କରିଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ନ୍ୟୁୟର୍କ ସିଟି ପୁଲିସ ବିଭାଗ (ଏନ୍‌ୱାଇପିଡି) ମାମଦାନୀଙ୍କ ବାସଭବନ ଗ୍ରେସି ମ୍ୟାନସନ୍ ବାହାରେ ବୋମା ବିସ୍ଫୋରଣ ଉଦ୍ୟମ ପରେ ଦୁଇ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ଫ୍ରିଡମ୍ ନ୍ୟୁଜ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ସେହି ମୁହୂର୍ତ୍ତକୁ କଏଦ କରାଯାଇଥିଲା ଯେତେବେଳେ ଜଣେ ସନ୍ଦିଗ୍ଧ ମହଲ ବାହାରେ ଗିରଫ ହେବାର କିଛି ସମୟ ପୂର୍ବରୁ […]

ଜାତୀୟ

ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼, ଡାକ୍ତରଖାନାରେ ଚାଲିଗଲା ଜୀବନ

ପାଟନା: ବିହାରର ମଧୁବନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଗାଁ ମୁଖିଆଙ୍କ ପୁଅ ଓ କିଛି ଲୋକ ଜଣେ ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇବା ପରେ ଡାକ୍ତରଖାନାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମକ୍‌ତୁବ୍‌ ମିଡିଆ ପକ୍ଷରୁ ଶନିବାର ପ୍ରକାଶିତ ଖବର ଅନୁଯାୟୀ, ମୃତ ମହିଳା ରୋଶନ ଖାତୁନ୍‌ ମଧୁବନିର ଘୋଘରଡିହ ଆମହି ଗାଁର ବାସିନ୍ଦା। ରୋଶନ ଖାତୁନ ଫେବ୍ରୁଆରି ୨୮ ତାରିଖରେ ଗାଁର ଏକ […]

ଜାତୀୟ

ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ କମ୍ୟୁନିକେସନ୍ସ ୨୦୧୩ ମସିହାରୁ ୨୦୧୭ ମଧ୍ୟରେ ବ୍ୟାଙ୍କକୁ ଠକିଥିବା ଅଭିଯୋଗ ହୋଇଛି। ପିଏନବି କମ୍ପାନୀ ଉପରେ ଅଭିଯୋଗ କରିଛି ଯେ ସେ ପରିଶୋଧର କୌଣସି ଉଦ୍ଦେଶ୍ୟ ବିନା ଋଣ ନେଇଛନ୍ତି। ବ୍ୟାଙ୍କ ଦାବି କରିଛି ଯେ ରିଲାଏନ୍ସ କମ୍ୟୁନିକେସନ୍ସ ପାଣ୍ଠିକୁ […]

ଜାତୀୟ

ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବ ଆମେରିକା

ନୂଆଦିଲ୍ଲୀ: ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକୀୟ ବିଦେଶ ବିଭାଗ ଇସ୍ରାଏଲ ସରକାରଙ୍କୁ ପ୍ରାୟ ୧୬ କୋଟି ଡଲାରର ଯୁଦ୍ଧ ସାମଗ୍ରୀ କ୍ରୟ ନେଇ ମଞ୍ଜୁରୀ ଦେଇଛି। ଇସ୍ରାଏଲ ସରକାର ନିଜ ସୁରକ୍ଷା ଆବଶ୍ୟକତାକୁ ପୂରା କରିବା ପାଇଁ ଆମେରିକାଠୁ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ମାଗିଥିଲେ। ଏହି ଚୁକ୍ତି ଅନୁସାରେ ଇସ୍ରାଏଲ ୧୨ ହଜାର ବିଏଲୟୁ-୧୧୦ଏ/ବି ସାମଗ୍ରୀ, ୧୦୦୦ ପାଉଣ୍ଡର ବୋମା କ୍ରୟ କରିବ। ବୋମା ବ୍ୟତୀତ ଏହି […]

ଜାତୀୟ

ଜେଡିୟୁରେ ସାମିଲ ହେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜେଡିୟୁରେ ଯୋଗ ଦେଇଛନ୍ତି । ସେ ପାଟନା ସ୍ଥିତ ଜେଡିୟୁ ଅଫିସରେ ସଦସ୍ୟତା ପଦ ଗ୍ରହଣ କରିଛନ୍ତି । ଏହି ସମୟରେ ପାର୍ଟିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ନୀତିଶ କୁମାର ଦୁଇ ଦଶନ୍ଧିରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ପରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ନିଶାନ୍ତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରୁଛନ୍ତି । […]

ଜାତୀୟ

ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ପ୍ରସଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି ନେଇ ଅଭିଯୋଗ ହେବା ପରେ ଆକ୍ସନ ମୁଡ୍ରେ ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ । ଜବାବରେ ରାଜ୍ୟ ସରକାରଙ୍କୁ ଆଜି ସନ୍ଧ୍ୟା ୫ଟା […]

ଜାତୀୟ

ଶ୍ରୀନଗର ରାଜ୍ୟପାଳଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; କଲା ଜରୁରୀ ଅବତରଣ

ଶ୍ରୀନଗର : ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ(ରିଟାୟର୍ଡ) ହେଲିକପ୍ଟରର ଜରୁରୀ ଅବତରଣ । ହେଲିକ୍ପଟରର ବୈଷୟିକ ତ୍ରୁଟି ଯୋଗୁଁ ଶ୍ରୀନଗର ଜିବିକେ ହେଲିପ୍ୟାଡରେ ଜରୁରୀ ଅବତରଣ କରିଛି । ପୋଲିସ ସୂଚନା ଅନୁସାରେ, ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା ଆସିଛି । ରାଜ୍ୟପାଳଙ୍କ ହେଲିକପ୍ଟର ଜିବିକେ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀନଗର ସ୍ଥିତ ପୋଲିସ ଗେଷ୍ଟ ହାଉସକୁ ରାଜ୍ୟପାଳକୁ ନିଆଯାଇଛି । ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହେଲିକପ୍ଟରରେ ଲକ୍ଷ୍ନୌରୁ […]

ଜାତୀୟ

ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରୟାଗରାଜ : ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ ନାବାଳିକା ଯୌନ ଉତ୍ପୀଡନ କେସ୍ ରୁଜୁ କରୁଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆଶୁତୋଷ ବ୍ରହ୍ମଚାରୀ ଗାଜିଆବାଦରୁ ରିୱ ଏକ୍ସପ୍ରେସ ଟ୍ରେନରେ ପ୍ରୟାଗରାଜ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଟ୍ରେନ ଭିତରେ ଆକ୍ରମଣକାରୀ ଅସ୍ତ୍ର ଧରି ଆକ୍ରମଣ କରିଥିଲେ । ଆଶୁତୋଷ ବ୍ରହ୍ମଚାରୀ ମୁତାବକ, ରିୱା ଏକ୍ସପ୍ରେସ ଏଚ-୧ କୋଚରେ ଯାତ୍ରା କରୁଥିଲେ । ଏହି ସମୟରେ ଫତେହପୁର ଏବଂ […]

LOKA SAMACHAR @2026. All Rights Reserved || Developed By CBSPL