କଟକ କଟକ

ଲିଭିଲା ମଧୁବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ

କଟକ: ଲିଭାଗଲା ମଧୁ ବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ। କଟକ ମହାନଗର ନିଗମ କମିଶନରଙ୍କ ଉପସ୍ଥିତରେ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟ କୁ ସମ୍ପାଦନା କରାଯାଇଛି। ମଧୁବାବୁଙ୍କ ସାମଧି ପୀଠରେ ଏଭଳି ଲେଖାକୁ ବିରୋଧ କରାଯିବା ପରେ କଟକ ମହାନଗର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧୁ ବାବୁଙ୍କ ସାମଧି ପୀଠ ର ସମ୍ମୁଖ ଗେଟ ରେ କିଏ ଏଭଳି ଦୁର୍ବୁତ୍ତ ଲେଖିଦେଇଥିବା କଥା ଅଭିଯୋଗ କରିଛନ୍ତି […]

ଜାତୀୟ

ସାଇବର୍‌ ଠକାମୀ ମାମଲାରେ ଚଢ଼ଉ ବେଳେ ଇଡିକୁ ଆକ୍ରମଣ

ଗୁରୁବାର  ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ନୂଆଦିଲ୍ଲୀ: ଗୁରୁବାର  ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ତେବେ ଏହି ଆକ୍ରମଣରେ […]

ଅନୁଗୁଳ

ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ : ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ତାନା ସୁସୁଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ମୃତକ ଲତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ମାଆ ଲତା  ଏବଂ ତାଙ୍କ ପୁଅ ସରୋଜଙ୍କ ମଧ୍ୟ ବଚସା ହୋଇଥିଲା। କ୍ରମଶଃ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ପୁଅ ସରୋଜ ଉତ୍ତ୍ୟକ୍ତ ହୋଇ ଲତାଙ୍କୁ ଏକ ବାଡିରେ […]

LOKA SAMACHAR @2026. All Rights Reserved || Developed By CBSPL