ସାପ କାମୁଡାରେ ମହିଳା ମୃତ
ଗୋଳନ୍ଥରା : ଗୋଳନ୍ଥରା ଥାନା ଅନ୍ତର୍ଗତ ତୋତଡ଼ାପଲ୍ଲି ଗ୍ରାମର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ଦ୍ଵାରା ତାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି l ମୃତ ମହିଳା ଜଣଙ୍କ ହେଲେ ତୋତଡାପଲ୍ଲୀ ଗ୍ରାମର କେ. ଧର୍ମାଙ୍କ ପତ୍ନୀ କେ. ଭାନୁ (୫୦) ବର୍ଷ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାଇ, ମୃତ ଭାନୁ ଶୁକ୍ରବାର ଭୋର ୪ଟା ବେଳେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା l ପରିବାର […]














