ଜାତୀୟ ଜ଼ିଲ୍ଲା

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା

ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ(ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି। ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି,ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି।ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍‌ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର […]

ଜାତୀୟ ଜ଼ିଲ୍ଲା

ଧାନକିଣା ସମ୍ପର୍କିତ ଅଭିଯୋଗର ତୁରନ୍ତ ଆଶୁ ସମାଧାନ

ଶୁଣାଣି ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ନୋଡାଲ ଅଧିକାରୀ ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଚାଷୀମାନଙ୍କ ନିମନ୍ତେ ସରକାର ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି l କୃଷକମାନଙ୍କ ଧାନ ବିକ୍ରୟ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ତ୍ବରିତ ସମାଧାନ ପାଇଁ ସମସ୍ତ ଜିଲ୍ଲାରେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି l କୃଷକମାନେ ଘରେ ବସି ସେମାନଙ୍କ ଟୋକନ ନମ୍ବର, ସର୍ବନିମ୍ନ ସହାୟତା ମୂଲ୍ଯ ପ୍ରାପ୍ଯ ଆଦି ସଂପର୍କରେ ଜାଣିପାରିବେ l ଏଥି ସହ […]

ବିଜେପି ବିଧାନସଭା ସମାଚାର ରାଜ୍ୟ ରାଜନୀତି ସଂସଦ ସମାଚାର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ତଥା କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଲେ

– ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ପଦାଧିକାରୀ ଯୋଗଦେଲେ -କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ -ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଭୁବନେଶ୍ୱର,ତା.୨୯/୧୧(ବ୍ୟୁରୋ): ଓଡ଼ିଶାରେ ଡବଲଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି । ଏନେଇ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ବିଶେଷକରି ଦଳୀୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ମୋଦିଜୀଙ୍କୁ ଦେଖିବା ପାଇଁ ବିମାନବନ୍ଦରଠାରୁ ଆରମ୍ଭ କରି […]

ଓଡ଼ିଶା ଖୋର୍ଦ୍ଧା ଭୁବନେଶ୍ୱର ରାଜ୍ୟ ରାଜନୀତି

ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସ୍ବାଗତ କରୁଛନ୍ତି

ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସ୍ବାଗତ କରୁଛନ୍ତି

ସମ୍ବଲପୁର

ଏଆରଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ଶିବିର

ଆସନ୍ତା ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମରେ ସେନା ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଭାଗ ନେଇପାରିବେ। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ) ଜରିଆରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡକାଯାଇଛି। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷାରେ […]

ଜାତୀୟ

ନୂଆଦିଲ୍ଲୀସ୍ଥିତ କୃଷି ଭବନରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ମନରେଗା ସମୀକ୍ଷା ବୈଠକ ଅନୁଷ୍ଠିତ

ଯୋଜନାର ଫଳପ୍ରଦତା ବୃଦ୍ଧି ପାଇଁ ଅଭିନବ ଉପାୟ ଏବଂ ସଂସ୍କାରକୁ ପ୍ରୋତ୍ସାହିତ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ ସମୁଦାୟ ୧୮୭.୫ କୋଟି ମାନବ ଦିବସ ସୃଷ୍ଟି ହୋଇଛି, ଯାହା ୪.୬ କୋଟି ଗ୍ରାମୀଣ ପରିବାରକୁ ରୋଜଗାର ପ୍ରଦାନ କରିଛି ପ୍ରାୟ ୯୭% ପାଣ୍ଠି ସ୍ଥାନାନ୍ତର ଆଦେଶ (ଏଫଟିଓ) ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ସମୟରେ ମଜୁରି ପ୍ରଦାନ ସୁନିଶ୍ଚିତ କରୁଛନ୍ତି ଏହାର ପରିମାଣ ୭୪,୭୭୦.୦୨ କୋଟି ଟଙ୍କା ଯୋଜନାର ସୁରୁଖୁରୁରେ କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅର୍ଥ […]

ଜାତୀୟ ଜ଼ିଲ୍ଲା

୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଏମ୍.ଏସ୍.ପି ସହାୟତା ରାଶି!

ଚଳିତ ଖରିଫ ଋତୁରେ ସମଗ୍ର ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଦିନରାତି ୨୪ ଘଣ୍ଟିଆ […]

ସିନେମା

୯ ବର୍ଷ ପରେ ପରସ୍ପରଠାରୁ କାହିଁକି ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା ବାନୁ?

କାହିଁକି ୨୯ ବର୍ଷ ପରେ ଏ. ଆର୍. ରେହମାନ୍ ଓ ସାଇରା ବାନୁଙ୍କ ମଧ୍ୟରେ ବିଚ୍ଛେଦ ହେଲା ? କାହିଁକି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ବ୍ୟବଧାନ ବଢ଼ି ବଢ଼ି ଚାଲିଲା ? କାହିଁକି ସମ୍ପର୍କର ବ୍ୟବଧାନ କମ କରିବାକୁ ରେହମାନ୍ କିମ୍ବା ସାଇରା ବାନୁ ମଧ୍ୟରେ ବୁଝାମଣା ରହିଲା ନାହିଁ ? ସ୍ବାମୀ-ସ୍ତ୍ରୀ ସମ୍ପର୍କର ସବୁ ଗୁମର ଖୋଲି ସାରିବା ପରେ କାହିଁକି ପ୍ରାଇଭେସିକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ରେହମାନ୍ ଓ ସାଇରା ? ରେହମାନ୍ […]

କ୍ରୀଡା

ଟିମ ଇଣ୍ଡିଆକୁ ଝଟକା! ଦ୍ୱିତୀୟ ଟେଷ୍ଟରେ ବାଦ ପଡିପାରନ୍ତି ଏହି ମହାନ ଖେଳାଳି

ଟିମ୍ ଇଣ୍ଡିଆର ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ ମଧ୍ୟ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଟେଷ୍ଟ ମ୍ୟାଚରେ ଖେଳିବା ନେଇ ଆଶଙ୍କା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆଠାରୁ ଭାରତ ୧-୦-୧ରେ ଆଗୁଆ ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୬ ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଆଡିଲେଡରେ ଖେଳାଯିବ । ଏହା ଡେ ନାଇଟ ଟେଷ୍ଟ ମ୍ୟାଚ୍ ହେବ । ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୯:୩୦ […]

ଓଡ଼ିଶା ଖୋର୍ଦ୍ଧା ଭୁବନେଶ୍ୱର ସାପ୍ତାହିକ

ଆଜି ହାପ୍ ଡେ ସ୍କୁଲ, ଦିନ ୧ଟା ପରେ ଛୁଟି ଘୋଷଣା ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଗସ୍ତକୁ ନଜରରେ ରଖି ଆଜି ଏପରି ନିଷ୍ପତ୍ତି

ସାମ୍ନାକୁ ଆସିଲା ବଡ଼ ଖବର। ଭୁବନେଶ୍ୱରରେ ଆଜି ହାଫ୍ ଡେ’ସ୍କୁଲ, ଦିନ ୧ଟାରେ ଛୁଟି ହେବ ସ୍କୁଲ। ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଗସ୍ତକୁ ନଜରରେ ରଖି ଆଜି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦିନ ୧ଟାରେ ରାଜଧାନୀର ସମସ୍ତ ସ୍କୁଲ ଛୁଟି ହେବ। ଟ୍ରିଫିକ କଟଣାକ ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ”ସ୍କୁଲ କରାଯିବ। ଦିନ ୧ଟା ପରେ ରାଜଧାନୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ପ୍ରଧାନମନ୍ତ୍ରୀ […]

LOKA SAMACHAR @2026. All Rights Reserved || Developed By CBSPL