ଜାତୀୟ ରାଜନୈତିକ ଦୃଶ୍ୟପଟ ମୁହାଁ ମୁହିଁ ଯାଜପୁର

ଜେଲ ଗଲେ ବବିଙ୍କ ଭାଇ; ଏପଟେ ଆସିଲା ନୂଆ ଟ୍ବିଷ୍ଟ…

ତାତୁଛି ଯାଜପୁର ରାଜନୀତି । ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଏବଂ ହାଟ ଉଚ୍ଛେଦ ପ୍ରସଙ୍ଗରେ ଦୁଇ ଦଳ ଭିତରେ ବୟାନବାଜି ଜୋର୍ ଧରିଛି । ସେପଟେ ଗିରଫ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କୀୟ ଭାଇ ଭବପ୍ରସାଦ ଜାମିନ ପାଇଁ ଆବେଦନ କରିବାକୁ ମନା କରିବା ପରେ ଘଟଣା ଆହୁରି ସଂଗୀନ ହୋଇଯାଇଛି । ଭବ କହିଛନ୍ତି, ମିଥ୍ୟା ମାମଲାରେ ଛନ୍ଦି ତାଙ୍କ ସହ ସମର୍ଥକମାନଙ୍କୁ ଜେଲ୍ ପଠାଯାଇଛି । ତେଣୁ […]

ବିଧାନସଭା ସମାଚାର ମୁହାଁ ମୁହିଁ ରାଜ୍ୟ ରାଜନୀତି

ପ୍ରଥମ ଦିନରୁ ତାତିଲା ବିଧାନସଭା; ବିରୋଧୀ-ଶାସକ ମୁହାଁମୁହିଁ

ଆରମ୍ଭରୁ ଉଷ୍ମ ହୋଇଛି ଶୀତ ଅଧିବେଶନ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ସମ୍ବିଧାନର ମୁଖବନ୍ଧ ଏବଂ ଆମ୍ବ ଟାକୁଆ ପ୍ରସଙ୍ଗରେ ଧୋଇ ହୋଇଗଲା ଅଧିବେଶନର ପ୍ରଥମ ଦିନ। ସେପଟେ ଶାସକ ବିଜେପି ଅଭିଯୋଗ କରିଛି ଯେ ବିରୋଧୀ ଗୃହକୁ ଭ୍ରମିତ କରିବାକୁ ଚାହୁଁଛନ୍ତି। ଆଉ ହଟ୍ଟଗୋଳ ଭିତରେ ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିଲା ବିଧାନସଭା ଶୀତକାଳିନ ଅଧିବେଶନର ପ୍ରଥମ ଦିନ। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଗୃହରେ ସ୍ବର ଉତ୍ତୋଳନ […]

ଜାତୀୟ ବ୍ୟବସାୟ ଓ ବାଣିଜ୍ୟ

ପଳାତକ ବିଜୟ ମାଲ୍ୟାଙ୍କ ବଢ଼ିଲା ଅଡ଼ୁଆ, ସେବି ଲଗାଇଲା ୩ ବର୍ଷର ବ୍ୟାନ

ମୁମ୍ବାଇ: ଭାରତୀୟ ବ୍ୟାଙ୍କରୁ ଟଙ୍କା ନେଇ ବିଦେଶକୁ ଖସି ପଳାଇଥିବା ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ସେବି ଏକ ବଡ଼ ପଦକ୍ଷେପ ନେଇଛି । ମାର୍କେଟ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନେଇଛି । ଏଥସହ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାର୍କେଟରେ କୌଣସି ପ୍ରକାର କାରବାର କରିବାରୁ ନିଷିଦ୍ଧ ଘୋଷଣା କରିଛି । ଏଭଳି କଟକଣା ଯୋଗୁ ସେ ଆଗାମୀ ୩ […]

ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆମେରିକା ନିର୍ବାଚନ ଫଳାଫଳ ପରେ ଡଲାର ତୁଳନାରେ କମିଲା ଟଙ୍କାର ମୂଲ୍ୟ

ଆମେରିକାର ନିର୍ବାଚନ ଫଳାଫଳର ଚିତ୍ର ସ୍ପଷ୍ଟ ହେବା ସହିତ ଡଲାର ଅଧିକ ଶକ୍ତିଶାଳୀ ହେଉଛି। ଏହା ପରେ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ କମିବାରେ ଲାଗିଛି । ବୁଧବାର ଦିନ ଟଙ୍କା ଡଲାର ପିଛା 84.19 ଟଙ୍କା କମ୍ ଦେଖିବା ପାଇଁ ମିଳିଛି ଏବଂ ଏହା ଏକ ଐତିହାସିକ ହ୍ରାସ । । ଆଜି ସକାଳେ ଡଲାର ତୁଳନାରେ ଟଙ୍କାରେ 5 ପଇସା ହ୍ରାସ ସହ କାରବାର ଆରମ୍ଭ ହୋଇଥିଲା । ଡଲାର ତୁଳନାରେ 8 […]

ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆମେରିକାର ଅଭିଯୋଗ ପରେ ତଳକୁ ଖସିଲା ଆଦାନୀ ଶେୟାର

ନୂଆଦିଲ୍ଲୀ: ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ […]

କ୍ରୀଡା

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୃହତ୍‌ ବିଜୟ: ୨୯୫ ରନ୍‌ରେ ବିଜୟୀ ଟିମ୍‌ ଇଣ୍ଡିଆ

ପର୍ଥ: ପର୍ଥ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ବର୍ଡର ଗାଭାସ୍କର ଟ୍ରଫିରେ ୧-୦ରେ ଭାରତ ଆଗୁଆ ରହିଛି। ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍‌ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କରିଥିଲା । ଯାହାକୁ ପୂରଣ କରିବା ଅସମ୍ଭବ ଥିଲା । ଏହି ବିଜୟ ସହ ଭାରତ ୧-୦ରେ […]

କ୍ରୀଡା

ଏତେ କୋଟିର ମାଲିକ ଆଇପିଏଲ ଇତିହାସର ସବୁଠୁ ଦାମୀ କ୍ରିକେଟର ଋଷବ ପନ୍ତ

ନୂଆଦିଲ୍ଲୀ: ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ହୋଇଥିଲା। ସାଉଦୀ ଆରବରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଥିଲେ। ଆଗାମୀ ଆଇପିଏଲ୍‌ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏଥି ସହିତ ଋଷଭ ପନ୍ତ ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ। ନିଲାମି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ […]

କ୍ରୀଡା

ବୈଭବଙ୍କୁ କ୍ରିକେଟର କରିବା ପାଇଁ ଜମି ବିକିଥିଲେ ବାପା; ସର୍ବକନିଷ୍ଠ ଆଇପିଏଲ ଖେଳାଳିଙ୍କ କାହାଣୀ

ନୂଆଦିଲ୍ଲୀ: “ଏହା କେବଳ ଏକ ନିବେଶ ନୁହେଁ, ଏହା ଏକ ବଡ ନିବେଶ। ମୁଁ ଆପଣଙ୍କୁ ଆଉ ଅଧିକ କ’ଣ କହିବି। ପୁଅ ପାଇଁ ଆମେ ଆମର ଜମି ବିକ୍ରି କରିଛୁ। ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ | ବର୍ତ୍ତମାନ ସେ କେବଳ ମୋର ପୁଅ ନୁହଁନ୍ତି, ସେ ପୁରା ବିହାରର ପୁଅ।” ଏଭଳି କହି ଭାବବିହ୍ବଳ ହୋଇଯାଇଥିଲେ ବୈଭବ ସୂର୍ଯ୍ୟବଂଶୀଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ | ଆଇପିଏଲ୍ ୨୦୨୫ର ମେଗା […]

କ୍ରୀଡା

ଆଡିଲେଡ୍ ପାଇଁ ଅଙ୍କକଷା ଆରମ୍ଭ: ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ପର୍ଥ ଟେଷ୍ଟ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ଏବେ ଆଡିଲେଡ୍‌ରେ ଭାରତକୁ ଆହୁରି ମଜବୁତ୍‌ କରିବା ପାଇଁ ଦଳ ସହିତ ଯୋଗଦେଇସାରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦେବଦତ୍ତ ପଡ଼ିକଲଙ୍କ ସ୍ଥାନରେ ରୋହିତ ଖେଳିବା ସ୍ପଷ୍ଟ ହୋଇଛି। ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ରୋହିତ ପାଳି ଆରମ୍ଭ କରିବେ। ଏପରି ହେଲେ କେଏଲ୍ ରାହୁଲ୍‌ କେଉଁ ସ୍ଥାନରେ ଖେଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ‌ରାହୁଲ୍‌ ସମ୍ଭବତଃ ପଡ଼ିକଲଙ୍କ ସ୍ଥାନରେ ତୃତୀୟ ନମ୍ବରରେ ଖେଳିବାକୁ ଛଡ଼ାଯାଇପାରେ। ତଥାପି ଶୁବମନ […]

କ୍ରୀଡା

ପାରସଙ୍କଠାରୁ ଅଲଗା ହେବା ପରେ ଏବେ କ୍ରିକେଟର ମହମ୍ମଦଙ୍କ ପ୍ରେମରେ ମାହିରା !

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ ବିଗି ବସ୍-୧୩ରେ ପ୍ରତିଯୋଗୀ ମାହିରା ଶର୍ମା ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ। ସହ-ପ୍ରତିଯୋଗୀ ପାରସ ଛାବ୍ରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବେଶୀ ଚର୍ଚ୍ଚା ହୋଇଥିଲା। ସୋ’ ସରିବା ପରେ ବି ଦୁହେଁ କିଛି ବର୍ଷ ସାଥିରେ ଥିଲେ। ହେଲେ କିଛି ମାସ ତଳେ ଦୁହିଁଙ୍କ ବ୍ରେକଅପ ହୋଇଥିବା ଖବର ମିଳିଥିଲା।  ଏବେ ଲାଗୁଛି ଯେ ମାହିରାଙ୍କୁ ପୁଣି ଥରେ ପ୍ରେମ ହୋଇଛି। ଏବେ ଅଭିନେତ୍ରୀଙ୍କ […]

LOKA SAMACHAR @2026. All Rights Reserved || Developed By CBSPL