ଖୋର୍ଦ୍ଧା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଅଟୋ ଯାତ୍ରୀ ଆହତ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବସିଥିଲେ। ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ବିଧାୟକଙ୍କ କାର୍। ବିଧାୟକ ଭୁବନେଶ୍ୱର ଯାଉଥିଲେ। କିନ୍ତୁ ବିଧାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାଯାଇଛି। ଅଟୋରେ ବସିଥିବା ଦୁଇ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ବିଧାୟକଙ୍କ କାର୍। ବିଧାୟକ ଭୁବନେଶ୍ୱର ଯାଉଥିଲେ। କିନ୍ତୁ […]

ଅନ୍ତର୍ଜାତୀୟ

ଚିତ୍ତାକର୍ଷକ ଉଦଯାପନୀ ସମାରୋହ ସହ ଶେଷ ହେଲା ୫୫ତମ ଆଇଏଫଏଫଆଇ

ଆଇଏଫଏଫଆଇ ୨୦୨୪ରେ ରେକର୍ଡ ସଂଖ୍ୟକ ପ୍ରତିନିଧି, ୨୮ଟି ଦେଶର ବିଦେଶୀ ପ୍ରତିନିଧି ଏହି ଚଳଚ୍ଚିତ୍ର ମହୋତ୍ସବରେ କଲେ ଅଂଶଗ୍ରହଣ ଫିଲ୍ମ ବଜାରରେ ସର୍ବାଧିକ ପ୍ରତିନିଧିଙ୍କ ଅଂଶଗ୍ରହଣ ଏବଂ ଫିଲ୍ମ ବଜାରରେ ବିଜନେସ୍‌ ପ୍ରୋଜେକ୍ସନ ପରିମାଣ ୫୦୦ କୋଟି ଟଙ୍କା ଅତିକ୍ରମ କରିବା ଏକ ଉଲ୍ଲେଖନୀୟ ଉପଲବ୍ଧି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଓ ଇଣ୍ଡିଆନ ପାନୋରାମାର ମାଷ୍ଟର କ୍ଲାସେସ୍‌ ଏବଂ ସ୍କ୍ରିନିଂ ହାଉସଫୁଲ୍‌ ହେଲା ସମସ୍ତ ଭଲ କାର୍ଯ୍ୟର ନିଶ୍ଚିତ ଭାବେ ଶେଷ ହୋଇଥାଏ। ଆଇଏଫଏଫଆଇ ୨୦୨୪ ମଧ୍ୟ ୨୮, […]

ଜାତୀୟ

୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍: ଶୁକ୍ରବାରଠାରୁ ମାଲକାନଗିରିରେ ଆରମ୍ଭ

ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର ଆବେଦନକୁ ରିଜେକ୍ଟ କରାଯାଇଛି…   ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ […]

କୋରାପୁଟ

ଘାଟିରେ ଓଲଟିଲା ଦାଦନ ଶ୍ରମିକ ଭ୍ୟାନ: ଜଣେ ମୃତ, ୨୪ ଆହତ

ପଟାଙ୍ଗି : କୋଟିଆ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିପଡା ଘାଟି ରେ ଏକ ଶ୍ରମିକ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ସୂଚନା ଅନୁସାରେ ପାଡୁଆ ଥାନା ନନ୍ଦପୁର ବ୍ଲକ ର ଖୀନବୁରା ପଞ୍ଚାୟତ ର ୨୫ଜଣ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶର ସାଲୁର ଅଭିମୁଖେ ଦାଦନ ଖଟିବାକୁ ଏକ ଭ୍ୟାନ ରେ ଯାଉଥିଲେ। ପଟାଙ୍ଗି ର ବ୍ରିଟିଶ ରୋଡ଼ ଦେଇ କୋଟିଆ ପଞ୍ଚାୟତ […]

କେନ୍ଦ୍ରାପଡ଼ା

ବିମୋହିତ ପର୍ଯ୍ୟଟକ! ଚଳଚଞ୍ଚଳ ଭିତରକନିକା

ରାଜନଗର: ଭିତରକନିକା କେନ୍ଦ୍ରାପଡ଼ା ଜିଲା ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ। ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପ୍ରକୃତି ରାଣୀର ଏକ ଅନୁପମ ଶୋଭା ସୌନ୍ଦର୍ଯ୍ୟର ଗ୍ରନ୍ଥାଗାର ଓ ଜୈବ ବିବିଧତାପୂର୍ଣ୍ଣ ଭିତରକନିକା। ଏହାର ଜାଙ୍ଗଲୀକ ମାୟା ପ୍ରକୃତି ପ୍ରେମୀଙ୍କୁ ବିମୋହିତ କରେ। ନଦୀରେ ବୋଟରେ ଭ୍ରମଣ କଲାବେଳେ ପର୍ଯ୍ୟଟକଙ୍କୁ ଆନମନା କରେ। ଶୀତ ଋତୁ ଆରମ୍ଭରୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। କାହିଁ କେଉଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ କର୍ମ ଜଂଜାଳରୁ ମୁକ୍ତି ପାଇଁ ଏବଂ ପ୍ରାକୃତିକ ଶୋଭାକୁ […]

କେନ୍ଦୁଝର

ପାଟଣା ବନାଞ୍ଚଳକୁ ଲେଉଟିଲେ ହାତୀପଲ

ପାଟଣା: ଚମ୍ପୁଆ ବନାଞ୍ଚଳ ଇଲାକାରୁ ପାଟଣା ବନାଞ୍ଚଳ ଇଲାକାକୁ ୨୭ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। ଏହି ହାତୀ ପଲରେ ୭ଟି ଦନ୍ତା,୧୩ଟି ମାଈ ହାତୀ ଓ ୭ଟି ହାତୀ ଶାବକ ରହିଥିବା ସୂଚନା ମିଳିଛି। ଏହି ହାତୀ ପଲ ଆଜି ଖିରେଇଟାଙ୍ଗିରି ବନକ୍ଷେତ୍ର ଇଲାକା ବାଉଁଶୂଳି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବାବେଳେ ଗୋଡିପୋଖରୀ ଓ ବାଉଁଶୁଳି ଆଦି ଗ୍ରାମର ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି। ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ […]

କଳାହାଣ୍ଡି

ସିଙ୍ଗାରୀ ଘାଟି ରାସ୍ତା ନିର୍ମାଣ କେବେ ? ଠିକାଦାର ପୋଷା ପାଇଁ ମରାମତି ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଆଦିବାସୀ ବହୁଳ ଥୁଆମୁଳ ରାମପୁର ବ୍ଲକ ମଧ୍ୟରେ ଯାତାୟାତ ପାଇଁ ଏକମାତ୍ର ରାସ୍ତା ହେଉଛି ସିଙ୍ଗାରୀ ଘାଟି ରାସ୍ତା। ପୂର୍ତ୍ତ ବିଭାଗ ମାଧ୍ୟମରେ ୮୦ ଦଶକରେ ସିଙ୍ଗାରୀ ଘାଟି ମଧ୍ୟରେ କିଛି ରାସ୍ତା ନିର୍ମାଣ ଆରମ୍ଭ ହେଇଥିଲା। ଦୀର୍ଘ ୪୫ ବର୍ଷ ଧରି ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପୂର୍ତ୍ତ ବିଭାଗର ଭବାନୀପାଟଣା ଉପବିଭାଜନ ଏବଂ ଜୁନାଗଡ ଉପବିଭାଜନ ଅଧୀନରେ ରହିଛି ସିଙ୍ଗାରୀ ଘାଟିର ୮ କିଲୋମିଟର ରାସ୍ତା। […]

କନ୍ଧମାଳ

ବାଲିଗୁଡ଼ା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ ଜେଲ୍

ବହୁ ଚର୍ଚ୍ଚିତ ବାଲିଗୁଡ଼ା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ କଡ଼ା […]

କଟକ କଟକ

ଲିଭିଲା ମଧୁବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ

କଟକ: ଲିଭାଗଲା ମଧୁ ବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ। କଟକ ମହାନଗର ନିଗମ କମିଶନରଙ୍କ ଉପସ୍ଥିତରେ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟ କୁ ସମ୍ପାଦନା କରାଯାଇଛି। ମଧୁବାବୁଙ୍କ ସାମଧି ପୀଠରେ ଏଭଳି ଲେଖାକୁ ବିରୋଧ କରାଯିବା ପରେ କଟକ ମହାନଗର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧୁ ବାବୁଙ୍କ ସାମଧି ପୀଠ ର ସମ୍ମୁଖ ଗେଟ ରେ କିଏ ଏଭଳି ଦୁର୍ବୁତ୍ତ ଲେଖିଦେଇଥିବା କଥା ଅଭିଯୋଗ କରିଛନ୍ତି […]

ଜାତୀୟ

ସାଇବର୍‌ ଠକାମୀ ମାମଲାରେ ଚଢ଼ଉ ବେଳେ ଇଡିକୁ ଆକ୍ରମଣ

ଗୁରୁବାର  ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ନୂଆଦିଲ୍ଲୀ: ଗୁରୁବାର  ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ତେବେ ଏହି ଆକ୍ରମଣରେ […]

LOKA SAMACHAR @2026. All Rights Reserved || Developed By CBSPL