ଦେବଗଡ଼ ପୁଲିସକୁ ବଡ଼ ସଫଳତା: ୧୨ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ
ରିଆମାଳ: ଦେବଗଡ଼ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିିଛି। ଚୋରି ମାମାଲାରେ ୧୨ ଜଣକୁ ଗିରଫ କରିବା ସହ ଯାନବାହନ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳର ଗରିଆପାଲି ଓ ଖଇରପାଲି ଫାଣ୍ଡି ଅନ୍ତର୍ଗତ ଅହଲ୍ୟା ଛକ ଠାରେ ଥିବା ମେଗା ୱାଟର ଲିଫ୍ଟ କମ୍ପାନୀ ଭୋଲ୍ଟସର ଅନୁବନ୍ଧିତ କମ୍ପାନୀ ମ୍ୟାପ ପ୍ରୋଜେକ୍ଟ ଓ ଇଞ୍ଜିନିଅରିଙ୍ଗ ସର୍ଭିସ ଲିମିଟେଡ଼ର ଷ୍ଟକ ୟାର୍ଡ଼ରୁ ଲକ୍ଷାଧିକ ଟଙ୍କାର ଜେନ […]














