କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍ – ଶ୍ରୀ ଶିବରାଜ ସିଂ ଚୌହାନ
ନକଲି ସାର, ବିହନ ଓ କୀଟନାଶକ ମାମଲାରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ, ରାଜ୍ୟ ସରକାର ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବା ଆବଶ୍ୟକ – ଶ୍ରୀ ଚୌହାନ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆମେ କୃଷକମାନଙ୍କ ଅଭିଯୋଗ ଉପରେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ କୃଷକଙ୍କ କଲ୍ୟାଣ ପାଇଁ ସବୁ ବିଭାଗ ମିଳିତ ଅଭିଯାନ ଚଳାଇବା ଦରକାର : ଶ୍ରୀ ଚୌହାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ […]














