ଜାତୀୟ ରାଜନୀତି

ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ…..

ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ବାଗତ କରୁଛନ୍ତି ୩ ଡିସେମ୍ବର ୨୦୨୪

ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆଦାନିର ଖେଳ ଆମେରିକା ବଳ ଭାରତକୁ କାଳ

ଆନନ୍ଦ ମହାପାତ୍ର, ଶକ୍ତି ସମୀକ୍ଷକ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ଦହନ ହେବାଦ୍ଵାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ୱାଭାବିକ ଆଚରଣ କରୁଛି। ସେଥିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚବର୍ଷ ଅବଧିରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ। ତେଣୁ ଖଣିଜ ଇନ୍ଧନ ଦହନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ଵ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି। […]

ଖୋର୍ଦ୍ଧା ଭୁବନେଶ୍ୱର ସାପ୍ତାହିକ

ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ……

ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଭୁବନେଶ୍ୱରରେ ସଫଳତା ର ସହ ଆୟୋଜନ ଏବଂ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବାରୁ ଶାସକ ଦଳ ର ବିଧାୟକ ଓ ମନ୍ତ୍ରୀ ମାନେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି । ୩ ଡିସେମ୍ବର ୨୦୨୪

ଗଞ୍ଜାମ

ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ବୈଠକ l

ଗଞ୍ଜାମ :ଡ଼ିସେମ୍ବର 3 (ଶବର କୁମାର ତରାଇ) ଗଞ୍ଜାମ ଜିଲ୍ଲା ର ଋଷିକୁଲ୍ୟା ମୁହାଁଣ ରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ସୁରକ୍ଷା ନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ବନ ବିଭାଗ ର ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖୋର ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବ୍ରହପୁର ରୁଦ୍ର ପ୍ରସାଦ ରଥ,ସୁଶ୍ମିତା ବିଶ୍ୱାଳ,ମଣି କେଶରୀ ହାଁସଦା,ମନୋଜ ପାତ୍ର, ଦିବ୍ୟ ଶଙ୍କର […]

କଳା ଓ ସଂସ୍କୃତି ପୁରୀ

କୋଣାର୍କ ଉତ୍ସବର ଦିତୀୟ ଦିନ

କୋଣାର୍କ, ଡ଼ିସେମ୍ବର 3(ବ୍ୟୁରୋ) କୋଣାର୍କ ଉତ୍ସବର ଆଜି ଦିତୀୟ ଦିନରେ କୋଣାର୍କ ଏବଂ ତାର ପରିପାର୍ଶ୍ଵ ଏକ ଲାସ୍ୟମୟୀନାୟିକା ଭାବର ସଜେଇ ହୋଇଛି । ରୂପ ,ରସ, ଛନ୍ଦରେ ସେ ସ୍ଵାଗତ କରୁଛି ତାର ଅତିଥିବୃନ୍ଦଙ୍କୁ, ପ୍ରିୟ ଦର୍ଶକଗଣଙ୍କୁ । ଆଜି ମଣିପୁରୀ ଏବଂ ଓଡିଶୀ ନୃତ୍ୟରେ ସେ ଆଭୂଷିତା ହୋଇଛି । ଆଜି ସେ ଏକ ଅଭିସାରିକା ସାଜିଛି । ମଣିପୁରୀନୃତ୍ୟ : ଉତ୍ତର-ପୂର୍ବ ଭାରତର ଏକ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଶୈଳୀ। ଏହି ନୃତ୍ୟ […]

ଅର୍ଥନୀତି ଜ଼ିଲ୍ଲା ଭୁବନେଶ୍ୱର

ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ

ପ୍ରଥମେ ୨୬ କିମି ରେ ଆରମ୍ଭ ହେଇଯିବ ମେଟ୍ରୋ ଚଳାଚଳ । ପ୍ରଥମ ୨୦ ଟି ଷ୍ଟେସନ ଦେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ର ବାର୍ତ୍ତା…(ଅପରାଜିତା ଷଡ଼ଙ୍ଗୀ)  ଭୁବନେଶ୍ୱର, ୩୦-୧୧, ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ। ଏ ନେଇ ଶନିବାର ଦିନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟ ରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା […]

ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆମେରିକା ଲୀଳା ଆଦାନିକୁ କାଳ

  ତାପଟ୍ଟ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ବହ‌ନ ହେବାଦ୍ବାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ବାଭାବିକ ଆଚରଣ କରୁଛି। ସେଥ‌ିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚ ବର୍ଷ ଅବଧରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ ତେଣୁ ଖଣିବ ଇନ୍ଧନ ଦଳନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ବ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି । ଅକ୍ଷୟ […]

ଖୋର୍ଦ୍ଧା ଭୁବନେଶ୍ୱର

ରାଜ୍ୟ ସ୍ତରୀୟ ଅଗ୍ନି ଯୋଦ୍ଧା ( firemen) ନିଯୁକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟ ୨୭ ନଭେମ୍ବର ୨୦୨୪

ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ 826 ଜଣ ଆଗ୍ନିକ (Firemen) ଓ 115 ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଗୋଟିଏ ଦିନରେ ଅଗ୍ନିଶମ ବିଭାଗର ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ପଦବୀ ପୂରଣ ହେଲା ଗୃହ ବିଭାଗରେ ଖାଲିଥିବା ପଦବୀ ଓ ନୂଆ ପଦବୀ ମିଶି ପ୍ରାୟ ୧୦ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ- ମୁଖ୍ୟମନ୍ତ୍ରୀ […]

ଜାତୀୟ ଜ଼ିଲ୍ଲା

ଖୋଲା ବଜାରରେ ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା (ଘରୋଇ) (ଓଏମ୍ଏସ୍ଏସ୍ (ଡି)) ୨୦୨୪ ଅଧୀନରେ ଇ-ନିଲାମ କରିବେ କେନ୍ଦ୍ର ସରକାର

ଇ-ନିଲାମ ପାଇଁ ୨୫ ଏଲଏମଟି ଗହମ ବଜାରକୁ ଛାଡିବ ଭାରତୀୟ ଖାଦ୍ୟ ନିଗମ ଖୋଲା ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମର ମୂଲ୍ୟକୁ ହ୍ରାସ କରିବା ଲାଗି ଅଟା ମିଲ୍ସ/ଗହମ ସାମଗ୍ରୀ ଉତ୍ପାଦନକାରୀ/ ପ୍ରୋସେସର/ଶେଷ ଗହମ ବ୍ୟବହାରକାରୀଙ୍କୁ ଇ-ନିଲାମ ମାଧ୍ୟମରେ ବିକ୍ରି କରିବା ଲାଗି ଖୋଲା ବଜାରରେ ୨୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ବଜାରକୁ ଛାଡିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଖାଦ୍ୟ […]

LOKA SAMACHAR @2026. All Rights Reserved || Developed By CBSPL