ଜାତୀୟ

ସୋସିଆଲ ମିଡିଆ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା

କର୍ଣ୍ଣାଟକ : କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ସିଦ୍ଧରମୈୟା କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍ ଏବଂ ସୋସିଆଲ […]

ଜାତୀୟ

ୟୁଏଇରେ ଡ୍ରୋନ ଆଟାକ: ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ୟୁଏଇରେ ଡ୍ରୋନ ଆଟାକ । ଦୁବାଇରେ ଏମରଜେନ୍ସି ଆଲର୍ଟ । ୟୁଏଇରେ ଡ୍ରୋନ ଷ୍ଟ୍ରାଇକ ପରେ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଏକ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି । ଡ୍ରୋନ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜକୁ ସୁରକ୍ଷିତ ରଖିବାକୁ ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ଆଲର୍ଟ ଜାରି ହୋଇଛି । ଆକ୍ରମଣର ଆଶଙ୍କା ରହିଥିବାରୁ ଖୋଲାସ୍ଥାନରୁ ଦୂରେଇ ରୁହିବାକୁ କୁହାଯାଇଛି । ଯଦି କେହି […]

ଜାତୀୟ

UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ, ଅନୁଜ ଅଗ୍ନିହୋତ୍ରୀ ପ୍ରଥମ

ନୂଆଦିଲ୍ଲୀ : UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ । ଚଳିତଥର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ମୋଟ ୯୫୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଆଶାୟୀମାନେ ସେମାନଙ୍କ ଫଳାପଳ ୟୁପିଏସ୍‌ସି ଅଫିସିଆଲ୍ […]

ଜାତୀୟ

ବାୟୁସେନାର ସୁଖୋଇ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ନୂଆଦିଲ୍ଲୀ: ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ (Su-30MKI) ଯୁଦ୍ଧବିମାନ କାଲି ସନ୍ଧ୍ୟାରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା । ମାତ୍ର ସନ୍ଧ୍ୟା ପ୍ରାୟ ୭:୪୨ ସମୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ଏକ ପାହାଡ଼ିଆ ତଥା ଜଙ୍ଗଲିଆ ଅଞ୍ଚଳରେ ବିମାନଟି ଖସିପଡ଼ିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏକ […]

ଜାତୀୟ

ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ ।  ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି ।  ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି ।  ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ ୩୦ ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛି ।  ଏହ ସହ […]

ଓଡ଼ିଶା

ନିର୍ଦ୍ଧାରଣ ହେବ ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ କ୍ଷେତ୍ରରେ ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ସାମଗ୍ରୀର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ରହିଛି। ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ […]

ଓଡ଼ିଶା

କୋର୍ଟ ହତାରୁ କଏଦୀ ଫେରାର

ବାଲେଶ୍ୱର : କୋର୍ଟ ହତା ଭିତରୁ କଏଦୀ ଫେରାର । ବାଲେଶ୍ୱର କଷାଫଳ ମେରାଇନ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସେକ୍ ଇସ୍ତାଖାଦ୍ ଚମ୍ପଟ ମାରିଛି । ଅଭିଯୁକ୍ତକୁ ବାଲେଶ୍ଵର ଜେଲରୁ ଅଣାଯାଇଥିଲା । ପାଖାପାଖି ୧.୩୦ ରୁ ୨ ଟା ମଧ୍ୟରେ କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ସଂପୃକ୍ତ ଅଭିଯୁକ୍ତଙ୍କ ସୁରକ୍ଷା ରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଅନ୍ୟମନସ୍କର ସୁଯୋଗ ନେଇ ଅଭିଯୁକ୍ତ କୋର୍ଟ ପରିସରରୁ […]

ଓଡ଼ିଶା

ଜାଲିଆତି କରି ୪.୯୭ କୋଟି ଉଠାଇଲେ ଅବସରପ୍ରାପ୍ତ ଶିକ୍ଷକ

ଯାଜପୁର : କୋରାଇ  ବିଇଓଙ୍କ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଜାଲିଆତି କରି ୪.୯୭ କୋଟି ଉଠାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଅଡ଼ିଟ୍ ରିପୋର୍ଟରେ ଦୁର୍ନୀତି ସ୍ପଷ୍ଟ ଜଣାପଡିବା ପରେ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା ବିଭାଗର ସଚିବ । କୋରାଇ ବିଇଓଙ୍କ ସମେତ ୧୧ ଜଣଙ୍କ ନାମରେ ମାମଲା ହୋଇଛି । ଯାଜପୁର ଜିଲା କୋରାଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସରେ ପ୍ରାୟ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା […]

ଓଡ଼ିଶା

ଏପ୍ରିଲ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ

ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ ୧ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନଙ୍କ ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୧, ୨୦୨୬ ରୁ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଚଳିତ ୨୦୨୫ର ଭୋଟର ତାଲିକାକୁ ୨୦୦୨ର ପୁରୁଣା ତାଲିକା ସହିତ ମିଳାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୯୦% ଭୋଟରଙ୍କ ତଥ୍ୟ ନାଁ ଏବଂ ପିତାଙ୍କ ନାଁ ସଫଳତାର ସହ […]

ଓଡ଼ିଶା

ଜେଲ୍ କ୍ବାର୍ଟରରୁ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜେଲ କ୍ୱାର୍ଟରରେ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଝାରପଡ଼ା ଜେଲ୍ କ୍ବାର୍ଟରରୁ ମିଳିଲା ମୃତଦେହ । ମୃତକ ହେଲେ ସାରଥୀ ପ୍ରଧାନ। ତାଙ୍କ ଘର ଗଜପତି ଜିଲ୍ଲାରେ । ସେ ନୟାଗଡ଼ ଜେଲରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର କ୍ୱାର୍ଟରରେ ପତ୍ନୀ ଓ ଅନ୍ୟ ଘର ଲୋକ ଥିଲେ । ସେହି କ୍ବାର୍ଟରରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ସନ୍ଦେହ ଜନକ ମୃତ୍ୟୁର […]

LOKA SAMACHAR @2026. All Rights Reserved || Developed By CBSPL