ଜାତୀୟ

ଛତ୍ରପତି ହତ୍ୟା ମାମଲା: ଦୋଷମୁକ୍ତ ହେଲେ ଗୁରମିତ ରାମ ରହିମ

ନୂଆଦିଲ୍ଲୀ : ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି । କୋର୍ଟ ଏହି ନିଷ୍ପତ୍ତି ସିବିଆଇ ପାଇଁ ବଡ଼ ଝଟକା । କିନ୍ତୁ ଏହି ନିଷ୍ପତ୍ତି ପରେ ମଧ୍ୟ ରାମ ରହିବ ଜେଲରେ ରହିବେ । ଛତ୍ରପତି ଶିବାଜୀ ମହାରାଜ […]

ଜାତୀୟ

ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ: ଟ୍ରମ୍ପ

ନୂଆଦିଲ୍ଲୀ : ଇରାନକୁ ଟ୍ରମ୍ପଙ୍କ ଚରମ ବାଣୀ! । ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ । ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ “ସର୍ତ୍ତହୀନ ଆତ୍ମସମର୍ପଣ” କରିବାକୁ କହିଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ବୁଝାମଣା କରାଯିବ ନାହିଁ । ଇରାନ ଆତ୍ମସମର୍ପଣ କରିବା ପରେ ସେଠାରେ ଏକ […]

ଜାତୀୟ

ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ

ନୂଆଦିଲ୍ଲୀ  : ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା । ​ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ​ମାର୍ଚ୍ଚ ୪ ତାରିଖରେ ଇରାନର […]

ଓଡ଼ିଶା

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର:  ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଟଙ୍କା ପାଇବେ।  ପୁରୀର ତାଳବଣିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ […]

ଓଡ଼ିଶା

୯ ତାରିଖ ଯାଏଁ ଛେଚିବ ବର୍ଷା: ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ଵର: ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୯ ତାରିଖ ଯାଏଁ ଘଡ଼ଘଡ଼ି, କୁଆପଥର ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି -ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ଆଜିଠୁ […]

ଓଡ଼ିଶା

କୋଲାବ ଜଳଭଣ୍ଡାରରେ ବୁଡି ନବୋଦୟ ବିଦ୍ୟାଳୟର ୩ ଛାତ୍ର ମୃତ

କୋରାପୁଟ: କୋରାପୁଟ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଖବର। କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଘୋର ଶୋକର ଛାୟା ଖେଳାଇ ଦେଇଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବିଦ୍ୟାଳୟ ନିକଟସ୍ଥ କୋଲାବ ଜଳଭଣ୍ଡାରକୁ ତିନି ଜଣ ଛାତ୍ର ଗାଧୋଇବା ପାଇଁ […]

ଓଡ଼ିଶା

ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା ।  ଓଡ଼ିଶାରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି ।  ଏହି ପରିପ୍ରେକ୍ଷୀରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିଛନ୍ତି ।  ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ ।  ଡାକ୍ତର ହୋତା […]

ଓଡ଼ିଶା

ପୋକ୍ସୋ ଆଇନରେ ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

କଟକ : ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା। ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା ।  ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ skin-to-skin contact ବା ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ। […]

ଓଡ଼ିଶା

ପୋଖରୀରେ ବୁଡ଼ିଗଲେ ୨ ନାବାଳିକା

ମୟୁରଭଞ୍ଜ: ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ସଲିଳ ସମାଧି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ।  ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷ ର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷ ର ରାଜଲକ୍ଷ୍ମୀ ଶଙ୍ଖୁଆଳ ବିଦ୍ୟାଳୟ ରୁ ଫେରି ଗାଧୋଇବା ନିମନ୍ତେ ଘର ନିକଟ ପୋଖରୀ କୁ ଯାଇଥିଲେ। ଅସାବଧାନତାବଶତଃ ଉଭୟ ପାଣିରେ ବୁଡି ଯାଇଥିଲେ।  ତୁରନ୍ତ ପରିବାର […]

ଓଡ଼ିଶା

ଆତ୍ମସମର୍ପଣ କଲେ ୧୨୪ ମାଓବାଦୀ

ମାଲକାନଗିରି : ମାର୍ଚ୍ଚ ୩୧ ପୂର୍ବର ସମାପ୍ତ ହେବ ଲାଲଗଡ଼ । ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ୧୨୪ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିବାନେଇ ସୂଚନା ରହିଛି  ।  ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ପିଏଲଜିଏ ବାହିନୀ ତଥା ମାଓ ସଂଗଠନର ସଚିବ ଦେବଜୀଙ୍କ ଦଳର ସଦସ୍ୟ ହୋଇଥିବା ଜଣାପଡିଛି ।

LOKA SAMACHAR @2026. All Rights Reserved || Developed By CBSPL