ଓଡ଼ିଶା

ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ: ଅମିତ ଶାହ

କଟକ : ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ । CISF ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ […]

ଓଡ଼ିଶା

ବର ୪୦କୁ, କନିଆ ୧୬; ବାଲ୍ୟ ବିବାହ ରୋକିବାକୁ ଯାଇ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା ହଟହଟା

କେନ୍ଦ୍ରାପଡା: ବର ୪୦କୁ, କନିଆ ୧୬ । ବିବାହ ବେଳେ ପହଞ୍ଚିଲେ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଘଟଣାସ୍ଥଳରୁ ଚମ୍ପଟ ମାରିଲା ବର । କେନ୍ଦ୍ରାପଡା ଜିଲ୍ଲାର ସଖିବଟରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ବାଲ୍ୟ ବିବାହକୁ ବିରୋଧ କରିବାକୁ ଯାଇ ହଟହଟା ହୋଇଛନ୍ତି ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଏପରିକି କନ୍ୟାଘର ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସଦର ଥାନା ମଧୁବନିଆ ଗାଁର ଜଟାଧାରୀ ଜେନା ମାର୍ଶାଘାଇ ଥାନା ଅଂଚଳର ଜଣେ […]

ଓଡ଼ିଶା

ଗଛରେ ପିଟି ହେଲା ବାଇକ, ୨ ଯୁବକ ମୃତ

ନୟାଗଡ଼ : ଗଛରେ ପିଟି ହୋଇଗଲେ, ଚାଲିଗଲା ଜୀବନ। ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ । ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ ବୋଦସା ଦେଇ କଳଟାଙ୍ଗୀ ଗାଁକୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲେ । […]

ଓଡ଼ିଶା

ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ: ଜଣେ ଗୁରୁତର

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ମୁଦୁଲି ସାହିରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଖବର ମିଳିଛି। ବେହେରା ସାହି ଓ ତନ୍ତୀ ସାହିର ପ୍ରାୟ ୩୦ଟି ପରିବାରର ୧୦୦ରୁ ଅଧିକ ଗ୍ରାମବାସୀ ଏକତ୍ରିତ ହୋଇ ମୁଦୁଲି ସାହିର ଏକ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆନନ୍ଦପୁର ଗ୍ରାମର ରାମକୃଷ୍ଣ ମୁଦୁଲି (ପିତା–ଭଗବାନ ମୁଦୁଲି), ତାଙ୍କ ଧର୍ମପତ୍ନୀ ସାବିତ୍ରୀ ମୁଦୁଲି ଓ ଦୁଇ ଝିଅ […]

ଜାତୀୟ

କଲେଜ ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ

ଗୋପ: କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ବେଳେ ହତ୍ୟା ଉଦ୍ୟମ । ପୁରୀ ଜିଲ୍ଲା ଗୋପ ଥାନା ନାଗପୁରର ଅଭାବନୀୟ ଘଟଣା । ଛାତ୍ରୀ ଜଣକ ଗୋପ କଲେଜରେ +2 ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ଆକ୍ରମଣ ହୋଇଛି । ବ୍ଲେଡରେ ଆକ୍ରମଣ ପରେ ଛାତ୍ରୀଙ୍କ ଓନିରେ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ ବେଳେ ଝିଅର ଚିତ୍କାର ଶୁଣି ଧାଇ ଆସିଲେ ଲୋକେ […]

ଓଡ଼ିଶା

ବଢିଲା ଓସିଏସଇ ପାଇଁ ତୃତୀୟ ଲିଙ୍ଗ ବର୍ଗଙ୍କ ଅନଲାଇନ୍ ଆବେଦନ ଅବଧି

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସଇ) ପାଇଁ ତୃତୀୟ ଲିଙ୍ଗ ବର୍ଗଙ୍କ ବଢିଲା ଅନଲାଇନ୍ ଆବେଦନ ଅବଧି । ଆସନ୍ତା ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଓପିଏସସି ପକ୍ଷରୁ ଇତିମଧ୍ୟରେ ଦୁଇ ଥର ଆବେଦନ ସମୟ ସୀମା ବୃଦ୍ଧି କରାଯାଇସାରିଲାଣି । ଏହାପରେ ଆଉ କୌଣସି ପରିସ୍ଥିତିରେ ଆବେଦନ ପାଇଁ ସମୟ ସୀମା […]

ଓଡ଼ିଶା

ଚାପିଦେଲା ହାଇୱା, ୨ ମୃତ, ଜଣେ ଗୁରୁତର

ପିପିଲି: ଚାପିଦେଲା ହାଇୱା । ଦୁର୍ଘଟଣାରେ ୨ ଜଣ ମୃତ। ଅନ୍ୟ ଜଣେ ଗୁରୁତର| ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ଦାଣ୍ଡମକୁନ୍ଦପୁର ବାଇ ପାସରେ ଘଟିଛି ଦୁର୍ଘଟଣା ।  ମୃତକଙ୍କ ପରିଚୟ ମିଳିପାରିନାହିଁ ।  ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

ଓଡ଼ିଶା

୮ ତାରିଖକୁ ବଦଳିବ ପାଗ, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରେ ରେକର୍ଡ କଲା ଝାରସୁଗୁଡ଼ା ।  ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି ।  ଯାହା ଏକ ନୂଆ ରେକର୍ଡ । ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା  । ଅନ୍ୟପାଟେ ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।  ୮ ତାରିଖ […]

ଓଡ଼ିଶା

ପିଲା ଚୋରି କରି ଚାଲିଥଲା ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର

ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା  l  ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ  l  ଏମିତି ଚାଲିଥିଲା ଭିକ୍ଷା ବୃତ୍ତି  l  ରାତିରେ ସମସ୍ତେ ରହୁଥିଲେ 4 ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ  l  ସନ୍ଦେହ କରି ପୋଲିସ ଚଢ଼ାଉ କରିଥିଲା  l   ଆଉ ଏହି ଗ୍ୟାଙ୍ଗ ଚଳାଉଥିବା 5  ଅଣ ଓଡ଼ିଆ ପୁରୁଷ, […]

ଜାତୀୟ

ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ଦିନ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଛି। ଖୁବଶୀଘ୍ର CBSE ଏହି ପ୍ରାର୍ଥୀମାନଙ୍କ ପାଇଁ ଫଳାଫଳ ଘୋଷଣା କରିବାର ପଦ୍ଧତି ଘୋଷଣା କରିବ ବୋଲି ଅଧିକାରୀ କହିଛନ୍ତି। ମଧ୍ୟପ୍ରାଚ୍ୟର ବାହାରିନ, ଇରାନ, କୁୱେତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇରେ ବର୍ତ୍ତମାନର ପରିସ୍ଥିତି ଯୋଗୁଁ, ବୋର୍ଡ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ […]

LOKA SAMACHAR @2026. All Rights Reserved || Developed By CBSPL