ଓଡ଼ିଶା ଜାତୀୟ

ଆସନ୍ତା ୭ ତାରିଖରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ମାନେ ଗାନ କରିବେ ’ବନ୍ଦେ ମାତରମ’

ଭୁବନେଶ୍ବର: ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି। ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ […]

ଜାତୀୟ

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

ଇମ୍ଫାଲ୍ : ମଣିପୁରରେ ଗାଁରେ ଲୁଚି ରହିଥିବା ୪ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି । ୪ଜଣ ଆତଙ୍କବାଦୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ) ର ସଦସ୍ୟ ଥିବା ସୂଚନା ମିଳିଛି । ୟୁକେଏନ୍ଏ ର ଆତଙ୍କବାଦୀ କିଛିଦିନ ପୂର୍ବରୁ ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା ଏବଂ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଭଳି ଘଟଣା ଘଟାଇଥିଲେ । ଆଜି ସକାଳେ ମଣିପୁରରେ ସୁରକ୍ଷା ବାହିନୀ ସହିତ ୟୁକେଏନ୍ଏ ର ଗୁଳି ବିନିମୟ ହୋଇଥିଲା । […]

ଓଡ଼ିଶା

୫ ଦିନିଆ ରିମାଣ୍ଡରେ ଗଲେ ଶଙ୍କର ଓ ଅରବିନ୍ଦ

ବ୍ରହ୍ମପୁର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ପୂର୍ବରୁ ଗିରଫ ହୋଇଥିବା ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫସିଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନକୁ ଅନୁମୋଦନ ମିଳିଛି। ଫଳରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ବିସ୍ତୃତ ଭାବେ ଜେରା କରିପାରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ପଞ୍ଚସଫ୍ଟ ମାଲିକ ତଥା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। […]

ଓଡ଼ିଶା କ୍ରୀଡା

ଓଡ଼ିଶାର ଶୋଚନୀୟ ଇନିଂସ ପରାଜୟ

ବାରବାଟୀରେ ଓଡ଼ିଶା ଶୋଚନୀୟ ଇନିଂସ ପରାଜୟର ସାମ୍ନା କରିଛି `। ମ୍ୟାଚ୍‌ ଡ୍ର ରଖିବାକୁ ଓଡ଼ିଶା ରଣଜୀ ଟିମ ବହୁତ ଚେଷ୍ଟା କଲା। ତଥାପି ଆନ୍ଧ୍ର ପ୍ରଦେଶର ପ୍ରଥମ ଇନିଂସ ସ୍କୋର ଠାରୁ ୫୦ ରନ ପଛରେ ରହିଗଲା। ଦୁଇଟି ଯାକ ଇନିଂସରେ ବ୍ୟାଟିଂ କରି ମଧ୍ୟ ଓଡ଼ିଶାର ଖେଳାଳିମାନେ ଆନ୍ଧ୍ର ପ୍ରଦେଶର ପ୍ରଥମ ଇନିଂସ ସ୍କୋର ୪୭୫କୁ ଛୁଇଁବାକୁ ସକ୍ଷମ ହୋଇନାହାନ୍ତି। ଆନ୍ଧ୍ର ପ୍ରଦେଶ ବାରବାଟୀରେ ଗୋଟିଏ ଇନିଂସ ଓ ୫୦ ରନରେ ମ୍ୟାଚ୍‌ ଜିତି […]

ଜାତୀୟ

ଶ୍ରୀଲଙ୍କା ନୌସେନା ଦ୍ୱାରା ୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ, ୪ ନୌକା ଜବତ

ଜାଫନା  : ଅନ୍ତର୍ଜାତୀୟ ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ସୋମବାର ୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗରିଫ କରିଛି। ସେମାନେ ମାଛ ମାରିବାକୁ ଉପଯୋଗ କରୁଥିବା ୪ଟି ନୌକାକୁ ମଧ୍ୟ ଜବତ କରାଯାଇଛି। ଶ୍ରୀଲଙ୍କା ନୌସେନା ମୁଖପାତ୍ର କମାଣ୍ଡର ବୁଦ୍ଧିକା ସମ୍ପତ୍ତ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଉତ୍ତର ଜାଫନା ଜିଲ୍ଲାର କାଙ୍କେସନ୍ଥରାଇ କ୍ଷେତ୍ରର ଶ୍ରୀଲଙ୍କା ଜଳ କ୍ଷେତ୍ରରେ ଏହି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରାଯାଇଛି। ଅବୈଧ ରୂପେ ମାଛ ଧରିବା ପାଇଁ ଗିରଫ […]

ଓଡ଼ିଶା

କମ୍ୟୁନିଟି ହେଲ୍ଥ ସେଣ୍ଟରର ଆକାଉଣ୍ଟାଣ୍ଟ ଓ ପିଅନ୍ ଲାଞ୍ଚ ନେଇ ଗିରଫ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବରପାଲି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି)ର ଆକାଉଣ୍ଟାଣ୍ଟ ଏବଂ ପିଅନ୍ ଶେଖର ଚନ୍ଦ୍ର ସାହୁ ଏବଂ ତମନ୍ନା ସାହୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଉଭୟଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଜଣେ ଏମ୍ ପି ଏମ୍ଏଚ୍ଡବ୍ଲୁ ଅଧିକାରୀଙ୍କୁ ନିକଟରେ ସିଏଚ୍ସିରେ ପଦୋନ୍ନତି ଦିଆଯାଇଥିଲା। ତେଣୁ ସେ ଗତ ତିନି ମାସ ଧରି ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କୁ ଇନକ୍ରିମେଣ୍ଟ, ଏମଏସିପି ଏବଂ […]

ଜାତୀୟ

ରାଜସ୍ଥାନରେ ପୁଣି ଭୟଙ୍କର ଦୁର୍ଘଟଣା : ୪୦ରୁ ଅଧିକ ଗାଡ଼ି ଉପରେ ମାଡ଼ିଗଲା ଅନିୟନ୍ତ୍ରିତ ଡମ୍ପର, ୧୧ ମୃତ

ଜୟପୁର : ରାଜସ୍ଥାନ ଯୋଧପୁର ପରେ ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜୟପୁରର ହରମନ ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଡମ୍ପର ୩୦ରୁ ୪୦ ଗାଡି ଉପରେ ଚଢିଯାଇଛି । ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ଏହି ସଂଖ୍ୟା ବଢିପାରେ । ତେବେ ବ୍ରେକ ଫେଲ୍ ହୋଇଥିବାରୁ ଏଭଳି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବ୍ରେକ ଫେଲ୍ ହେବା ପରେ ଡମ୍ପର ୪୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ୧୧ […]

ଓଡ଼ିଶା

ପୋଲିସ SI ପରୀକ୍ଷା ଘୋଟାଲା: ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଗଲେ ଜେଲ୍‌। ପୋଲିସ SI ପରୀକ୍ଷା ଘୋଟାଲାରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ସିଲିକନ ମୁଖ୍ୟ ସୁରେଶ ନାୟକ। ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଘୋଟାଲାର ଶଙ୍କର ଥିଲା ମାଷ୍ଟର ମାଇଣ୍ଡ ଥିବା ବେଳେ ଦୀର୍ଘଦିନ ହେବ ସେ ଫେରାର ଥିଲା । ଏହି ଘଟଣାର ପର୍ଦ୍ଦାଫାସ ହେଲା […]

ଜାତୀୟ

ଧରାପଡ଼ିଲା ଟ୍ରମ୍ପଙ୍କ ମିଛ, ରୁଷରୁ ତେଲ କିଣା ବଢାଇଛି ଭାରତ

ନୂଆଦିଲ୍ଲୀ : ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ମିଛ ଧରାପଡ଼ିଯାଇଛି । କିଛି ଦିନ ତଳେ ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ରୁଷରୁ ତେଲ କ୍ରୟ କମାଇବେ । ଟ୍ରମ୍ପଙ୍କ ଏହି କଥାକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀଙ୍କୁ ସମାଲୋଚନା କରିଥିଲା । ମୋଦୀ ଟ୍ରମ୍ପଙ୍କୁ ଡରୁଛନ୍ତି ବୋଲି ରାହୁଲ ଖୋଲାଖୋଲି କହିଥିଲେ । କିନ୍ତୁ ଏବେ ଆସିଥିବା ନୂଆ […]

ଓଡ଼ିଶା

ଶ୍ରୀମନ୍ଦିରରୁ ଡାଲଡା ଘିଅ ଜବତ

ପୁରୀ: ଶ୍ରୀମନ୍ଦିର ଭିତରୁ ଶନିବାର ଡାଲଡା ଘିଅ ଜବତ ହୋଇଛି। ଏହି ଘଟଣାରେ ଜଣେ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଲଡା ଘିଅ କେଉଁଥିରେ ବ୍ୟବହାର କରାଯାଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ ଘିଅ ବ୍ୟବହାର ପାଇଁ ନିର୍ଦେଶ ରହିଛି।

LOKA SAMACHAR @2026. All Rights Reserved || Developed By CBSPL