ଓଡ଼ିଶା

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ; ସିଲିକନ୍ ଟେକ୍‌ଲ୍ୟାବ ସିଇଓକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକଙ୍କୁ ଆଜି କଟକ କ୍ରାଇମବ୍ରାଞ୍ଚ ଗିରଫ କରିଛି । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ ସାମ୍ନାସାମ୍ନି ଜେରା କରୁଛି । ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାହୋଇ ଭୁବନେଶ୍ବର ଓ ପରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛି ମୁଖ୍ୟ ଅଭିଯୁକ୍ତ […]

ଓଡ଼ିଶା

ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ

ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ। ନୂଆପଡା ଉପ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ। ଦିନ ୧୨ଟାରେ ନୂଆପଡ଼ାରେ ପହଞ୍ଚିବା ପରେ ଦଳୀୟ ସଭାକୁ ସମ୍ଭୋଧନ କରିଛନ୍ତି ନବୀନ ପଟ୍ଟନାୟକ। ପ୍ରାର୍ଥୀଙ୍କ ପାଇଁ ମୁଖିଆ ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ। ଏ ସକରାର କେବଳ ମିଛି ପ୍ରଚାରରେ ହିରୋ, କିନ୍ତୁ […]

ଓଡ଼ିଶା

ବୁଡ଼ ପକାଇବାକୁ ଯାଇ ଭାସିଗଲେ ୨ ମହିଳା

ବ୍ରହ୍ମପୁର : ବୁଡ଼ ପକାଇବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ନଦୀରେ ଭାସିଗଲେ ୨ ମହିଳା। ଦିଗପହଣ୍ଡି ଘୋଡ଼ାହାଡ଼ ନଦୀରେ ଭାସିଗଲେ ୨ ମହିଳା। ୫ କିଲୋମିଟର ଦୂରରେ ମିଳିଲା ମୃତଦେହ। ମୃତକ ଦୁଇ ଜଣ ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁର ଲତିଟା ପାଢ଼ୀ, ସବିତା ଗୌଡ଼। ଆଜି ଭୋରରୁ ନଦୀକୁ କାର୍ତ୍ତିକ ବୁଡ଼ ପକାଇବାକୁ ଯାଇଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଓଡ଼ିଶା

ବିଶ୍ବ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଟିମ୍ ଇଣ୍ଡିଆର ଓମେନ୍ସ ଟିମ୍ ଓମେନ୍ସ କ୍ରିକେଟ ବିଶ୍ଵକପ-୨୦୨୫ ଚାମ୍ପିଅନ ହେବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଦଳକୁ ବିଶ୍ଵକପ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି ଏକ ବାଲୁକା ଚିତ୍ରକଳା ମାଧ୍ୟମରେ । ‘Congrats! Bharat ki Nari Shakti’ର ବାର୍ତ୍ତା ରହିଛି ଏହି ବାଲୁକା ଚିତ୍ରକଳାରେ । ୬ ଫୁଟ୍ ଲମ୍ବର ଏହି […]

ଓଡ଼ିଶା

ପୀତବାସ ପଣ୍ଡା ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଉମା ଓ କୁରୁପତି

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ୨ ଫେରାର୍ ଅଭିଯୁକ୍ତ। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କୁ ପଚରାଉଚରା କରାଯାଉଛି। ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ସୂଚନାନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣା ପରଠୁ ପୋଲିସ ୧୪ଜଣଙ୍କୁ ଗିରଫ କରିସାରିଥିବା ବେଳେ […]

ଓଡ଼ିଶା

ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର, ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ

ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି […]

ଓଡ଼ିଶା

ଶଙ୍ଖ ଛାଡି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ବରିଷ୍ଠ ରାଜନେତା ଅମର ପଟ୍ଟନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ବିଧିବଧ ଭାବେ ହେଲେ ସାମିଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ  ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। […]

ଅନ୍ତର୍ଜାତୀୟ

କେନିଆରେ ବଡ଼ ଧରଣର ଭୂସ୍ଖଳନ : ୨୧ ମୃତ, ୩୦ ନିଖୋଜ

ନୌରୋବୀ :  କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ […]

ଓଡ଼ିଶା

ଶ୍ରୀମନ୍ଦିରରେ ବ୍ୟାରିକେଡ ଠେଲି ପଶିଲେ ଭକ୍ତ

ପୁରୀ: ଅସହ୍ୟ ହେଲା ଧାଡ଼ିରେ ଛିଡ଼ା ହେବ। ବ୍ୟାରିକେଡ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଲେ ଭକ୍ତ। ଠେଲାପେଲା ବେଳେ ତଳେ ପଡ଼ିଗଲେ ୨ ମହିଳା ଭକ୍ତ। ସୌଭାଗ୍ୟବସତଃ କାହାକୁ କୌଣସି କ୍ଷତି ହୋଇନାହିଁ। ରବିବାର ମହାକାର୍ତ୍ତିକ ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସୂଚନା ଅନୁସାରେ, ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା ବ୍ୟାରିକେଡକୁ ଠେଲି କିଛି ଭକ୍ତ ମନ୍ଦିରକୁ ପଶିଥିଲେ। ଏହି ସମୟରେ ବେଶ୍‌ ଠେଲାପେଲା ଦେଖିବାକୁ ମିଳିଥିଲା। ଆଉ ସେହି […]

କ୍ରୀଡା

ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ହୋବାର୍ଟ : ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ୫ ୱିକେଟରେ ବିଜୟ ହାସଲ କରିଛି ଟିମ-ଇଣ୍ଡିଆ । ଏହା ସହିତ ଏହି ସିରଜ ଏବେ ୧-୧ରେ ବରାବର ହୋଇଯାଇଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ କରିଥିଲା । ଦଳ ପକ୍ଷରୁ ଟିମ ଡେଭିଡ୍ ୭୪ ରନ କରିଥିବାବେଳେ ମାର୍କସ ଷ୍ଟୋଇନିସ୍ […]

LOKA SAMACHAR @2026. All Rights Reserved || Developed By CBSPL