ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା: ମକର ସଂକ୍ରାନ୍ତିରେ ମହିଳାଙ୍କୁ ମିଳିବ ଏକାଥରେ ୩୦ ହଜାର
ପାଟନା : ବିହାର ବିଧାନସଭା ନିର୍ବାଚନ(Bihar Election)ର ପ୍ରଥମ ପର୍ଯ୍ୟାୟ ଭୋଟ ୬ ତାରିଖରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆରଜେଡି ନେତା ତଥା ବିରୋଧୀ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବଡ଼ ଘୋଷଣା କରିଛନ୍ତି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ସେ ମହିଳାମାନଙ୍କ ସହାୟତା ପାଇଁ ଏକାଥରେ ୩୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ତାଙ୍କ ମେଣ୍ଟ ସରକାର ବିହାରରେ କ୍ଷମତା ଦଖଲ କଲେ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ […]














