ଜାତୀୟ

ବିହାର ନିର୍ବାଚନ: ୨୧୩୫ ବୁଥରେ ଭୋଟ୍ ସମୟ ଘଣ୍ଟାଏ କମିଲା

ପାଟନା: ବିହାରର ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେବାକୁ ଯାଉଛି। ସୁରକ୍ଷା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ (ECI) ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ୨,୧୩୫ଟି ମତଦାନ କେନ୍ଦ୍ରରେ ଭୋଟ୍ ସମୟ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଯେତେବେଳେ ବାକି ୧୧୫ଟି ଆସନରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିସନ ବିହାରର ପ୍ରଥମ ପର୍ଯ୍ୟାୟରେ ଛଅଟି […]

ଜାତୀୟ

ବିହାର ନିର୍ବାଚନ: ମୁସଲିମ୍ ବହୁଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ଏନଡିଏର ପ୍ରଭାବ

ପାଟନା: ବିହାରର ଜନସଂଖ୍ୟାର ପ୍ରାୟ ୧୮% ମୁସଲିମ୍ ସମ୍ପ୍ରଦାୟ ନିର୍ବାଚନ ରାଜନୀତିରେ ସର୍ବଦା ଏକ ଚର୍ଚ୍ଚିତ ବିଷୟ ହୋଇ ଆସିଛନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ କ୍ଷମତାର ଚାବିକାଠି ବୋଲି ବିବେଚନା କରନ୍ତି। ତଥାପି, ସାମ୍ପ୍ରତିକ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ମୁସଲିମ୍ ବହୁଳ ଅଞ୍ଚଳରେ ମଧ୍ୟ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଭାବ ରହିଛି। ଏହି ଧାରା ବିଶେଷ ଭାବରେ ଶକ୍ତିଶାଳୀ ହୋଇଛି ଯେହେତୁ ବିଜେପି ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ସହିତ ମେଣ୍ଟରେ […]

ଅନ୍ତର୍ଜାତୀୟ

ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍। ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା, ଚୀନ୍ ଉପରୁ ୧୦% ଶୁଳ୍କ ହ୍ରାସ କରିଥିଲା। ଏବେ ଚୀନ୍ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ଆଶ୍ୱସ୍ତି ଦେଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା […]

ଓଡ଼ିଶା

ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି । କୋମନାରେ ରୋଡ୍‌-ସୋ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ । ନୂଆପଡ଼ା ଉପନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୬ ଓ ୧୭ରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ […]

ଓଡ଼ିଶା

ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଲା ଯୁବକ

ବାସୁଦେବପୁର: ବାସୁଦେବପୁର ଥାନା ଅଧୀନ ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। […]

ଓଡ଼ିଶା

ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ […]

ଓଡ଼ିଶା

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି […]

ଓଡ଼ିଶା

ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  କଟକ ଇନ କଟକରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୋହନ ମାଝୀ । ପ୍ରଥମେ ବୋଟ କ୍ଲବରୁ ଏକ ସୁସଜ୍ଜିତ ବୋଇତରେ ଆସି ମହାନଦୀ ଗଡଗଡ଼ିଆ ଘାଟରେ ସପତ୍ନୀକ ଡଙ୍ଗା ଭସାଇଥିଲେ। ଏହା ପରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହାସହ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ମଧ୍ୟ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଓରମାସରେ ମୋଟ ୫୨୫ ଟି […]

Uncategorized ଓଡ଼ିଶା

ପ୍ରଚାର ପାଇଁ ୭ରେ ପୁଣି ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନଙ୍କ ସହ ମୁଁ ଦୁଇପଦ କଥା ହେବି । ଆଉ ଆପଣମାନଙ୍କର ଆଶୀର୍ବାଦ ମାଗିବି । ପୂର୍ବରୁ ଗତ ୩ ତାରିଖରେ ନବୀନ କୋମନାରେ […]

ଓଡ଼ିଶା

ସ୍ତ୍ରୀ, ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ଜ୍ବାଇଁ

ବାଙ୍କୀ: ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ ସହ ନଯିବାବାରୁ କଟୁରୀରେ ତାଙ୍କୁ ହାଣି ରକ୍ତାକ୍ତ କରିଥିଲେ । ଶ୍ୱଶୁର ଓ ଶାଶୂ ଏହାରପ୍ରତିବାଦ କରିବାରୁ ତାଙ୍କୁ ବି […]

LOKA SAMACHAR @2026. All Rights Reserved || Developed By CBSPL