ଓଡ଼ିଶା

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୩ କିମି ପାହାଡ଼ ଚଢିଲେ ବିଡିଓ

ନବରଙ୍ଗପୁର: ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାଦରେ ଚାଲିଚାଲି ଯାଇ ପାର ହେଲେ ତିନି ପାହାଡ଼ । ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଫୁଟଘର ଗାଁ । ଏଠାକୁ ଯିବା ଏତେ ସହଜ ନୁହେଁ। ପାଦ ଚଲା ରାସ୍ତାରେ ଯାଇ ତିନିଟି […]

ଓଡ଼ିଶା କ୍ରୀଡା ଜାତୀୟ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି

କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ ।  ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ ବିକ୍ରି କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ମୋଟ ୬ ଟି […]

ଓଡ଼ିଶା

ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ । ୨ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ । ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିପାଇଁ ରାଜ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମୂଳ […]

ଓଡ଼ିଶା

ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ: ମାରଣାସ୍ତ୍ର ଜବତ, ମହିଳା କନେଷ୍ଟବଳ ଆହତ

ଭୁବନେଶ୍ବର: ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ । ବିପୁଳ ମାରଣାସ୍ତ୍ର ଓ ପିସ୍ତଲ ଜବତ। ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ । ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଚଢ଼ାଉ ବେଳେ ପୋଲିସ ବାଂଲାଦେଶୀଙ୍କ ଧସ୍ତାଧସ୍ତି ହୋଇଥିଲେ । ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି । ଚଢଉ ବେଳେ ବି ପୋଲିସକୁ ଆକ୍ରମଣ କରାଯାଇଛି। […]

ଓଡ଼ିଶା

୧୫ ଦିନ ପରେ ମେଡିକାଲରୁ ଉଦ୍ଧାର ହେଲେ ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକ

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ ଆଘାତ ଲାଗିଥିବା ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ଯାହା ପରେ ପୋଲିସ ସତ୍ୟଜିତଙ୍କ ପରିବାରକୁ ଚିହ୍ନଟ ପାଇଁ ହସ୍ପିଟାଲକୁ ଡାକିଥିଲେ। ପରିବାର ସଦସ୍ୟମାନେ ଆଜି ସକାଳେ ହସ୍ପିଟାଲରେ ପହଞ୍ଚି ତାଙ୍କୁ […]

ଜାତୀୟ

ଗ୍ବାଲିୟରରେ ସଡ଼କ ଦୁର୍ଘଟଣା, ୫ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଗ୍ୱାଲିୟରର ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚୁନର ଏବଂ ଏକ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ […]

ଜାତୀୟ

ବାଙ୍ଗାଇ ଜଙ୍ଗଲରୁ ୩ କିଲୋ ଆଇଇଡି ଉଦ୍ଧାର

ଶ୍ରୀନଗର: ଜଙ୍ଗଲରେ ଲୁଚି ରହିଥିବା ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ରାଜୌରୀ ଜିଲ୍ଲାର ଥାନାମାଣ୍ଡି ଅଞ୍ଚଳର ବାଙ୍ଗାଇ ଜଙ୍ଗଲରୁ ୩ କିଲୋଗ୍ରାମର ଆଇଇଡି ମିଳିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଅଧିକାରୀମାନଙ୍କ କହିବାନୁଯାୟୀ ଘଟଣାଟି ରାଜୌରୀ ଜିଲ୍ଲାର ଥାନାମାଣ୍ଡି ଉପ-ବିଭାଗର ଉପର ବାଙ୍ଗାଇ ଗାଁରେ ଘଟିଛି। ଏକ ଘର ନିକଟରେ ଏକ ଆଇଇଡି ମିଳିଥିଲା। ​​ଏବଂ ଏକ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ଏହାକୁ ନଷ୍ଟ କରିଦିଆଯାଇଥିଲା। ବିସ୍ଫୋରଣରେ କେହି ମୃତାହତ ହୋଇନଥିବାବେଳେ […]

ଜାତୀୟ

୧୭ରେ ଜେଡିୟୁର ବିଧାୟକ ଦଳ ବୈଠକ

ବିହାର: ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ଫର୍ମୁଲା କାର୍ଯ୍ୟକାରୀ ହୋଇପାରେ । ଅର୍ଥାତ୍‌ ମେଣ୍ଟ ଏଥର ସରକାରରେ ସମସ୍ତ ଦଳକୁ ସାମିଲ କରିବାକୁ ଚାହୁଁଛି । […]

ଜାତୀୟ

ଦିଲ୍ଲୀ ବିସ୍ଫୋରଣ ମାମଲା: ଆଇ-୨୦ କାର ମାଲିକ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି ଆମିର ନାଁରେ ପଞ୍ଜୀକୃତ ହୋଇଥିଲା। ଏନଆଇଏ ତା’କୁ ଦିଲ୍ଲୀରୁ ଗିରଫ କରିଛି। ବିସ୍ଫୋରଣର ତଦନ୍ତ ପୂର୍ବରୁ ଦିଲ୍ଲୀ ପୁଲିସ କରୁଥିଲା। କିନ୍ତୁ ପରେ ଏହି ମାମଲା ଏନଆଇଏକୁ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଚି […]

ଜାତୀୟ

ଖୋଲିଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ

ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା କରିଛନ୍ତି । ଗେଟ୍ ୨ ଏବଂ୩ ଗତକାଲି ଖୋଲାଯାଇଥିଲାବେଳେ ଗେଟ୍ ୧ ଏବଂ ୪ ଆଜି ଖୋଲାଯାଇଛି । ସୂଚନାନୁଯାୟୀ, ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପରେ ସତର୍କମୂଳକ ପଦକ୍ଷେପ ସ୍ବରୂପ ମେଟ୍ରୋ ଷ୍ଟେସନକୁ ବନ୍ଦ […]

LOKA SAMACHAR @2026. All Rights Reserved || Developed By CBSPL