ଓଡ଼ିଶା

ବାପକୁ କାନ୍ଧ ଦେଲାନି ପୁଅ, ୨୨ ଘଣ୍ଟା ପଡ଼ି ରହିଲା ମରଶରୀର

ଜଳେଶ୍ବର: ଭାଗ୍ୟର ଏ କି ବିଡ଼ମ୍ବନା । ନା ପୁଅ ବାପାର ଦାହ ସଂସ୍କାର କଲା ନା ସାହି ଭାଇ ସାହାଯ୍ୟ କଲେ । ୨୨ ଘଣ୍ଟା ଧରି ଘରେ ପଡ଼ି ରହିଲା ମରଶରୀର । ଏକୁଟିଆ ସ୍ତ୍ରୀ ଲୋକ ହୋଇ କେମିତି ବା ସ୍ବାମୀକୁ ନେଇ ଦାହ ସଂସ୍କାର କରିଥାନ୍ତେ । ସେମିତି ସ୍ବାମୀର ମରଶରୀର ପାଖେ ଜଗି ରହିଥାନ୍ତି । ବୋଧହୁଏ ସ୍ବାମୀ ମୃତ୍ୟୁରେ ପାଗେଳୀ ପ୍ରାୟ ହୋଇଯାଇଛନ୍ତି ସ୍ତ୍ରୀ । କିଛି ବୁଝି […]

ଓଡ଼ିଶା

ପାରାଦୀପରେ ବିମାନ ଦୁର୍ଘଟଣା ଉଦ୍ଧାର କୌଶଳ ପ୍ରଦର୍ଶନ

ଭୁବନେଶ୍ବର: ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ବିମାନ ଦୁର୍ଘଟଣା ଉଦ୍ଧାର ଅଭ୍ୟାସ । ଅଭ୍ୟାସ ସମୟରେ ବିମାନ ଦୁର୍ଘଟଣାର ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୋଷ୍ଟଗାର୍ଡ ଆଇଜି ଇକବାଲ ସିଂହ ଚୌହ୍ବାନ କହିଛନ୍ତି, ପ୍ରତିବର୍ଷ ଏକ ଆଞ୍ଚଳିକ ଅନୁସନ୍ଧାନ ଓ ଉଦ୍ଧାର ଅଭ୍ୟାସ କରାଯାଉଛି । ଏହା ଆମର ମାନକ ପରିଚାଳନା ପ୍ରଣାଳୀ । ଅନ୍ୟ ଏଜେନ୍ସି ଗୁଡିକ ସହିତ ସମନ୍ବୟ ଯାଞ୍ଚ କରିବା ପାଇଁ କରାଯାଏ। ଗତକାଲିର ଅଭ୍ୟାସରେ ଉତ୍ତର-ପୂର୍ବର ପ୍ରାୟ ସମସ୍ତ […]

ଓଡ଼ିଶା

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ । ଛତିଶଗଡ଼ ସୁକମା ଚିନ୍ତାଗୁଫା ଜଙ୍ଗଲରେ ଏକତ୍ରିତ ହୋଇ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ ମାଓବାଦୀ । ଏହି ତଥ୍ୟ ପାଇବା ପରେ DRG ଓ CRPF ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି […]

ଓଡ଼ିଶା

ଭତ୍ତା ପାଇଁ ବାପାର ଜୀବନ ନେଲା ପୁଅ

କବିସୂର୍ଯ୍ୟନଗର:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ ହତ୍ୟା […]

ଓଡ଼ିଶା

ବାଇକ ଉପରେ ଚଢ଼ିଗଲା ଟ୍ରକ, ୩ ମୃତ

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ l ଘଟଣା ସ୍ଥଳ ରେ ବାଇକ ରେ ଥିବା ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପିତିରି ପଟୁ ଏକ ଟ୍ରକ ରାଉରକେଲା ଯାଉଥିବା ବେଳେ କୁଲେଇ ଛକ ନିକଟରେ ବାଇକ ଉପରେ ଚଢ଼ିଯାଇଥିଲା । ଫଳରେ ବାଇକ ରେ ଥିବା ତିନି ଜଣଙ୍କ ଘଟଣା ସ୍ଥଳରେ […]

ଓଡ଼ିଶା

ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ, ଦିଲ୍ଲୀ ଏୟାରଲିଫ୍ଟ ଯୋଜନା

ଭୁବନେଶ୍ବର: ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଯଦି ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । […]

ଓଡ଼ିଶା

୨୦ ରୁ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଗଣନାରେ ସାମିଲ ହେବେ। କେନ୍ଦୁଝର ବନଖଣ୍ଡରେ ଏବେ ୨ଟି ମହାବଳ ବାଘ ଚଳପ୍ରଚଳ କରୁଥିବାରୁ ବେଶ୍ ସତର୍କତାର ସହିତ ବାଘ ଗଣନା ପାଇଁ କର୍ମଚାରୀମାନଙ୍କୁ ତାଲିମ […]

ଜାତୀୟ

ବିହାରରେ ନଭେମ୍ବର ୨୨ ପୂର୍ବରୁ ନୂଆ ସରକାରଙ୍କ ଶପଥ ଗ୍ରହଣ

ପାଟନା : ବିହାରରେ ବିପୁଳ ବିଜୟ ପରେ ଏନଡିଏ ପକ୍ଷରୁ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାଓ୍ବଡ଼େ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ, ଯେଉଁଠାରେ ନିର୍ବାଚନ ଫଳାଫଳ ସମୀକ୍ଷା ଏବଂ ସରକାର ଗଠନ ପାଇଁ ରୋଡମ୍ୟାପ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଜେପି ଏବଂ ଏନଡିଏ ମେଣ୍ଟ ସେମାନଙ୍କର ବିପୁଳ ବିଜୟ ପରେ ସରକାର ଗଠନ […]

ଜାତୀୟ

ମହାମେଣ୍ଟର ପରାଜୟ ପାଇଁ ୫ଟି ପ୍ରମୁଖ କାରଣ

ପାଟନା: ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଫଳାଫଳ ବିରୋଧୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଆରଜେଡିକୁ ଶକ୍ତ ଧକ୍କା ପହଞ୍ଚାଇଛି। ଗତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଆରଜେଡି ଏଥର ଏକପ୍ରକାର ଧରାଶାୟୀ ହୋଇପଡିଛି। ମହାମେଣ୍ଟର ଅନ୍ୟତମ ଅଂଶୀଦାର କଂଗ୍ରେସର ପ୍ରଦର୍ଶନ ଏଥର ଶୋଚନୀୟ ହୋଇପଡିଛି। ଆରଜେଡି ଓ କଂଗ୍ରେସ ଯଥାକ୍ରମେ ୨୭ ଓ ୬ ଆସନରେ ବିଜୟୀ ହୋଇଥିବାବେଳେ ମହାମେଣ୍ଟ ମୋଟ ୩୪ଟି […]

ଜାତୀୟ

ୟୁନୁସଙ୍କ ଭାରତଠାରୁ ଦୂରେଇ ରହିବାର ନୀତି ଅତ୍ୟନ୍ତ ବିପଦପୂର୍ଣ୍ଣ

ଢାକା : ଦେଶରେ ଚାଲୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉଠାଇଛନ୍ତି। ଫାର୍ଷ୍ଟପୋଷ୍ଟ‌କୁ ଦିଆ ଏକ ବିଶେଷ ସାକ୍ଷାତକାରରେ ସେ କହିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୈଦେଶିକ ନୀତି ଦିଗହୀନ ଏବଂ ସେ ଜାଣିଶୁଣି ଭାରତଠାରୁ ଦୂରେଇ ରହି ବାଂଲାଦେଶକୁ ଗଭୀର ବିପଦ ଦିଗରେ ନେଇଯାଉଛନ୍ତି। ହସିନାଙ୍କ ମତାନୁସାରେ, ୟୁନୁସଙ୍କ ବିଦେଶନୀତି ଉଗ୍ରବାଦୀ ଶକ୍ତିକୁ ସଶକ୍ତ କରୁଛି ଏବଂ ଏହା ଦକ୍ଷିଣ ଏସୀୟ ସ୍ଥିରତାରେ […]

LOKA SAMACHAR @2026. All Rights Reserved || Developed By CBSPL