ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ
ଭୁବନେଶ୍ୱର : ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଦିଆଯାଇଛି । ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି । ସେପଟେ ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର । ଜିଲ୍ଲାର ଜୟପୁର, ପଟାଙ୍ଗି, ସିମିଳିଗୁଡା, ନନ୍ଦପୁରଆଦି ଅଞ୍ଚଳରେ ବର୍ଷା ହେଉଛି। ସୁବର୍ଣ୍ଣପୁର ବିନିକାରେ […]














