ଓଡ଼ିଶା

ପ୍ରେମ ପାଇଁ ମା ଓ ଭାଇକୁ ହତ୍ୟା କଲା ନାବାଳିକା

ଜୟପୁର: ୭ ଦିନତଳୁ  ହଜିଥିବା ପୁଅ ହାତବନ୍ଧା ଅବସ୍ଥାରେ ବସ୍ଥା ଭିତରୁ ଗତକାଲି ମିଳିଥିବା ବେଳେ ମା ର ପତତା ମିଳୁନି । ମାଆ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ବୋରିଗୁମ୍ମା ମେଇନ ରୋଡ଼ରେ ରହୁଥିବା ଅନୁଷ୍କା ପରିଡା ବୟସ(୪୫) ଏବଂ ପୁଅ ଏହେମ ପରିଡ଼ା ବୟସ(୧୪) ଏବଂ ଝିଅ ବୟସ (୧୬)ଏକ ମିକ୍ସ୍ତ୍ରର ଫେକ୍ଟୋରି କରି ରହି ଆସୁଥିଲେ । ଗତ ୨୦ ତାରିଖରେ ପରିବାର ଲୋକେ […]

ଅନ୍ତର୍ଜାତୀୟ ଜାତୀୟ

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ

ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର ହେବ ପ୍ରଚଣ୍ଡ ଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି । ଏ ନେଇ […]

ଓଡ଼ିଶା

ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟରେ ଉତ୍ପାଦନ କମ୍ ଆମଦାନୀ ଉପରେ ବେଶୀ ନିର୍ଭର କରୁଛି ଓଡିଶା। ଏବେବି ଦିଦି ଓ ଯୋଗୀ ଆଳୁ ଉପରେ ନିର୍ଭର କରୁଛି […]

ଅନ୍ତର୍ଜାତୀୟ

ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍

ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ ବ୍ରଡକାଷ୍ଟିଂ ସର୍ଭିସ (ଏନଓଏସ) ଅନୁସାରେ ୪ ବର୍ଷରେ ତୃତୀୟବାର ଡଚ୍ କ୍ୟାବିନେଟ୍ ଶପଥପାଠ କରିଛି। କିଙ୍ଗ ୱିଲେମ ଆଲେକଜେଣ୍ଡର ଜେଟନ ମନ୍ତ୍ରୀମଣ୍ଡଳକୁ ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ମନ୍ତ୍ରୀମଣ୍ଡଳ ନିଜନିଜ ବିଭାଗକୁ […]

ଓଡ଼ିଶା

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ ବିଭାଗରେ ୧୬ହଜାର ୩୨, ସ୍ୱାସ୍ଥ୍ୟରେ ୧୦ହଜାର ୪୫୭ ପଦବୀ ଖାଲି ପଡିଛି । ୧୨/୦୪/୨୦୨୪ତାରିଖରୁ ୧୨/୦୨/୨୦୨୬ ମଧ୍ୟରେ ୩୯ହଜାର ୫୦୫ ନିଯୁକ୍ତି ସରିଛି । ଆଜି ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର […]

ଜାତୀୟ

ଦିଲ୍ଲୀ ବିଧାନସଭାକୁ ବୋମା ଧମକ: ଲାଲକିଲ୍ଲା ଓ ସ୍କୁଲ ପରେ ଏବେ ଟାର୍ଗେଟରେ ବିଧାନସଭା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ବୋମା ଧମକ ମିଳିବା ଘଟଣା ସାମ୍ନାକୁ ଆସୁଛି। ସୋମବାର ଦିନ ଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲ ପରେ ଏବେ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ସୂଚନା ମିଳିଛି, ଯାହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବୋମା ଧମକ ମିଳିବା ପରେ ତୁରନ୍ତ ଦିଲ୍ଲୀ ଅଗ୍ନିଶମ ବିଭାଗ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିନ […]

ଓଡ଼ିଶା

ବଢିବ ଇ-ବସ ସଂଖ୍ୟା, ଯୋଡ଼ାଯିବ ଆଉ ୬୦୦ ଇ-ବସ୍

ଭୁବନେଶ୍ୱର: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ […]

ଜାତୀୟ

ପୁଣି ଜେଏନୟୁରେ ହିଂସା ; ବାମପନ୍ଥୀ ଏବିଭିପି ମୁହାଁମୁହିଁ

ସୋମବାର ସକାଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଛାତ୍ର ସଂଗଠନ ପରସ୍ପରକୁ ଆକ୍ରମଣ ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା। ସୂଚନା ଅନୁସାରେ କୁଳପତି ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ଅଭିଯୋଗ କରି ବାମପନ୍ଥୀ ଛାତ୍ର ସଂଗଠନ କିଛିଦିନ ଧରି ପ୍ରତିବାଦ କରିଥିଲେ। ବାମପନ୍ଥୀ ଛାତ୍ର ସଂଗଠନ କୁଳପତିଙ୍କ ବିରୁଦ୍ଧରେ ଶୋଭାଯାତ୍ରା କରିବା ସହ କ୍ଷମା ପ୍ରାର୍ଥନା ଦାବି […]

ଓଡ଼ିଶା

କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ପିପିଲି: କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଆଜି ତୃତୀୟ ଅଭିଯୁକ୍ତ କୋଣାର୍କ ଅଞ୍ଚଳର ଛବିନ କାଣ୍ଡିକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗତକାଲି ରାତିରେ ଏକ ଜଙ୍ଗଲରୁ ଗିରଫ କରିଛି । ହତ୍ୟାକାଣ୍ଡ ମାତ୍ର ୩୦ […]

ଜାତୀୟ

ସ୍ୱତନ୍ତ୍ର ସଂଶୋଧନ ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ତାମିଲନାଡୁରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ା ଭୋଟର ଲିଷ୍ଟ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ରିପୋର୍ଟରେ ପାଖାପାଖି ୭୦ ଲକ୍ଷ ଭୋଟର ଏସ୍ଆଇଆରରେ ବାଦ ପଡ଼ିଛନ୍ତି। ସଂଶୋଧନ ପରେ ତାମିଲନାଡୁରେ ୫.୬୭ ଭୋଟର ପଞ୍ଜିକୃତ ଭୋଟର ଅଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀମାନେ (କଲେକ୍ଟର) ସେମାନଙ୍କ ଜିଲ୍ଲାର ସଂଶୋଧିତ ଭୋଟର ସଂଖ୍ୟା ପ୍ରକାଶ କରିଥିଲେ। […]

LOKA SAMACHAR @2026. All Rights Reserved || Developed By CBSPL