ଓଡ଼ିଶା

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ

ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫ ବର୍ଷରେ ୪୮ ମାଓବାଦୀ ନିହତ ହୋଇଛନ୍ତି ଏବଂ ୭୮ ମାଓବାଦୀ ଗିରଫ ହୋଇଛନ୍ତି। ସେହିପରି ୮୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। […]

ଓଡ଼ିଶା

ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବଡ ପରିବର୍ତ୍ତନ

ପୁରୀ : ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଦେଖାଦେବ ବଡ ପରିବର୍ତ୍ତନ । ଚଳିତବର୍ଷ ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ। ଦିନ ବଦଳରେ ରାତିରେ ସୁନାଵେଶ ଓ ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଦୋଳପୂର୍ଣ୍ନିମା ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି […]

ଓଡ଼ିଶା

ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର

ସୁବର୍ଣ୍ଣପୁର : ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି । ୨୧ ତାରିଖ ରାତିରେ ବଲାଙ୍ଗିର ସହର କାମାକ୍ଷୀ ନଗରରୁ ରିଙ୍କୁ ପୁଟେଲ ବର […]

ଅନ୍ତର୍ଜାତୀୟ

‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ

ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ ଆସିଛି। ଗୋଟିଏ ଦିନ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସେ ଇରାନ ଉପରେ ସାମରିକ ଆକ୍ରମଣ ପାଇଁ ବିଚାର କରୁଛନ୍ତି। ଆମେରିକା ଏହାର ଦ୍ୱିତୀୟ ବିମାନ ବାହକ ଜାହାଜ ପଠାଇ […]

ଓଡ଼ିଶା

ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି, ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ଆମ ସଭାପତି ନେବେ । ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର […]

ଓଡ଼ିଶା

ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

ବାରଙ୍ଗ ୨୨।୨: ଢଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି ଶ୍ରମିକ । ବାରଙ୍ଗ ବ୍ଲକ୍ ପୁରୀ ମେନ୍ କେନାଲ ଉପରେ ଚାଲୁଥିଲା ସେତୁ କାମ । ତେବେ ଖରାପ ଓଲଡିଂ ପାଇଁ ଭାଙ୍ଗି ପଡିଥିଲା ତଳ ରଡ୍ । ସୂଚନାଯୋଗ୍ୟ ଯେ, ଜୁନ୍ ୨୦୨୩ରେ ଆରମ୍ଭ ହୋଇଥିଲା ସେତୁ କାମ । ଅବଧି ସରିଯାଇଥିଲେ ମଧ୍ୟ କାମ ସରୁନାହିଁ । ସକାଳୁ ଢଳେଇ କାମ […]

ଓଡ଼ିଶା

ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା, ୨୨/୦୨ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପୋଲିସ ଅଧିକାରୀ । ଝାରସୁଗୁଡା ଜିଲ୍ଲାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ […]

ଓଡ଼ିଶା

ବଣ୍ଡାଘାଟିରେ ବାଟ ହୁଡ଼ିଛି ବିକାଶ: ୮ କିମି ଗଲେ ମିଳୁଛି ରାସନ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ବତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳି ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ‌ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ମୁଦୁଲିପଡ଼ା ପଞ୍ଚାୟତରୁ ୮ କିମି ଦୂରରେ […]

ଓଡ଼ିଶା

ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

ଜଗତସିଂହପୁର: ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫୦ରୁ ଅଧିକ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ୫ଟି ଦମକଳ ନିୟୋଜିତ। ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ପରିବା ଦୋକାନ ପୋଡ଼ିପାଉଁଶ ହୋଇଯାଇଛି। ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା, କମ୍ପ୍ୟୁଟର କଣ୍ଟା ଓ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଜାରି ରହିଛି। ଏହା […]

ଓଡ଼ିଶା

ସେଣ୍ଟ୍ରାଲ କମିଟି ମେମ୍ବର ଦେବଜୀ, ରାଜିରେଡ୍ଡୀ ସହ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ତେଲେଙ୍ଗାନା ପୁଲିସ ନିକଟରେ ଦୁଇ ଦୁର୍ଦାନ୍ତ ମାଓ ନେତା ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ତେଲେଙ୍ଗାନା ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ନେତାମାନଙ୍କୁ ଗଣମାଧ୍ୟମ ନିକଟରେ ଅଣାଯିବ ବୋଲି କୁହାଯାଇଛି। ଏମାନେ ହେଲେ କେନ୍ଦ୍ରୀୟ କମିଟି ମେମ୍ବର ତଥା ମହାସଚିବ ଦେବଜୀ ଓରଫ ତିରୁପତି ଓ ରାଜିରେଡ୍ଡୀ। ଗତ ତିନି ଦିନ ଚାରି ଦିନ […]

LOKA SAMACHAR @2026. All Rights Reserved || Developed By CBSPL