ଓଡ଼ିଶା

ପୁଣି ଖୋଲିଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି

ଗଜପତି: ବାତ୍ୟା ମୋନ୍ଥାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପରେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ଖୋଲିଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ରହିଛି । ବାତ୍ୟା ମୋନ୍ଥାର ପ୍ରଭାବରେ ପାହାଡ଼ ଧସିବା ଆଶଙ୍କା କରି ଏହାକୁ ଗତ ୨୫ ତାରିଖ ଠାରୁ ବନ୍ଦ ରଖାଯାଇଥିଲା । ଏହା ସହିତ ଜିଲ୍ଲାର ସମସ୍ତ ଜଳପ୍ରପାତକୁ ମଧ୍ୟ […]

ଓଡ଼ିଶା ଭୁବନେଶ୍ୱର

୪୪ ଟି ତହସିଲ୍‌ରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦: ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା। ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌। ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍‌-ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ […]

ଓଡ଼ିଶା ଜାତୀୟ ସାପ୍ତାହିକ

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ

୯ ଫେବୃଆରୀକୁ ବନ୍ଧକ ଶ୍ରମିକ ଉଚ୍ଛେଦ ଦିବସ ଭାବରେ ପାଳନ କରିବାକୁ ସରକାରଙ୍କୁ ଅନୁରୋଧ – ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ। ଭୁବନେଶ୍ୱର, ୨୨ ଅଗଷ୍ଟ, ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାଏକ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାର ଫେବୃଆରୀ ୯ ତାରିଖକୁ ବନ୍ଧକ ଶ୍ରମିକ ଉଚ୍ଛେଦ ଦିବସ ଭାବରେ ଘୋଷଣା କରିବା ପାଇଁ ନାଗରିକ ସମାଜ ପ୍ରସ୍ତାବ ଉପରେ ବିଚାର କରିବେ କାରଣ ଏହି ଦିନଟି […]

ଓଡ଼ିଶା ଗଜପତି ଗଞ୍ଜାମ ନୟାଗଡ଼

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ -ଚାଷୀ ମାନଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ -ଚାଷୀ ମାନଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା -ବୀମା ଭୁକ୍ତ ଚାଷୀ ମାନଙ୍କୁ କ୍ଷତି ସଂପର୍କରେ ସୂଚନା ଦେବା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର 29.12.2024 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ […]

କ୍ରୀଡା

ଏକ୍ସେଲ୍ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୪ ରେଡ୍ ଷ୍ଟାର କ୍ରିକେଟ୍ କ୍ଲବ୍ ବିଜେତା

ଭୁବନେଶ୍ୱର(୩୦.୧୨.୨୦୨୪): ଭୁବନେଶ୍ୱରର ସେଣ୍ଟ ଯୋଶେଫ ହାଇସ୍କୁଲ ପଡିଆରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏକ୍ସେଲ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ର ଫାଇନାଲ ରୋମାଞ୍ଚକର ମ୍ୟାଚରେ ସହିଦ ସ୍ପୋର୍ଟିଂ କ୍ଲବକୁ ୧୮ ରନରେ ହରାଇ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି ରେଡ୍ ଷ୍ଟାର କ୍ରିକେଟ୍ କ୍ଲବ୍ । ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଟସ୍ ଜିତି ରେଡ୍ ଷ୍ଟାର କ୍ରିକେଟ୍ କ୍ଲବ୍ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୮୧ ରନ […]

ଓଡ଼ିଶା

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଉତ୍ପାଦକ, ନିବେଶକ, ସରକାର ଏକାଠି ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଉତ୍ପାଦକ, ନିବେଶକ, ସରକାର ଏକାଠି ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଭୁବନେଶ୍ୱର, ଡ଼ିସେମ୍ବର 24 (ଦୁନିଆ ବ୍ୟୁରୋ) ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା l ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି l ଏହା ରାଜ୍ୟର […]

କ୍ରୀଡା

ନୂଆ କ୍ରିକେଟ୍ କ୍ଲବ “ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀ” ଉଦ୍‌ଘାଟିତ

ତା.୨୨୦୧୨,୨୦୨୪ ଭୁବନେଶ୍ଵର ଯୁବପିଢ଼ିଙ୍କ ମଧ୍ୟରେ କ୍ରିକେଟ୍ ପ୍ରତିଥିବା ସ୍ନେହ, ଶ୍ରଦ୍ଧା, ଉତ୍ସାହକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ରବିବାର ଦିନ ଭୁବନେଶ୍ଵର ସେଣ୍ଟ ଜୋଶେଫ୍ ହାଇସ୍କୁଲଠାରେ “ଏକ୍ସେଲ କ୍ରିକେଟ୍ ଏକାଡ଼େମୀ’” ଆତ୍ମପ୍ରକାଶ କରିଛି । ଆଇନଜୀବୀ କବିତା ସୁଆର ଓ ଶ୍ରୀମନ୍ତ ସୁଆର ଓ କୋଚ ଆଜାଦ୍ ସାରଙ୍କ ପ୍ରଚେଷ୍ଟାରେ ଏହି ଏକାଡ଼େମୀ ଗଠନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଏକ୍ସେଲ୍ ସିଡ଼ କ୍ରିକେଟ୍‌ ଟୁର୍ଣାମେଣ୍ଟ- ୨୦ ୨୪ ଚଳିତ ମାସ ୨୨ରୁ ୨୯ ମଧ୍ୟରେ ଆୟୋଜିତ କରାଯାଇଛି […]

ଜାତୀୟ

ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର

ମହାତ୍ମା ଗାନ୍ଧୀ ଏନଆରଇଜିଏସ ହିତାଧିକାରୀ, ନାଗରିକ ସମାଜ ସଂଗଠନର ପ୍ରତିନିଧି,କ୍ଷେତ୍ର କର୍ମକର୍ତ୍ତା ଏବଂ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ ଅଧିବେଶନ ଆୟୋଜନ ଶ୍ରୀ ଶିବରାଜ ସିଂ ଚୌହାନ ଗରିବ ହିତାଧିକାରୀଙ୍କ ପାଇଁ ମନରେଗା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା ସହ ମନରେଗା ପାଇଁ କେନ୍ଦ୍ରୀୟ […]

ଅନ୍ତର୍ଜାତୀୟ ଜାତୀୟ ରାଜନୈତିକ ଦୃଶ୍ୟପଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କଲେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ

ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତା ଦ୍ବିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା ପୋଷ୍ଟ କରାଯିବା ଦିନାଙ୍କ: ୧୮ ଡିସେମ୍ବର ୨୦୨୪, ପିଆଇବି ଭୁବନେଶ୍ବର   ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ […]

LOKA SAMACHAR @2026. All Rights Reserved || Developed By CBSPL