ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ
ରାଉରକେଲା: ନିଜକୁ ଗୁଳିକଲେ ସିଆରପିଏଫ୍ ଯବାନ । ରାଉରକେଲାରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳିକଲେ CRPF ଯବାନ । ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ଉତ୍ତରପ୍ରଦେଶ ବଲିଆ ନନ୍ଦଗାଁର ସୁବାସ ପ୍ରସାଦ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତ ଅକ୍ଟୋବରରେ ମାଓବାଦୀଙ୍କ ଅପରେସନ ପାଇଁ ଓଡ଼ିଶା – ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ନିକଟରେ ଥିବା ଲାଠିକଟା ଥାନା […]













