ଓଡ଼ିଶା

କାର୍ ଦୁର୍ଘଟଣାରେ ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନପୁରରୁ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଯିବା ବେଳେ ଆନ୍ଧ୍ରପ୍ରଦେଶ ନନ୍ଦିଗ୍ରାମରେ ଦୁର୍ଘଟଣା ହୋଇଥିଲା । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ […]

ଓଡ଼ିଶା

ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ହଡ଼ପ କରି ପୋଷ୍ଟ ମାଷ୍ଟର ଚମ୍ପଟ

ଜଳେଶ୍ବର: ଜମାକାରୀଙ୍କ ଭରସା ଭାଙ୍ଗି ଦେଲା ପୋଷ୍ଟ ଅଫିସ । ଜମାକାରୀଙ୍କ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି ପୋଷ୍ଟ ମାଷ୍ଟର । ବର୍ଷ ବର୍ଷର ପରିଶ୍ରମ ଅର୍ଥକୁ ଫେରି ପାଇବା ପାଇଁ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଜମାକାରୀ । ଡାକଘର ଜମାଖାତାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ପୋଷ୍ଟ ମାଷ୍ଟର ହଡପ କରିଥିବା ଅଭିଯୋଗ କରିଛନ୍ତି ଜମାକାରୀ । ଏବେ ନିଜର କଷ୍ଟ ଅର୍ଜିତ ଟଙ୍କା ଫେରି ପାଇବା ପାଇଁ ଚିନ୍ତାରେ । ଏନେଇ ଲୋକଙ୍କ ମଧ୍ୟରେ […]

ଓଡ଼ିଶା

ଶିିମିଳିପାଳରୁ ମିଳିଲା କ୍ୟାନସର ଔଷଧ ତିଆରି ପାଇଁ ଗୁଳ୍ମ

ମୟୂରଭଞ୍ଜ : ମୟୂରଭଞ୍ଜରୁ ବଡ଼ ଖବର ।  ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ! ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି ।  ବିଶ୍ୱକୁ ଏହା ନୂଆ ଦିଶା ଦେବ ।  ଭାରତରେ ପ୍ରଥମ ଥର ମିଳିଲା ଏହି ଦୁର୍ଲଭ ବୃକ୍ଷଲତା। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।  ଶିମିଳିପାଳ […]

ଓଡ଼ିଶା

ବରଯାତ୍ରୀ ବେଶରେ ଆସି ଗିଫ୍ଟ ଓ ୩ ଲକ୍ଷ ଟଙ୍କା ଲୁଟିନେଲେ

ଭୁବନେଶ୍ୱର : ରାଜଧାନୀରେ ହାଇଟେକ ଚୋର ।  ବରଯାତ୍ରୀ ବେଶରେ ଆସିଲେ, କଳାକନା ବୁଲାଇ ଚାଲିଗଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବାହାଘର ଚାଲିଥିବା ବେଳେ ହୋଇଛି ଲୁଟ୍ । ବରଯାତ୍ରୀ ବେଶରେ ଆସି ଦୁର୍ବୃତ୍ତମାନେ ପ୍ରଥମେ ଭୋଜି ଖାଇଥିଲେ ।  ପରେ ସୁଯୋଗ ଦେଖି କନ୍ୟାକୁ ମିଳିଥିବା ଗିଫ୍ଟ ଓ ଟଙ୍କା ଥିବା ଭ୍ୟାନିଟ ନେଇ ଫେରାର ହୋଇଯାଇଥିଲେ ।  ଭ୍ୟାନିଟିରେ ପ୍ରାୟ ୩ ଲକ୍ଷ ଟଙ୍କା ଥିବା ସୂଚନା ।  ସିସିଟିଭିରେ କଏଦ ହୋଇଛି […]

ଓଡ଼ିଶା

ପୀତବାସ ପଣ୍ଡା ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଗତ ବର୍ଷ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ୨୦୨୫ ଅକ୍ଟୋବର […]

ଓଡ଼ିଶା

ହତ୍ୟା ପରେ ଅଖାରେ ମୃତଦେହ ବାନ୍ଧି ପୋଖରୀକୁ ଫିଙ୍ଗିଦେଲେ

ମୟୂରଭଞ୍ଜ : ଅଖା ଭିତରେ ମୃତଦେହ । ହତ୍ୟା ପରେ ଅଖା ଭିତରେ ପୁରାଇ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ପୁରୁଣାପାଣିରେ ଘଟଣା ଘଟିଛି । ଅଖା ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ରହିଛି । ପୋଖରୀରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବୃଦ୍ଧାଙ୍କ ବେକ ଓ […]

ଓଡ଼ିଶା

ମଣ୍ଡିରେ ଉତ୍ତେଜନା, ୩ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ

ଭୁବନେଶ୍ୱର : ଧାନମଣ୍ଡିରେ ଉତ୍ତେଜନା । ୩ଟି ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନିଆଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୃଶ୍ୟ । ବିଭିନ୍ନ ଆଳ ଦେଖାଇ ଧାନ ନନେବା ସହ ଚାଷୀଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ପ୍ରତିବାଦରେ ମିଲରଙ୍କ ୩ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଥିଲେ ଚାଷୀ । ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତି ରାଇସ୍ ମିଲ୍ […]

ଓଡ଼ିଶା

ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ୧୯ରୁ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପରୀକ୍ଷା ପରିଚାଳନାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ତ ଅଧିକାରୀ ନିଜ ନିଜର କର୍ତ୍ତ୍ୟବ ସୁଚାରୁ ରୂପେ ପାଳିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ସମସ୍ତା ଜିଲ୍ଲାର ଜିଲ୍ଲାପାଳ, […]

ଜାତୀୟ

ଟି୨୦ ବିଶ୍ବକପ : ପାକିସ୍ତାନ ନେବ ୟୁଟର୍ଣ୍ଣ ! ନିଜ ସରକାର ସହିତ ପିସିବି ପୁଣି କରିବ ଆଲୋଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନର ଡ୍ରାମା ଥମିବାର ନା ନେଉନି । ଏବେ ପିସିବି ପୁଣିଥରେ ନିଜ ସରକାରଙ୍କ ପରାମର୍ଶ ନେବ । ଏହି ପରାମର୍ଶ ବୈଠକ ୧୫ ଫେବୃଆରୀରେ ହେବାକୁ ଥିବା ମ୍ୟାଚକୁ ନେଇ ହେବ । ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟକୁ ନେଇ ଆଲୋଚନା ହେବ । ଏହାକୁ ନେଇ ଆଉ ଥରେ ଆଲୋଚନା କରିବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପରାମର୍ଶ ଦେଇଛି । ପାକିସ୍ତାନ ସରକାର ପିସିବିକୁ ଟି-୨୦ ବିଶ୍ୱକପ୍ ଖେଳିବାକୁ ଅନୁମତି […]

ଜାତୀୟ

୧୦ ମିନିଟ୍‌ରେ ଆସିବ କିଷାନ କ୍ରେଡିଟ୍ କାର୍ଡ ଟଙ୍କା

ଆଜମଗଡ଼: ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଅନେକ ଯୋଜନା ଚଳାଇଛନ୍ତି। ଚାଷୀମାନେ ସେମାନଙ୍କ ଫସଲ ଉପରେ ଆଧାରିତ ବ୍ୟାଙ୍କ ଏବଂ ସମବାୟ ସମିତି ଗୁଡ଼ିକରୁ ଆର୍ଥିକ ସହାୟତା ପାଇବାକୁ ନିଶ୍ଚିତ କରିବା ପାଇଁ କିଷାନ କ୍ରେଡିଟ୍ କାର୍ଡ ବ୍ୟବସ୍ଥା ହୋଇଛି। ଏହି ଯୋଜନା ମାଧ୍ୟମରେ, ଚାଷୀମାନେ ସେମାନଙ୍କର କୃଷି ଜମି ପାଇଁ ଋଣ ପାଇପାରିବେ। ଏହାବ୍ୟତୀତ, ସରକାର କୃଷି କ୍ଷେତ୍ରକୁ ଡିଜିଟାଇଜେସନ୍ କରିବା ପାଇଁ ଅନେକ ଠୋସ୍ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପର […]

LOKA SAMACHAR @2026. All Rights Reserved || Developed By CBSPL