ଓଡ଼ିଶା

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ; ବଦଳିଲା ସେଟ୍, ଓଏମଆର ସିଟରେ ଧଳା ରଙ୍ଗ

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଉପୁଜିଛି। ଗୁରୁବାର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟରେ ଧଳା ରଙ୍ଗ(ହ୍ବାଇଟନର) ମରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଭୂଲ ସେଟ୍ ପ୍ରଦାନ କରାଯିବା ପରେ ପୁଣିଥରେ ଅନ୍ୟ ଏକ ସେଟର ପ୍ରଶ୍ନପତ୍ର ଦିଆଯାଇଥିଲା। ତେବେ ଘଟଣାକୁ ନେଇ ୧୦ରୁ ଅଧିକ ପରୀକ୍ଷାର୍ଥୀ ଶନିବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ଓମଏଆର […]

ଓଡ଼ିଶା

ବିଶ୍ୱବିଦ୍ୟାଳୟ ଦାବିରେ ରାସ୍ତାରେ ଶୈଳବାଳା ଛାତ୍ରୀ

କଟକ : ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନକରିବା ପ୍ରତିବାଦରେ ଛାତ୍ରୀଙ୍କ ତୀବ୍ର ଅସନ୍ତୋଷ। କଲେଜରେ କ୍ଲାସ ବନ୍ଦ କରି ପ୍ରତିବାଦରେ ବସିଲେ ଛାତ୍ରୀ। କଲେଜରେ ପୁଲିସ୍ ମୃତୟନ। ଚାରିଟି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଲା କିନ୍ତୁ ବାଦ୍ ପଡ଼ିଗଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀମାନେ। ସେମାନଙ୍କର ଅଭିଯୋଗ ଯେ, ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟକୁ ବର୍ଷ ବର୍ଷ ଧରି ଅଣଦେଖା କରାଯାଉଛି। ଦୀର୍ଘ ଦିନ […]

ଜାତୀୟ

ଟିଭି ଭଲ୍ୟୁମ୍ କମ୍ କରିବାକୁ କହିଲେ ସ୍ଵାମୀ, ମାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳଗିରିର ଟିଡକୋ ହାଉସିଂ କଲୋନିରେ ରହୁଥିବା ୨୭ ବର୍ଷୀୟ ଶେଖ ଅହମ୍ମଦଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ଜଣେ ଏସି ମେକାନିକ୍ ଶେଖ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ। ଘଟଣା ଦିନ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କୁ ଟିଭିର ଭଲ୍ୟୁମ୍ କମ କରିବାକୁ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଘରେ ରଖାଯାଇଥିବା ଏକ ଛୁରୀରେ ତାଙ୍କ ସ୍ୱାମୀଙ୍କ […]

ଜାତୀୟ

ଚାପୁଡା ମାରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୭ବର୍ଷ ଜେଲ ଦଣ୍ଡ ରଦ୍ଦ

ଗୁଜୁରାଟ: ଗୁଜୁରାଟ ହାଇକୋର୍ଟର ଏକ ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରାୟ ମାମଲା ଅପେକ୍ଷା ଆହୁରି ଅଧିକ ଶିରୋନାମାରେ ରହିଛି। ମାମଲାଟି ହେଉଛି ଯେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ, ଏହି ମାମଲା ଗତ ୩୦ ବର୍ଷ ଧରି ହାଇକୋର୍ଟରେ ଚାଲିଥିଲା। ସ୍ୱାମୀଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା, କିନ୍ତୁ ଏବେ ଜଷ୍ଟିସ୍ ଗୀତା ଏକ ଐତିହାସିକ ରାୟ ଶୁଣାଇ ପୀଡିତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏବଂ ମାମଲାର […]

ଜାତୀୟ

ପୁଣି ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ । ପୁଣି ବଢିଲା ସୁନା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୧୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୪୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୭ହଜାର ୫୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୭୫୦ ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୬ହଜାର ୧୫୦ ଟଙ୍କା ହୋଇଛି । […]

ଅନ୍ତର୍ଜାତୀୟ ଜାତୀୟ

ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ଆଲୋଚନା : ୨୦ବିଲିୟନ ଡଲାର ବାଣିଜ୍ୟ ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି । ଶନିବାର ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷ, ୨୦୨୫ ରେ, ଭାରତ ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ୧୫.୨୧ ବିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ୨୫ଧ ରୁ ଅଧିକ ବୃଦ୍ଧି ପାଇଥିଲା। […]

କ୍ରୀଡା ଜାତୀୟ

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଆସନ୍ତାକାଲି ଅର୍ଥାତ ରବିବାର ହେବ ସୁପର ଫାଇଟ । ଅର୍ଥାତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ସୁପର-୮ ର ଦ୍ବିତୀୟ ମ୍ୟାଚ […]

ଅନ୍ତର୍ଜାତୀୟ

ପାକିସ୍ତାନରେ ବଢ଼ିଚାଲିଛି ଦାରିଦ୍ର୍ୟ, ୬ବର୍ଷରେ ୭ପ୍ରତିଶତ ବୃଦ୍ଧି:ଖାଇବାକୁ ପାଉନାହାନ୍ତି ଲୋକେ

ଇସଲାମାବାଦ୍: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି । ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଯୁଦ୍ଧ ଓ ଦେଶର ଭୁଲ ନୀତି କାରଣରୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ଦକ୍ଷିଣ ଏସିଆରେ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ବିକାଶ ବଦଳରେ ଯୁଦ୍ଧ ଉପରେ ଧ୍ୟାନ ଦେବା ଦେଶ ପାଇଁ ବହୁତ ଘାତକ ପ୍ରମାଣିତ ହୋଇଛି। ଆଜି ପାକିସ୍ତାନର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ନିଜର […]

ଅନ୍ତର୍ଜାତୀୟ ଜାତୀୟ

ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍‌ ଭାବେ ବ୍ୟବହାର ହେବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ ସ୍ବାକ୍ଷର କରିଛନ୍ତି। ୟୁରୋପୀୟ ସଂଘ (ଇୟୁ) ଓ ଆଇଏଫ୍‌ଏଡି ଭଳି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି। ଏଆଇକୁ ବିକାଶମୂଳକ ଟୁଲ୍‌ ଭାବେ ବ୍ୟବହାର କରିବା ଏବଂ ଏହାକୁ ଏକ ମିଳିତ ଦାୟିତ୍ବ […]

ଜାତୀୟ

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ପ୍ରସଙ୍ଗ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି। ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ମନ୍ତ୍ରିପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଏନ୍‌ସିପି (ଏସ୍‌ପି) ମହାସଚିବ ରୋହିତ ପାୱାର। ରୋହିତ ବିମାନ ଦୁର୍ଘଟଣା […]

LOKA SAMACHAR @2026. All Rights Reserved || Developed By CBSPL