ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ
ଭୁବନେଶ୍ବର: ରାଜ୍ୟସଭାରେ ବିଜେପି ଦେବ ୩ ପ୍ରାର୍ଥୀ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି ୩ଜଣଙ୍କୁ ପ୍ରାର୍ଥୀ କରିବ। ଆସନ୍ତା ୫ ତାରିଖରେ ଏହି ୩ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ସୂଚନା ଦିଆଯାଇଛି। ରାଜ୍ୟସଭା ପାଇଁ ୪ଟି ଆସନ ଖାଲି ପଡୁଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ୨ଟି ଆସନ ଓ ବିଜେଡ଼ି ଗୋଟିଏ ଆସନ ଜିତିବା ସୁନିଶ୍ଚିତ। ୪ର୍ଥ ଆସନ […]














