ଜାତୀୟ

ଭାରତରେ ଯକ୍ଷ୍ମା ଯୋଗୁଁ ହେଉଥିବା ମୃତ୍ୟୁର ମୁକାବିଲା ପାଇଁ ୭ ଡିସେମ୍ୱର ୨୦୨୪ ରେ ହରିୟାଣାର ପଞ୍ଚକୁଲାରେ ୧୦୦ ଦିନିଆ ଜୋରଦାର ଅଭିଯାନ ଆରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା

ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ,  ନିଦାନରେ ହେଉଥିବା ବିଳମ୍ୱ ହ୍ରାସ ଓ ଚିକିତ୍ସାରେ ଉନ୍ନତି ଆଣିବାକୁ ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୪୭ ଜିଲ୍ଲାରେ, ବିଶେଷ କରି ଅଧିକ ସଂକ୍ରମଣ ହେବାର ଆଶଙ୍କା ଥିବା ବର୍ଗଙ୍କ ମଧ୍ୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ ଭାରତରୁ ଯକ୍ଷ୍ମାକୁ ମୂଳପୋଛ କରିବାକୁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ ପ୍ରମୁଖ ଅଂଶୀଦାରଙ୍କ ସହିତ ମିଶି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ […]

ଅର୍ଥନୀତି ଜ଼ିଲ୍ଲା

ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ଆଜି ୨୧,୫୦୦ ଚାଷୀ ପାଇଲେ ଇନପୁଟ୍  ସହାୟତା, ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ମିଳିବ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି: ମୁଖ୍ୟମନ୍ତ୍ରୀ ଜୁନ ୧୨ ତାରିଖ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ନିଷ୍ପତ୍ତି ନିଆ ଯାଇଥିଲା, ସବୁ ପୂରଣ କରାଗଲା, ସରକାର ଗଠନର ୬ ମାସ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଅଧାକାମ ଛାଡି ଠିକା ସଂସ୍ଥା ଛୁ ଗୋଦାମ ରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି….

ଅଧାକାମ ଛାଡି ଠିକା ସଂସ୍ଥା ଛୁ..: -ଗୋଦାମ ରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି ରେଙ୍ଗାଲି: ଡ଼ିସେମ୍ବର 9 (ଡ଼ଃ ନିବେଦିତା ନାଥ ) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଙ୍କ ପତ୍ର ସଂଖ୍ଯା ୪୭୩୧୭ ତା.୨୪।୧୧।୨୦୨୪ ରେ ସମସ୍ତ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍ ରୁମ୍ ରେ ସ୍ମାର୍ଟ ବୋର୍ଡ ରେ ଶିକ୍ଷାଦାନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ପ୍ରତି କଲେଜ ରେ କାର୍ଯ୍ୟକାରୀ […]

କଳା ଓ ସଂସ୍କୃତି ନବରଙ୍ଗପୁର

କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ‘ମଣ୍ଡେଇ ୨୦୨୪’ ର ଉଦ୍‌ଯାପନୀ

ନବରଙ୍ଗପୁର’ର ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ ଗରିମାମୟ କରିଛି- ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ୪୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୬୧ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ନବରଙ୍ଗପୁର:ଡିସେମ୍ବର 8 ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଘରବାରି କିସମ ଜମି ରେଜିଷ୍ଟ୍ରେସନ ପାଇଁ ଲୋକେ ହଟହଟା!

ଘରବାରି କିସମ ଜମି ରେଜିଷ୍ଟ୍ରେସନ ପାଇଁ ଲୋକେ ହଟହଟା! ରେଙ୍ଗାଲି:ଡ଼ିସେମ୍ବର 9 (ଡ଼ଃ ନିବେଦିତା ନାଥ ) ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ ଅଫିସ ରେ ଥିବା ସବ୍ ରେଜିଷ୍ଟ୍ରେସନ ଅଫିସ ରେ ଘରବାରି କିସମ ଜମି ରେଜିଷ୍ଟ୍ରେସନ କରିବା ସମୟ ରେ ଉଦ୍ଦେଶ୍ଯ ମୂଳକ ଭାବେ ଲୋକଙ୍କୁ ହଇରାଣ ହରକତ କରି ହନ୍ତସନ୍ତ କରାଯାଉଛି ବୋଲି ପ୍ରକାଶ ସାହୁ,ଆନନ୍ଦ ପଧାନ, ଅଲେଖ ସାହୁ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ରୁ ପ୍ରକାଶ ଯେ […]

ରାଜ୍ୟ ରାଜନୀତି

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ତାଙ୍କ ବାସଭବନ ରେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ।

  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ତାଙ୍କ ବାସଭବନ ରେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି । ୮ ଡିସେମ୍ବର ୨୦୨୪

ଜାତୀୟ ରାଜ୍ୟ ରାଜନୀତି

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

  ଭୁବନେଶ୍ୱର ୭ ଡିସେମ୍ବର ୨୦୨୪ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ […]

ଅର୍ଥନୀତି ଜାତୀୟ ସାପ୍ତାହିକ

ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିଛନ୍ତି |

  ଭୁବନେଶ୍ୱର, ଡିସେମ୍ବର 7, 2024 _ ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି | ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ସହିତ ଏହି ନୂତନ ପ୍ରବେଶ, ଯାତ୍ରୀ ମାନଙ୍କ ଯାତାୟାତରେ ଉନ୍ନତ କରିବାକୁ, ଆଧୁନିକ ସୁବିଧା, […]

ଅର୍ଥନୀତି ଓଡ଼ିଶା ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ବାଙ୍ଗିରୀପୋଷୀ ଠାରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ଅତିଥି ଗଣ ୭ ଡିସେମ୍ବର ୨୦୨୪

ବାଙ୍ଗିରୀପୋଷୀ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ ୭ ଡିସେମ୍ବର ୨୦୨୪ ସାନାମ-କଗେ ଜୋହାର। ମୟୁରଭଞ୍ଜର କଳା ସଂସ୍କୃତି ଅତି ମହାନ ଏବଂ ଅନନ୍ୟ। ସର୍ବ ପ୍ରଥମେ ମୁଁ ସାନ୍ତାଳୀ ଭାଷାର ଜନକ ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ଆମ ଗହଣରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉପସ୍ଥିତ […]

ପାଣିପାଗ

ରାଜ୍ୟ ପାଇଁ ପାଣିପାଗ ପୂର୍ବାନୁମାନ ଏବଂ ଚେତାବନୀ | ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ

ରାଜ୍ୟ ପାଇଁ ପାଣିପାଗ ପୂର୍ବାନୁମାନ ଏବଂ ଚେତାବନୀ | ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ | ତା. ୦୮/୧୨/୨୦୨୪ ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ତା. ୦୯/୧୨/୨୦୨୪ ରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି […]

LOKA SAMACHAR @2026. All Rights Reserved || Developed By CBSPL