ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର
ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ‘‘ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି; ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚିଛି’’ ସ୍ମାର୍ଟ ସିଟି ମିଶନରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା; ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି ଟଙ୍କାର ଋଣ […]













