ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଏନ୍ ଏଲ୍ ସି ବିସ୍ଥାପିତ ଙ୍କୁ ମିଳୁନି ଆର୍ ଏଣ୍ଡ୍ ସୁବିଧା! ଜିଲ୍ଲାପାଳ ଙ୍କ ଠାରେ ଫେରାଦ!(ଡ଼ଃ ନିବେଦିତା ନାଥ)

ରେଙ୍ଗାଲି, ସମ୍ବଲପୁର, ଡ଼ିସେମ୍ବର 12 ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଖିଣ୍ଡା ପଞ୍ଚାୟତ ରେ ଥିବା କେନ୍ଦ୍ର ସରକାର ଙ୍କ ନବରତ୍ନ ଉଦ୍ୟୋଗ ଏନ୍ ଏଲ୍ ସି କୋଇଲା ଖଣି ତଲାବିରା(୨) ଓ(୩) ଖଣି ପାଇଁ ଜମି ଓ ଘରବାଡି ହରାଇ ଥିବା ଅନେକ ପରିବାର କୁ ଏପର୍ଯ୍ୟନ୍ତ ପୁନର୍ବାସ ଓ ଥଇଥାନ ସୁବିଧା ମିଳିନାହିଁ। ଜମି ଓ ଘର ର କ୍ଷତିପୂରଣ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ପୁନର୍ବାସ ଥଇଥାନ ଆଇନ୍ ଅନୁସାରେ କୌଣସି ସୁବିଧା କମ୍ପାନୀ ଦେଇ […]

ଗଞ୍ଜାମ

୧୯୧୭ ଜଣ ପ୍ରବାସୀ ଓଡିଆଙ୍କୁ ରାଶନ କାର୍ଡ ବଣ୍ଟନ କଲେ ମନ୍ତ୍ରୀ (ନାରାୟଣ ସାହୁ )

ପୋଲସରା, ଗଞ୍ଜାମ, ଡ଼ିସେମ୍ବର ୧୦, ୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ଡିସେମ୍ବର ୧୦ ତାରିଖ ଦିନ ବଣ୍ଟନ କରାଯାଇଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ […]

ଓଡ଼ିଶା

ଗୋଆ ଗଣମାଧ୍ୟମ ପ୍ରତିନିଧିଙ୍କ ଓଡିଶା ପରିଦର୍ଶନ ଓଡ଼ିଶାର କାଳଜୟୀ କୃତି-କୀର୍ତ୍ତି, ସୌନ୍ଦର୍ଯ୍ୟ-ସଂସ୍କୃତି, ଆଚାର-ବିଚାର ଦେଖି ହେଲେ ଅଭିଭୂତ

ଗୋଆ ଗଣମାଧ୍ୟମ ପ୍ରତିନିଧିଙ୍କ ଓଡିଶା ପରିଦର୍ଶନ ଓଡ଼ିଶାର କାଳଜୟୀ କୃତି-କୀର୍ତ୍ତି, ସୌନ୍ଦର୍ଯ୍ୟ-ସଂସ୍କୃତି, ଆଚାର-ବିଚାର ଦେଖି ହେଲେ ଅଭିଭୂତ ଭୁବନେଶ୍ୱର,ଡ଼ିସେମ୍ବର ୧୦,୨୪ :- ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର

ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଲେ ରେଙ୍ଗାଲି ର ଯୁବ ବୈଜ୍ଞାନିକ

ରେଙ୍ଗାଲି: ଡ଼ିସେମ୍ବର 9 (ଡ଼ଃ ନିବେଦିତା ନାଥ ) ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମ ର ଯୁବ ବୈଜ୍ଞାନିକ ଡକ୍ଟର ଆଶିଷ ମାହାଣା ନୂତନ ଉଦ୍ଭାବନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଛନ୍ତି। ଡ. ମାହାଣା ଗତ ୨୫ବର୍ଷ ଧରି ଅନବରତ ଗବେଷଣା କରି ମାନବ ସମାଜ ର କଲ୍ୟାଣ ରେ ସହାୟକ ୨୨ ଟି ଅଭିନବ ଉଦ୍ଭାବନ କରିଥିବାରୁ ଗ୍ରୀନ୍ ଫିଲ୍ଡ […]

ଜାତୀୟ

ଆସନ୍ତା ୧୧ରୁ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ

ଦେଶର ୫୧ଟି କେନ୍ଦ୍ରରେ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏସଆଇଏଚ ହେଉଛି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରମାନେ ପ୍ରତିଦିନ ସାମ୍ନା କରୁଥିବା ଦୈନନ୍ଦିନ ସମସ୍ୟାକୁ ସମାଧାନ କରିବାକୁ ଏକ ମାନସିକତା ନେବାକୁ ମଂଚ ପାଇବେ । ବିଭାଗ କିମ୍ବା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସମସ୍ୟା ପତ୍ର କିମ୍ବା ୧୭ଟି ପ୍ରସଙ୍ଗ ଭିତରୁ ଇନୋଭେସନ […]

ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ୟୁପିଆଇ ଭାରତରେ ୟୁପିଆଇର ସଫଳତାକୁ ଅନୁକରଣ କରିବ ବିଶ୍ବ

ଭୁବନେଶ୍ବର: ୨୦୧୬ରେ ଆରମ୍ଭ ହେବାପରଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହା ମାଧ୍ୟମରେ ପ୍ରାୟ ୩୦ କୋଟି ଲୋକ ଓ ୫ କୋଟି ବ୍ୟବସାୟୀ ସହଜରେ ଡିଜିଟାଲ ନେଣଦେଣ କରିପାରୁଛନ୍ତି । ଅକ୍ଟୋବର ୨୦୨୩ ସୁଦ୍ଧା ଭାରତରେ ହୋଇଥିବା ସମସ୍ତ ଖୁଚୁରା ଡିଜିଟାଲ ପେମେଣ୍ଟର ୭୫% ୟୁପିଆଇ ମାଧ୍ୟମରେ ହେଉଥିଲା । ୟୁପିଆଇ ଆସିବା ପରେ କ୍ଷୁଦ୍ର ଋଣକାରୀମାନେ ବେଶ ସଶକ୍ତ ହୋଇପାରିଛନ୍ତି । ବିଶେଷକରି ୟୁପିଆଇ […]

ଜାତୀୟ

ସିକ୍ୟୁରିଟି ଫୋର୍ସ ଅଫ ଇଣ୍ଡିଆ ବା ବିଏସଏଫର ୬୦ତମ ରେଜିଂ ଦିବସ

ବିଏସଏଫର ୬୦ତମ ରେଜିଂ ଦିବସ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ନେଇ ଅଭୂତପୂର୍ବ ପରିବର୍ତନ – ବିଏସଏଫ ଯବାନଙ୍କ ଅବଦାନ ସ୍ୱର୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବ – ସାହସ, ଶକ୍ତି ଓ ତ୍ୟାଗ ସହ ବିଏସଏଫ ଯବାନ ଆଗଧାଡିର ସୁରକ୍ଷା ବଳ – ଯବାନଙ୍କ ସମର୍ପିତ ସେବା ଲାଗି ସାରା ଦେଶ କୃତଜ୍ଞ – ସୀମାରେ ଆଂଟି ଡ୍ରୋନ ୟୁନିଟ ସ୍ଥାପନ କରାଯିବ – ଅପରାଜେୟ ଭାରତ ଲାଗି ସୀମା ଜଗିଥିବା ଯବାନ ପାଇବେ […]

କଳା ଓ ସଂସ୍କୃତି ଜାତୀୟ

ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ ଉତ୍ତରପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ: ପ୍ରଧାନମନ୍ତ୍ରୀ ଅଷ୍ଟଲକ୍ଷ୍ମୀ ମହୋତ୍ସବ ହେଉଛି ଉତ୍ତର-ପୂର୍ବର ଉଜ୍ଜ୍ୱଳ ଭବିଷ୍ୟତର ଉତ୍ସବ। ଏହା ବିକାଶର ଏକ ନୂତନ ସକାଳର ପର୍ବ,ଯାହା ଏକ ବିକଶିତ ଭାରତର ଅଭିଯାନକୁ ଆଗକୁ ବଢ଼ାଇବ: ପ୍ରଧାନମନ୍ତ୍ରୀ ଆମେ ଉତ୍ତର-ପୂର୍ବାଞ୍ଚଳକୁ ଭାବନା,ଅର୍ଥନୀତି ଏବଂ ପରିବେଶର ତ୍ରିମୂର୍ତ୍ତି ସହିତ ଯୋଡ଼ିଛୁ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି […]

ଜାତୀୟ

ଭାରତର ଡିଜିଟାଲ ବିପ୍ଳବ: ଭିତ୍ତିଭୂମି, ପ୍ରଶାସନ ଏବଂ ଜନ ସେବାରେ ପରିବର୍ତ୍ତନ

ଭାରତର ଡିଜିଟାଲ ଭିତ୍ତିଭୂମିରେ ବିଗତ କିଛି ବର୍ଷ ମଧ୍ୟରେ ଏକ ପରିବର୍ତନମୂଳକ ଉନ୍ନତି ଘଟିଛି, ଯାହା ଦେଶକୁ ଡିଜିଟାଲ ଗ୍ରହଣ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ସ୍ଥାନିତ କରିଛି । ଦ୍ରୁତ ବିସ୍ତାରିତ ଡିଜିଟାଲ୍ ଅର୍ଥନୀତି ସହିତ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଦ୍ୱାରା ପରିଚାଳିତ ଡିଜିଟାଲ୍ ପ୍ରଶାସନ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବଢୁଥିବା ଚାହିଦା ପୂରଣ ପାଇଁ ଭାରତର ଭିତ୍ତିଭୂମି କ୍ରମାଗତ ଭାବରେ ବିକଶିତ ହେଉଛି । […]

ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା । ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ […]

LOKA SAMACHAR @2026. All Rights Reserved || Developed By CBSPL