ରଥଯାତ୍ରା ଦଳାଚକଟା, ୭ ଅଫିସରଙ୍କ ଉପରେ ଆକ୍ସନ, ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ କ୍ଲିନଚିଟ୍
ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରାରେ ଦଳାଚକଟା ଓ ଅବ୍ୟବସ୍ଥା ପାଇଁ ୭ଜଣ ପୁଲିସ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପୁଲିସ ନିମନ୍ତେ ‘କମାଣ୍ଡ ଓ କଂଟ୍ରୋଲ ରୁମ୍’ ସ୍ଥାପନ କରିଥିବା ସଂସ୍ଥା ‘ଇନଭେଂଟ ଗ୍ରୀଡ୍ ଇଣ୍ଡିଆ ଲିମିଟେଡ’କୁ କଳା ତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୃହ ବିଭାଗ ଗତମାସ ୨୫ତାରିଖରେ […]













