ଓଡ଼ିଶା

ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ମଣ୍ଡେଇ ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଚାଳିଚଳଣୀ ଓ ଆସ୍ଥାକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ କରିବାର ଏକ ଜନଅନ୍ଦୋଳନ ଭାବେ ଉଭା ହୋଇଛି। ଏପରି ମତବ୍ୟକ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜନ ହେଉଥିବା  ଲୋକ ମହୋତ୍ସବ ‘ମଣ୍ଡେଇ-୨୦୨୫’ ଜିଲ୍ଲା ମହୋତ୍ସବର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥି। ଉମରକୋଟ ବ୍ଲକର ପୋଡାଗଡ଼ ଠାରେ ଥିବା ପ୍ରତ୍ୟକ୍ଷ ଭୈରବ ଓ ମାଁ ଦନ୍ତେଶ୍ବରୀଙ୍କ ପୀଠ ନିକଟରେ […]

ଓଡ଼ିଶା

ପାର୍କିଂ ବଢାଇବୁ, ପ୍ରାଇଭେଟ୍ ପ୍ଲଟ୍ ନେବୁ : ମେୟର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ଓ ଗାଡ଼ିମୋଟର ସଂଖ୍ୟା ଯୋଗୁଁ ଟ୍ରାଫିକ ସମସ୍ୟା ଜଟିଳ ରୂପ ଧାରଣ କରୁଛି। ବିଶେଷକରି ପାର୍କିଂ ସ୍ଥାନର ଅଭାବ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଏବେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଣ୍ଟା ଭିଡିଛି। ଏନେଇ ବିଏମସି ମେୟର ନିଜର ପ୍ରତିକ୍ରିୟା ରଖିବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଛନ୍ତି। ମେୟର ସ୍ପଷ୍ଟ କରିଛନ୍ତି […]

ଓଡ଼ିଶା

ବିଧାନସଭାରେ ସମ୍ବିଧାନ ପ୍ରସ୍ତାବନା ପାଠ

ଭୁବନେଶ୍ବର : ସମ୍ବିଧାନ ଦିବସ ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ବିଧାୟକ ଗଣ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି । ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାନସଭା ସଚିବ […]

ଓଡ଼ିଶା

ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍- ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି। ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶରେ […]

ଓଡ଼ିଶା

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ୩ ସହଯୋଗୀଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଆଦି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ହ୍ୟୁମାନ ରୋଜଗାର କରିଥିବା ଟଙ୍କା ହେରଫେର ହେଇଛି କହିଲେ ନିର୍ଦ୍ଦେଶକ। ମ୍ୟାନେଜର ଓ ପୂରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି। କଣ୍ଠଶିଳ୍ପୀ […]

ଓଡ଼ିଶା

ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି. ଉଦୟଗିରି : ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର  ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡି ଓ କୋହଲା ପବନ ଯୋଗୁ ଲୋକମାନେ ଶୀତରେ ଥରି ଯାଉଛନ୍ତି। ଏଣେ ଜି ଉଦୟଗିରିରେ ଶୀତ ମହୋତ୍ସଵ କରିବା ପାଇଁ ସମାଜସେବୀ ହୃଷିକେଶ ପ୍ରଧା ଙ୍କ ସମେତ ଅନେକ […]

ଜାତୀୟ

ଗୁରୁବାରରେ ରାଜଧାନୀର ଏହି ରାସ୍ତାରେ କଟକଣା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। ଭି.ଆଇ. ପି ଙ୍କ ସୁରକ୍ଷା ସୁଗମନାଗମନ କୁ ଦୃଷ୍ଟି‌ରେ ରଖି ଆଇନ ୨୦୦୩ ର ଧାରା ୨୭ ଓ କଟକ – ଭୁବନେଶ୍ବର କମିଶେନରରେଟ୍‌ […]

ଜାତୀୟ

ବିହାର ବିଧାନସଭା : ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର

ପାଟନା : ବିହାର ବିଧାନସଭାର ବାଚସ୍ପତି ହୋଇ ପାରନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରେମ କୁମାର । ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଏନଡିଏ । ବିଜୟ ପରେ ଏନଡିଏ ସହଯୋଗୀ ବିଜେପି , ଜେଡ଼ିୟୁ ଓ ଅନ୍ୟାନ୍ୟ ଦଳକୁ ନେଇ ନୀତୀଶ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ ସୁଦ୍ଧା ବାଚସ୍ପତି ପଦକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏବେ ବିଜେପି ବରିଷ୍ଠ ବିଧାୟକ ପ୍ରେମ […]

ଜାତୀୟ

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ ତାର […]

ଜାତୀୟ

୧.୨୩ ଲକ୍ଷରେ ପହଞ୍ଚିଲା ସୁନା

ନୂଆଦିଲ୍ଲୀ : ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ପ୍ରତି୧୦ ଗ୍ରାମ ୧,୨୩,୩୦୮ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୨୩,୧୪୬ ଟଙ୍କା ଥିଲା । ଏହି ସମୟରେ ରୂପା କିଲୋଗ୍ରାମ ପ୍ରତି ୨,୫୨୧ ଟଙ୍କା ବୃଦ୍ଧି ପାଇ […]

LOKA SAMACHAR @2026. All Rights Reserved || Developed By CBSPL