ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରୁ ଧରାପଡ଼ିଲେ ଲୁଥ୍ରା ବ୍ରଦର୍ସ
ନୂଆଦିଲ୍ଲୀ: ଧରା ପଡ଼ିଲେ ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ହୋଇଥିବା ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ । ପୂର୍ବରୁ ପୋଲିସର ଅନୁରୋଧରେ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବୁଧବାର ଗୋଆ ପୋଲିସର ଏକ ଟିମ୍ […]












