ସତ୍ୟବିହାରରେ ଜଳିଗଲା ବାର୍, ନଥିଲା ବିଧିବଦ୍ଧ ଲାଇସେନ୍ସ
ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ଏମିତି ହୋଇଥିଲା ଯେ, ପାଖରେ ଥିବା ଫର୍ଣ୍ଣିଚର ଦୋକାନକୁ ବ୍ୟାପିଯାଇଥିଲା । ବହୁତଳ କୋଠାରେ ଅନେକ ବାଣିଜ୍ୟକ ପ୍ରତିଷ୍ଠାନ ଥିବାବେଳେ ଉପର ମହଲାରେ ଏକ ବାର ଚାଲୁଥିବାର ସୂଚନା ରହିଛି । ଅଗ୍ନିକାଣ୍ଡର କାରଣ […]











