ମହିଳା ସିରିଏଲ୍ କିଲରର ଅମାନୁଷିକ କାଣ୍ଡ: ଘରୁ ଉଦ୍ଧାର ହେଲା ଦୁଇ ଡଜନରୁ ଅଧିକ ମୃତଦେହ
ସିରିଏଲ୍ କିଲର୍ ର ଅମାନୁଷିକ କାଣ୍ଡ । ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ବିବାହ ଜାଲରେ ଫସାଇ ନେଉଥିଲା ଜୀବନ । ଘରକୁ କରିଥିଲା ମଶାଣୀ । ସିରିଏଲ୍ କିଲର୍ ଏମିତି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଥରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍ କିଲର୍ସଙ୍କ ନାଁ ସାମିଲ୍ ଅଛି ଯେଉଁମାନଙ୍କ କାହାଣୀ ଆପଣଙ୍କୁ କୌଣସି ଫିଲ୍ମର କାହାଣୀଠୁ କମ୍ ଲାଗିବନି […]














