ଓଡ଼ିଶା

ବୁଝିଲାନି ମନ, ସର୍ପାଘାତରେ ମୃତ ପୁଅର ଚିକିତ୍ସା ପାଇଁ ମୃତଦେହକୁ ଧରି ୪ଶହ କିଲୋମିଟର ଆସିଲା ମା’

ଖଇରା : ମାଆ ଯାଇଥିଲା ଏକମାତ୍ର ପୁଅ ଓ ଝିଅକୁ ନେଇ ଭାଇ ହାତରେ ରାଖି ବାନ୍ଧିବା ପାଇଁ। ହସଖୁସିରେ ବାପ ଘରେ କଟି ଥିଲା ସମୟ ହେଲେ ଗତକାଲି ରାତିରେ ଘଟିଥିଲା ଅଘଟଣ ସାପ କାମୁଡାରେ ଚାଲି ଯାଇଥିଲା ପୁଅର ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଳକ ଖରଟଲା ଗ୍ରାମରେ। ବାଲେଶ୍ବର ଜିଲ୍ଲା ଖଇରା ଥାନା ସୁନ୍ଦରପୁର ଗ୍ରାମର ସୂର୍ଯ୍ୟକାନ୍ତ ନାଈକଙ୍କ ସ୍ତ୍ରୀ ବାଲମତୀ ପୁଅ ଓ ଝିଅକୁ […]

ଜାତୀୟ

ଦିଲ୍ଲୀରେ ଭୁଶୁଡିଲା ୫ ମହଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଥିଲା । ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ […]

ଜାତୀୟ

ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ, ୨୨ ମୃତ, ଅନେକ ଆହତ

କଙ୍ଗୋ: ମଧ୍ୟ ଆଫ୍ରିକାର କଙ୍ଗୋ ଦେଶର ରାଜଧାନୀ କିଂଶାସାରେ ଚାଲିଥିବା ବିବାହ ଉତ୍ସବ ଶୋକରେ ପରିଣତ ହୋଇଛି । ଶୁକ୍ରବାର ରାତିରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଏହି ଘଟଣାଟି ଉତ୍ତର କିନଶାସାର ଲିଙ୍ଗୱାଲା ଅଞ୍ଚଳରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଏକ ବିବାହ ଭୋଜିରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଶନିବାର […]

ଜାତୀୟ

ଝାଡ଼ଖଣ୍ଡ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଏବଂ ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ସୁଦିବ୍ୟ କୁମାର ସୋନୁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଗିରିଡିହର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । […]

ଜାତୀୟ

ଏୟାର ସୋ’ ବେଳେ ଦୁର୍ଘଟଣା, ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ: ଗ୍ରୀସର ଏକ ଏୟାର ସୋ’ ଚାଲିଥିବା ସମୟରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିମାନଟି କ୍ରାଶ୍ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏକ ଗ୍ରୀକ୍ ବାୟୁସେନାର F-4 ଫାଣ୍ଟମ୍ ଯୁଦ୍ଧ ବିମାନ ତାନାଗ୍ରା ଏୟାର ବେସ୍ ରେ କ୍ରାଶ୍ ହୋଇଛି । ବିମାନଟି ଉଡ଼ାଣ ଭରିବାର ମାତ୍ର ୩ ମିନିଟ୍ ମଧ୍ୟରେ ସୋ କରୁଥିବା ବେଳେ […]

ଜାତୀୟ

ବିଶ୍ୱ ବଜାରରେ ହଲଚଲ: ଆମେରିକା ଓ କାନାଡ଼ାରେ ଗଚ୍ଛିତ ୮୬ ଟନ୍ ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡକୁ ସ୍ଥାନାନ୍ତର କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡାମ୍: ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ସୁରକ୍ଷିତ ସ୍ଥାନକୁ ଆଣିବା ଆରମ୍ଭ କରିଛନ୍ତି । ଫ୍ରାନ୍ସ ଏବଂ ଜର୍ମାନୀ ପରେ ଏବେ ନେଦରଲ୍ୟାଣ୍ଡ୍ସ ମଧ୍ୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନେଦରଲ୍ୟାଣ୍ଡ୍ସର ସେଣ୍ଟ୍ରାଲ୍ ବ୍ୟାଙ୍କ (DNB) ଉତ୍ତର ଆମେରିକାରେ ଗଚ୍ଛିତ ଥିବା ନିଜର ସୁନା ଭଣ୍ଡାରର ଏକ ବଡ଼ ଅଂଶକୁ ବ୍ରିଟେନର ରାଜଧାନୀ ଲଣ୍ଡନସ୍ଥିତ ବ୍ୟାଙ୍କ ଅଫ୍ ଇଂଲଣ୍ଡକୁ ସ୍ଥାନାନ୍ତର କରିଛି । […]

ଜାତୀୟ

ବିଷାକ୍ତ ମଦ ପିଇ ୧୨ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୫ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଗୁରୁତର ରୋଗୀଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ପ୍ରତିଭା ପାଲଙ୍କ ଅନୁଯାୟୀ, ଏହି ଘଟଣା ବାଣ୍ଡା ଥାନା […]

ଓଡ଼ିଶା

ଟ୍ରେନ୍ ଧକ୍କାରେ ଚାଲିଗଲା ବାପା ଓ ପୁଅର ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ନାଉବାହାଳିଠାରେ ଟ୍ରେନ୍ ଧକ୍କାରେ ବାପା ଓ ଦେଢ଼ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତକ ହେଲେ ଦେଉଳକଣ ପଞ୍ଚାୟତ ନୟା ବଗପାଟିଆ ଗ୍ରାମର ବିଶୁ ପେଣ୍ଠଇ ଏବଂ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ଧରମା। ଧକ୍କାର କାରଣ ଅସ୍ପଷ୍ଟ ରହିଥିବା ବେଳେ  ରେଲୱେ ପୁଲିସ୍ ପକ୍ଷରୁ ଦୁର୍ଘଟଣା କିପରି ଘଟିଲା ସେନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ବାପା ଓ […]

ଓଡ଼ିଶା

କେବେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ ? ୩ ଥର ଘୁଞ୍ଚିଲାଣି ତାରିଖ, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ୱର :  ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ? ତିନି ଥର ତାରିଖ ଘୁଞ୍ଚିବା ପରେ ଏବେ ଉଠିଛି ପ୍ରଶ୍ନ । ସରକାର ସଠିକ ସମୟରେ ନିର୍ବାଚନ କରାନ୍ତୁ । ନିର୍ବାଚନ  ପାଇଂ ବିଜେଡି ସବୁବେଳେ ପ୍ରସ୍ତୁତ । ସେପଟେ କଂଗ୍ରେସ କହିଛି, ତାଙ୍କ ଦଳ ବି ରେଡ୍ଡି ରହିଛି । ଲୋକଙ୍କ ସେବା କରିବାକୁ ସୁଯୋଗ ଦିଆଯାଉ । ତିନି ଥର ପଞ୍ଚାୟତ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଏଭଳି ଟାର୍ଗେଟ୍ […]

ଓଡ଼ିଶା

ଦୁଇ ଗୋ-ଚାଲାଣକାରୀଙ୍କୁ ଆଜୀବନ ଜେଲ ଓ ୫ ଲକ୍ଷ ଲେଖାଏଁ ଜରିମାନା

ଆଠଗଡ଼ : ଗୋ-ଚାଲାଣକାରୀଙ୍କୁ ଦଣ୍ଡାଦେଶ । ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କୁମାର ଦାସ ଏକ ବେଆଇନ ଗୋ-ଚାଲାଣ ମାମଲାର ବିଚାର କରି ଦୁଇ ଜଣ ଗୋ-ଚାଲାଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଦ୍ୱାରା ଦଣ୍ଡିତ ଦୁଇ ଦୋଷୀ ହେଲେ ତିଗିରିଆ ଥାନା କରଡ଼ାପଲ୍ଲୀର ସକିଲ୍ ଖାନ୍ ଓ ବଡ଼ମ୍ବା ଥାନା ଅଞ୍ଚଳର ତଜୁଦ୍ଦିନ୍ ଖାନ୍ […]

LOKA SAMACHAR @2026. All Rights Reserved || Developed By CBSPL