ଓଡ଼ିଶା

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ସବ୍‌ଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୦ ଦିନ ଭିତରେ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବୁଥ୍, ବାଲଟ୍ ବକ୍ସ […]

ଓଡ଼ିଶା

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ ହଟିଲା କଟକଣା

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି। “କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ନିଷେଧ ସମ୍ପର୍କରେ ଗତ ୨୩ ତାରିଖରେ ନିର୍ଦ୍ଦେଶ ଜାରି କରିଥିଲେ ଜିଲ୍ଲାପାଳ। ଏପରିକି ଉକ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପ୍ରସ୍ତୁତି କମିଟିର ପରାମର୍ଶ ଉପରେ ଜାରି […]

ଓଡ଼ିଶା

ଦୀର୍ଘ ଦିନର ଚିକିତ୍ସା ପରେ ଏମ୍ସରେ ଶେଷ ନିଃଶ୍ୱାସ ଛାଡିଲେ ଅଭିଜିତ ମଜୁମଦାର

ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଏମ୍ସ ଭୁବନେଶ୍ୱରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ସେ ପ୍ରମୁଖ ମେଡିକାଲ ଇନଷ୍ଟିଚ୍ୟୁଟ ଏମ୍ସରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ଆଜି ପ୍ରାୟ ସକାଳ ୯ ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାପରେ ରାଜ୍ୟର ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତ ଗଭୀର ଶୋକର ଛାୟା ଖେଳିଯାଇଛି। ତେବେ ମଜୁମଦାରଙ୍କୁ ସେପ୍ଟେମ୍ବର ୪, ୨୦୨୫ […]

ଓଡ଼ିଶା

ଗୋରୁ ମାଫିଆଙ୍କ ଘରେ ରେଡ୍, ସାଢେ ୪ କୋଟି ଟଙ୍କା ଠାବ

କେନ୍ଦୁଝର: ଚାଲିଛି ଅପରେସନ୍ ଗୋରକ୍ଷା । ଏହି ସମୟରେ ଅଭିଯୁକ୍ତଙ୍କ ଘରୁ ଓ ଆକାଉଣ୍ଟରୁ ପୁଳା ପୁଳା ଟଙ୍କା ମିଳୁଛି । ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍‌ ସହରର ଦୁଢ଼ିଆଛକ ଓ ରାଙ୍କି ଗାଁରେ ଗୋରୁ ମାଫିଆଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତପନ ଘରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି । ଅନ୍ୟପଟେ, ସହରର ଦୁଢ଼ିଆଛକରେ ଥିବା ସେଖ୍‌ ନାସିର ଓ ତପନଙ୍କ […]

ଓଡ଼ିଶା

ଶ୍ରୀମନ୍ଦିରରେ ମାରପିଟ୍, ଭାଙ୍ଗିଲା ମହିଳାଙ୍କ ହାତ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଘଟଣ । ଗତକାଲି ପୋଲିସ ମାଡରେ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ, ଆଜି ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି । ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ମହିଳା ଜଣକ ହେଲେ ବ୍ରହ୍ମପୁରର ୫୩ ବର୍ଷୀୟା ସୁନୀତା ନାୟକ ବୋଲି ଜଣାପଡିଛି । ସୁନୀତା […]

ଓଡ଼ିଶା

ଐତିହାସିକ ଖଣ୍ଡଗିରି ମାଘମେଳା ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି ମାଘସପ୍ତମୀ ମେଳା । ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ଣ୍ୟ ପ୍ରାପ୍ତ ହେବ । ମାଘ ମେଳା ଆଜି ଆରମ୍ଭ ହୋଇଛି, ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ରାଣୀ ହଂସପୁରରୁ ବାହାରିବେ ପ୍ରଭୁ ଅନନ୍ତ କେଶରୀ । […]

ଓଡ଼ିଶା

ମାଘ ସପ୍ତମୀ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ । ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଥିଲେ । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ […]

ଜାତୀୟ

ଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ; ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଛନ୍ତି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ । ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଲେଏନ୍ । ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡା-କୋଷ୍ଟା ଅତିଥି ଭାବେ ଯୋଗଦେବେ । ଗଣତନ୍ତ୍ର ଦିବସ ସମାରୋହ ସହ ଏମାନେ ଆଗାମୀ ୨୭ରେ ହେବାକୁ ଥିବା ୧୬ତମ ୟୁରୋପ-ଭାରତ ଶିଖର ସମ୍ମିଳନୀରେ ୟୁରୋପର ପ୍ରତିନିଧିତ୍ୱ […]

ଜାତୀୟ

ଅମୃତସର-ଦିଲ୍ଲୀ ରେଳ ଧାରଣାରେ ବିସ୍ଫୋରଣ; ଲୋକୋ ପାଇଲଟ୍ ଆହତ

ପଞ୍ଜାବ: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ପାକିସ୍ତାନ ସୀମାନ୍ତ ରାଜ୍ୟରେ ବଡ ଧରଣର ବିସ୍ଫୋରଣ ଘଟିଛି । ରେଳ ଧାରଣାରେ ବିସ୍ଫୋରଣ ଘଟି ଲୋକ ପାଇଲଟ ଆହତ ହୋଇଛନ୍ତି । ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାର ଖାନପୁର ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅମୃତସର-ଦିଲ୍ଲୀ ରେଳ ଧାରଣାରେ ସନ୍ଦେହଜନକ ବିସ୍ଫୋରଣ ଘଟିଛି । ଗତକାଲି ରାତି ପ୍ରାୟ ୯:୫୦ ସମୟରେ, ଏକ ମାଲବାହୀ ରେଳଗାଡ଼ି ଯାଉଥିବା ସମୟରେ ସିରହିନ୍ଦ ରେଳଷ୍ଟେସନ ନିକଟରେ ଏକ ବିସ୍ଫୋରଣ ଯୋଗୁଁ […]

ଜାତୀୟ

ଛିଡା ହୋଇ ଗାଇବାକୁ ପଡିବ ‘ବନ୍ଦେ ମାତରାମ୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ “ବନ୍ଦେ ମାତରମ୍” ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ପ୍ରମୁଖ ସ୍ଲୋଗାନ ପାଲଟିଥିଲା। ସମ୍ବିଧାନ ସଭା ଏହାକୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ଆହ୍ୱାନ କରାଯାଇଥିଲା। ତଥାପି, […]

LOKA SAMACHAR @2026. All Rights Reserved || Developed By CBSPL