ଶୀତ ଲହରୀ ପାଇଁ ଆମେରିକାରେ ୧୩,୦୦୦ ବିମାନ ବାତିଲ୍
ନୂଆଦିଲ୍ଲୀ: ଆମେରିକାରେ ତୁଷାରପାତ ପରିସ୍ଥିତିକୁ ଆହୁରି ଖରାପ କରିଛି । ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିସହ ବିଦ୍ୟୁତ୍ ବିଭ୍ରାଟ ଏବଂ ପ୍ରବଳ ତୁଷାରପାତ ହୋଇଥିଲା, ଯାହା ଦ୍ବାରା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ନ୍ୟୁ ମେକ୍ସିକୋରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ରହୁଥିବା ପ୍ରାୟ ୧୪୦ କୋଟି ଲୋକଙ୍କୁ ଶୀତକାଳୀନ ଝଡ଼ ପାଇଁ ସତର୍କ କରାଯାଇଛି । ଶନିବାରରୁ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକିଜ୍ ଠାରୁ ନ୍ୟୁ ଇଂଲଣ୍ଡ […]













