ଜାତୀୟ

୬୧ ହଜାର ଯୁବକ, ଯୁବତୀଙ୍କୁ ଚାକିରି ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ୬୧ହଜାରରୁ ଅଧିକ ଯୁବକ, ଯୁବତୀ । ଆଜି ୧୮ତମ ରୋଜଗାର ମେଳା ଅବସରରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୟ ସମ୍ବିଧାନ ପ୍ରତି ଆପଣଙ୍କର ଦାୟିତ୍ୱର ନିକଟତର କରୁଛି । ୨୪ଜାନୁଆରୀରେ ଆମର ସମ୍ବିଧାନ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଭାବରେ ଏବଂ ବନ୍ଦେ […]

ଜାତୀୟ

ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଚେତାବନୀ, ପ୍ରଦୂଷଣ କମ୍ ନ ହେଲେ ମିଳିବନି ଦରମା

ମୁମ୍ବାଇ : ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ କରିବେ ତେବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି । ସେହି ଅଧିକାରୀମାନେ ମଧ୍ୟ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେଉଛନ୍ତି । ସେମାନେ ଏଲିଅନ୍‌ଙ୍କ ଦୁନିଆରେ ରହୁନାହାନ୍ତି ବୋଲି ମୁଖ୍ୟ ବିଚାରପତି […]

ଜାତୀୟ

ଝିଅକୁ ପିଟି ପିଟି ହତ୍ୟା କଲା ବାପା

ହରିୟାଣା : ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣା ଫରିଦାବାଦରେ ଚାଞ୍ଚଲ୍ୟ । ଫରିଦାବାଦର ସେକ୍ଟର ୫୮ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଦୃଶ୍ୟ । ଝିଅର ମାଆ ଘରକୁ ଫେରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ପୋଲିସ । ପୋଲିସ ମୁତାବକ, […]

ଜାତୀୟ

ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ ।  ଆକାଶରୁ ପାତାଳ ଜଗିଛି ପୋଲିସ ।  ସମ୍ଭାବ୍ୟ ଅଘଟଣକୁ ଏଡାଇବାକୁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ଚକ୍ରବ୍ୟୂହ ରଚିଛନ୍ତି ସୁରକ୍ଷାକର୍ମୀ ।  କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି । କେବଳ ଦିଲ୍ଲୀ ପୋଲିସ ନୁହେଁ, ବରଂ CRPF ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ବାହିନୀର ପ୍ରାୟ ୩୦ ହଜାରରୁ ଅଧିକ ଯବାନ କର୍ତ୍ତବ୍ୟ ପଥ […]

ଜାତୀୟ

ତେଲେଙ୍ଗାନାରେ ପୁଣି ୩ଶହ ବୁଲା କୁକୁରଙ୍କୁ ହତ୍ୟା

ତେଲେଙ୍ଗାନା : ସୀମା ଟପିଲା ବର୍ବରତା । ପୁଣି ୩ଶହ କୁକୁରଙ୍କୁ ହତ୍ୟା । ମାସକରେ ତେଲେଙ୍ଗାନାରେ ୯ଶହ କୁକୁରଙ୍କୁ ହତ୍ୟା । ତେଲେଙ୍ଗାନା ଜଗତିଆଲ ଜିଲ୍ଲା ପେଗଡାପାଲିରେ ଏକ ଗାତରୁ ୩ ଶହ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗାଁ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ନିର୍ଦ୍ଦେଶରେ ଏହି ବର୍ବର କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି ପଶୁ ଅଧିକାର କର୍ମୀ। ଥାନାରେ […]

ଜାତୀୟ

ଇଣ୍ଡୋନେସିଆରେ ଭୂସ୍ଖଳନ, ୭ ମୃତ ଓ ୮୨ ନିଖୋଜ

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ । ପଶ୍ଚିମ ଜାଭାର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଏହି ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୮୨ରୁ ଅଧିକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଆଜି ପ୍ରବଳ ବର୍ଷା ପରେ ଅଚାନକ ପାହାଡରୁ ଭୂସ୍ଖଳନ ହୋଇ ପାଖ ପାରିସିରଲାଗୁ ଗାଁକୁ ମାଡି ଯାଇଥିଲା । ଭୂସ୍ଖଳନରେ ଗାଁର ଅନେକ ଘର […]

ଓଡ଼ିଶା

ଶ୍ରମ ଅଧିକାରୀ ପରିଚୟ ଦେଇ ମହିଳାଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍; ଲେଟି ଲୁଟେରାକୁ ବାନ୍ଧିଲା ପୋଲିସ

ଉଦଳା : ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ହେଲେ ଅଭିଯୋଗ ପରେ ଖୋଲିଯାଇଛି ଫୋର ଟୋଣ୍ଟି ମହିଳାଙ୍କ ଅସଲ ମୁଖା । ଆଉ ଏବେ ପୋଲିସ କବଜାରେ ଠକ ମହିଳା । ଉକ୍ତ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ । କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ […]

ଓଡ଼ିଶା

ବଡ଼ବିଲ ବ୍ୟାଙ୍କ ଡକାୟତି: ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଯୋଡ଼ା : ବଡ଼ବିଲରୁ ବ୍ୟାଙ୍କ ଡକାୟତି, ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ  ।  ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଓ ୪ ଟି ମୋବାଇଲ ଜବତ  ।  କେନ୍ଦୁଝର ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଡକାୟତି ଘଟଣାରେ ଝାଡ଼ଖଣ୍ଡକ ଧାନବାଦରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।  ଏହି ଡକାୟତି ଘଟଣାରେ ତଦନ୍ତ ପାଇଁ କେନ୍ଦୁଝର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଧାନବାଦ ଯାଇଥିଲା । କେନ୍ଦୁଝର […]

ଓଡ଼ିଶା

ଶ୍ରୀମନ୍ଦିରରେ ନାବାଳକକୁ ମାଡ଼, ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ ।  ବାହାର କାଠ ନିକଟରେ ଦର୍ଶନ […]

ଓଡ଼ିଶା

ଗୋ ମାଫିଆଙ୍କ ଘରେ ଚଢ଼ାଉ, ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ

କେନ୍ଦୁଝର: ଗୋ ମାଫିଆଙ୍କ ଘରେ ରେଡ୍ ।  ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ ।  କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଯାଞ୍ଚ ଚାଲିଛି ।  ସମୁଦାୟ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କର ୨୦୦ ଟି ଆକାଉଣ୍ଟ ପୋଲିସକୁ ମିଳିଥିଛି । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨୧ଟି ଆକାଉଣ୍ଟର ଯାଞ୍ଚ କରାଯାଇଛି ।  ମାଫିଆଙ୍କ ଆକାଉଣ୍ଟରୁ ୪ କୋଟି ୪୦ ଲକ୍ଷ ଟଙ୍କା ମିଳିଥିବା ବେଳେ ୫୦ରୁ ଉର୍ଦ୍ଧ ଲକର […]

LOKA SAMACHAR @2026. All Rights Reserved || Developed By CBSPL