ପୁଣି ବଢିଲା ଡ୍ରପ୍ ଆଉଟ୍ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା
ଭୁବନେଶ୍ୱର: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର। ପୁଣି ବଢିଲା ଡ୍ରପ୍ ଆଉଟ୍ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ୧୨.୮%ରୁ ବଢି ୧୫% ହେଲା ଡ୍ରପ୍ ଆଉଟ୍ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ପିଲା ପାଠ ଛାଡିଛନ୍ତି। ସେହିପରି ନବମ ଓ ଦଶମ ଶ୍ରେଣୀରେ ୧୨.୫ % ଝିଅ, ୧୭.୩ % ପୁଅ ପାଠ ଛାଡ଼ିଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ […]













