ଓଡ଼ିଶା

ଢେଲା ମାରି ପୋଲିସ ଗାଡ଼ି ଭାଙ୍ଗିଲେ ବାଲି ମାଫିଆ

ଯାଜପୁର: ପୋଲିସକୁ ବାଲିମାଫିଆଙ୍କ ଖୋଲା ଚାଲେଞ୍ଜ । ଯାଜପୁର ବ୍ରହ୍ମବରଦା ଥାନା ଚଅପୋଇ ନିକଟ ବାଲିଘାଟରେ ପୋଲିସଙ୍କୁ ଆକ୍ରମଣ । ଢେଲା ମାରି ଭାଙ୍ଗି ଦେଇଛନ୍ତି ପୋଲିସ ଗାଡ଼ି । ଗତକାଲି ରାତିରେ ବ୍ରହ୍ମବରଦା ଥାନାର ପୋଲିସର ନାଇଟ୍ ପାଟ୍ରୋଲିଂ ବେଳେ ଚଅପୋଇ ନିକଟରେ କିଛି ଯୁବକ ଏକାଠି ହୋଇ ମଦ୍ୟ ପାନ କରୁଥଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ମାଫିଆ ମାନେ ପୋଲିସ ଗାଡ଼ିକୁ ଢେଲା ପଥର ମାଡ଼ ମାରିଥିଲେ । ଫଳରେ ପୋଲିସ ସେଠାରୁ […]

ଓଡ଼ିଶା

ଡାକ୍ତର ଦତ୍ତେଶ୍ବର ହୋତା ଓ ଡ. ସଂତୃପ୍ତ ମିଶ୍ର ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ଡ. ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଡାକ୍ତର ଦତ୍ତ୍ବେଶ୍ବର ହୋତା ଓଡ଼ିଶାର ଜଣେ ବିଶିଷ୍ଟ ଚିକିତ୍ସକ ଓ ଶିକ୍ଷାବିତ୍ । ସେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ କାର୍ଯ୍ୟରତ। ୨୦୨୩ ମାର୍ଚ୍ଚରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ନୂତନ ଭାବେ ପ୍ରତିଷ୍ଠିତ OUHSର କୁଳପତି […]

ଓଡ଼ିଶା

ଖଣ୍ଡା ଧରି ରିଲ୍ସ କରି ବନ୍ଧା ହେଲେ ୩ ଯୁବକ

ଅନୁଗୁଳ: ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା । ବନ୍ଧାହେଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଖଣ୍ଡା ଧରିବା ସହ ଅଶ୍ଳୀଳ ଭାଷା କହି ଧମକପୂର୍ଣ୍ଣ ଡାଇଲଗ୍ ମାରିଥିଲେ । ସୋସିଆଲ ମିଡିଆରେ ରିଲ୍ସ ଭାଇରାଲ ହୋଇଥିଲା । ପୋଲିସ ତଦନ୍ତ କରି ସୁଶାନ୍ତ ନାୟକ, ରୋହନ ନାୟକ ଓ ସୁଧାଂଶୁ ନାୟକକୁ ଗିରଫ […]

ଓଡ଼ିଶା

ଦିନ ଦିପହରେ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ

କନ୍ଧମାଳ: ପୋଲିସ ବି ଅସୁରକ୍ଷିତ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ । ମାଡ଼ ମାରିବା ସହ ଛୁରୀ ମାରିଲେ । କନେଷ୍ଟବଳଙ୍କୁ ଘୋଷାଡ଼ି ଗୋଇଠା ଓ ମୁଥମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ସାଇ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦିନ ଦିପହରେ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ । ତଳେ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି । ସେହି […]

ଓଡ଼ିଶା

ପିଏମଶ୍ରୀ ହାଇସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ

ମୟୂରଭଞ୍ଜ: ହଷ୍ଟେଲରେ ରାଗିଂ ଅଭିଯୋଗ । ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ସିନିଅରଙ୍କ ରାଗିଂ ଅଭିଯୋଗ । ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯୋଗ ଆସିଛି । ୩ ଜଣ ରସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓ ଦେଖି ରାତିରେ […]

ଓଡ଼ିଶା

ଛାତରୁ ପଡ଼ି ଯୁବ ଫିଜିଓଥେରାପିଷ୍ଟଙ୍କ ମୃତ୍ୟୁ: ହତ୍ୟା ସନ୍ଦେହ

କଟକ : କଟକ ଓଲଟପୁର ଥାନା ଅଞ୍ଚଳରେ ଯୁବ ଫିଜିଓଥେରାଫିଷ୍ଟ ରୋହନ କାକତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଆସାମ ମୋରୀଗାଁ ସ୍ଥିତ ନିଜ ଘରୁ ୨୫ ତାରିଖ ଦିନ ସେ ବିମାନରେ ଆସିବା ପରେ ସେଦିନ କଟକରେ ପହଞ୍ଚି ଥିବା ଘରକୁ ଫୋନ୍ କରି ଜଣାଇଥିଲେ । ହେଲେ ତା ପର ଦିନ ୨୬ ତାରିଖରେ ପରିବାର ଖବର ପାଇଲେ, ଯେ ପୁଅ ଆଉ ନାହିଁ । ଛାତ ଉପରୁ ପଡ଼ି ତାଙ୍କ […]

ଓଡ଼ିଶା

ବଦଳିବ ଅପଭ୍ରଂଶ ଇଂରାଜୀ ନାମ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ […]

ଓଡ଼ିଶା

୨ ଝାଡ଼ଖଣ୍ଡୀ ସାଇବର ଠକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଚମ୍ପୁଆ ପୋଲିସ

ବଡ଼ବିଲ:ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ “ସାଇବର କବଚ”ଜାରି ରହିଛି । ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ସେମାନେ ହେଲେ ଝାଡ଼ଖଣ୍ଡ ଚାଇଁବାସା ଥାନା ବଡ଼ବିଲ ଅଞ୍ଚଳର ସାୱାନ ମାଛୁଆ, ମହୁଲସାହିର ଜାକ୍ରୀୟା ଦେବଗନ୍, ଚମ୍ପୁଆ ଥାନା ଶଙ୍କରପୁର ଅଞ୍ଚଳର କୃଷ୍ଣ ଲୋହାର୍ ଏବଂ ହେମନ୍ତ ଲୋହାର୍ ଓ […]

ଜାତୀୟ

ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ରେ ନ୍ୟାୟିକ ଅଧିକାରୀଙ୍କ ପାଇଁ ତାଲିମ ମଡ୍ୟୁଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ନ୍ୟାୟିକ ଅଧିକାରୀଙ୍କ ତାଲିମ ମଡ୍ୟୁଲ୍ ଉପରେ ଆପତ୍ତି ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜ‌ଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ପଶ୍ଚିମବଙ୍ଗ ପାଇଁ ବରିଷ୍ଠ ଓକିଲ କପିଲ ସିବଲ […]

ଜାତୀୟ

ଚାରି ଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଫେରିଲେ ଯୋଗୀ ଆଦିତ୍ୟନାଥଙ୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଆଜି ସକାଳ ୪ଟାରେ ରାଜଧାନୀ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ବାସଭବନକୁ ଫେରିଛନ୍ତି। ଏହି ଗସ୍ତ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟ ନିବେଶ ବୃଦ୍ଧି, ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ସେମିକଣ୍ଡକ୍ଟର ୟୁନିଟି ସ୍ଥାପନ ନେଇ ଯୋଗୀ ଆଦିତ୍ୟନାଥ ଅନେକ ବିଦେଶୀ କମ୍ପାନୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତରେ ୧.୫ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ଵାକ୍ଷର […]

LOKA SAMACHAR @2026. All Rights Reserved || Developed By CBSPL