ମୋଦିଙ୍କ ପ୍ରତି କଂଗ୍ରେସର ଅପଶବ୍ଦ ପ୍ରୟୋଗ ଅଭିଯୋଗ ଆଣି କ୍ଷମା ଦାବି କଲେ ନଡ୍ଡା
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ ରାଲିରେ ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଅଭିଯୋଗ ଆଣି କ୍ଷମା ଦାବି କଲେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା । ଆଜି ରାଜ୍ୟସଭା ସଂସଦ ଗୃହରେ ନେତା ଜେ.ପି ନଡ୍ଡା କହିଛନ୍ତି ଯେ ଗତକାଲି କଂଗ୍ରେସ ରାଲିରେ “ମୋଦୀ, ତେରୀ କବର ଖୁଦେଗୀ, ଆଜି ନୁହେଁ ତୋ କଲ ଖୁଦେଗୀ” (ମୋଦୀ, ତୁମର କବର ଖୋଳାଯିବ , ଆଜି ନହେଲେ କାଲି) ସ୍ଲୋଗାନ ଦିଆଯାଇଥିଲା । ଏହା କଂଗ୍ରେସ ଦଳର […]













