ଓଡ଼ିଶା

୧୭ ତାରିଖରେ ୨୨୯୭୯ ଶିକ୍ଷକ-ଶିକ୍ଷୟିତ୍ରୀ ଦେବେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ବୋର୍ଡର କଣ୍ଟ୍ରୋଲ ରୁମରୁ ପଠାଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି । ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ […]

ଓଡ଼ିଶା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରେଢ଼ାଖୋଲ : ଶିକ୍ଷକ ଦାବିରେ ସ୍କୁଲ ଫାଟକରେ ତାଲା ।   ଶିକ୍ଷକଙ୍କୁ ସ୍କୁଲ ଭିତରେ ରଖି ତାଲା ମାରିଲେ ଅଭିଭାବକ ।  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଳରେ ଥିବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା ।  ସ୍କୁଲରେ ୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ ।  ସ୍କୁଲରୁ ପ୍ରଧାନ ଶିକ୍ଷକଙ୍କ ଅବସର ହେବା ପରେ ଆଉ ସ୍କୁଲରେ ଅଛନ୍ତି ୩ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ  l  ବାରମ୍ବାର ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ […]

ଓଡ଼ିଶା

ନାବାଳିକାକୁ ବିଷ ପିଆଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ

ନୟାଗଡ଼ : ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ  ।  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି  ।   ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା  ।  ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା  । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା […]

ଓଡ଼ିଶା

ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର। ଏଣିକି ଓଡିଶା ଲୋକେ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ। ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା […]

ଓଡ଼ିଶା

୧୫ ବର୍ଷ ବୟସରେ ୫୦ ତମ ଡାଇଭ୍‌ ପୂରଣ କରି ରେକର୍ଡ କଲେ ତିସ୍ୟା

ସମ୍ବଲପୁର: ସମ୍ବଲପୁରରେ ଜନ୍ମିତ ତିସ୍ୟା ପାଣିଗ୍ରାହୀ । ଓଡ଼ିଆ ଜଳପରୀ । ଗଭୀର ସମୁଦ୍ରରେ ଡାଇଭ୍ କରି ସମସ୍ତଙ୍କୁ କରିଛନ୍ତି ଗର୍ବିତ । ଦୁବାଇ ବାସିନ୍ଦା ଓଡ଼ିଆ ସ୍କୁବା ଡାଇଭର ୧୫ ବର୍ଷୀୟ ତିସ୍ୟା ପାଣିଗ୍ରାହୀ ହାସଲ କରିଛନ୍ତି ନୂଆ ରେକର୍ଡ । କିଛି ଦିନ ପୂର୍ବେ ନିଜର ୫୦ ତମ ଡାଇଭ୍‌ ପୁରା କରି ରେକର୍ଡ କରିଛନ୍ତି ଏହି କୁନି ଝିଅ । ମାଳଦ୍ବୀପର ‘କାଣ୍ଡୁମା ଥିଲା’ ଡାଇଭ୍ ସ୍ଥଳରେ ତିସ୍ୟା ନିଜର ୫୦ତମ ଡାଇଭ୍ […]

ଓଡ଼ିଶା

କେନାଲ ଖୋଳାକୁ ନେଇ ପ୍ରଶାସନ-ଗ୍ରାମବାସୀ ଧସ୍ତାଧସ୍ତି, ୪୦ ଜଣକୁ ଉଠାଇଲା ପୋଲିସ

ବ୍ରହ୍ମଗିରି : କେନାଲ ଖୋଳାକୁ ନେଇ ଉତ୍ତେଜନା । ବ୍ରହ୍ମଗିରିରେ କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁହଁମୁହିଁ । ପୋଲିସ ସହ ଧସ୍ତାଧସ୍ତି । ୪୦ ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ । ୭ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ଅଫିସର ମୁତୟନ ଅଛନ୍ତି। ହରିଦାସପୁର ଗ୍ରାମବାସୀଙ୍କ ରାସ୍ତା ଅବରୋଧ ଓ କେନାଲ ଖୋଳାକୁ ବିରୋଧ । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ […]

ଓଡ଼ିଶା

ହାତୀ ପାଦ ତଳୁ ଅଳ୍ପକେ ବଞ୍ଚିଲା ଜୀବନ

ଉଦଳା: ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ହାତୀ କଲା ଆକ୍ରମଣ । ତଳେ ପଡିଯିବାରୁ ବ୍ୟକ୍ତିଙ୍କ ହାତ ଉପରେ ଚଢ଼ିଗଲା ହାତୀ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହାର ସତ୍ୟତା ଏବେ ଦେଖିବାକୁ ମିଳିଛି କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁ  କୁସୁନପୁରରେ । ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି […]

ଜାତୀୟ

ନିତିନ ନବୀନ ହେଲେ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ:ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ ହୋଇଛନ୍ତି।ନିତିନ ନବୀନ ନାଁ ରେ  ବିଜେପିର ସଂସଦୀୟ ବୋର୍ଡ ମୋହର ମାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ନିତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଏବଂ ଲଗାତାର ୫ମ ଥର ଲୋକଙ୍କ ଭରସାକୁ ଜିତିଛନ୍ତି।ବର୍ତ୍ତମାନ ତାଙ୍କର ବୟସ ୪୫ ବର୍ଷ ।ନିତିନ ନବୀନଙ୍କ ଜନ୍ମ ପାଟନାରେ ହୋଇଛି। ସେ ସିହ୍ନା କାୟସ୍ଥ ସମ୍ପ୍ରଦାୟର।ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ବରିଷ୍ଠ […]

ଜାତୀୟ

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ କର୍ମୀଙ୍କୁ ନେଇ ରାମଲୀଳା ମୈଦାନରେ ବିଶାଳ ରାଲି ଆୟୋଜନ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଛନ୍ତି । ଏସଆଇଆର ଓ ଭୋଟ ଚୋରୀ ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଇବା ପାଇଁ କଂଗ୍ରେସ ଏହି ମହାରାଲି କରୁଛି । କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ଏକାଠି ହୋଇଥିବା ଅଭିଯୋଗ […]

ଜାତୀୟ

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ; ୩ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଦଳ ଲୋନିର ଏକ କାରଖାନାରେ ଚଢାଉ କରି ନକଲି ଔଷଧ ଜବତ କରିଛି। ନକଲି ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ମଧ୍ୟ ଜବତ କରାଯାଇଛି। ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଉଦ୍ଧାର ସାମଗ୍ରୀ ଜବତ କରି କାରଖାନାକୁ ସିଲ୍ କରିଛି। କାରଖାନା ମାଲିକ ସମେତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତଙ୍କଠାରୁ […]

LOKA SAMACHAR @2026. All Rights Reserved || Developed By CBSPL