ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ
କଟକ : କଟକରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଶହୀଦ ଭବନରେ ଏହି ବିଶେଷ ଆଲୋଚନାଚକ୍ର ଆୟୋଜିତ ସିମ୍ପୋଜିୟମରେ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ । ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା । ମାମଲା ଲଢିବାର ଖର୍ଚ୍ଚ କମାଇବା, ବିଳମ୍ବ ଦୂର କରିବା ଓ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । […]













