ଜାତୀୟ

ଆମେରିକାରେ ପ୍ରବେଶ କଟକଣା ଲଗାଇଲେ ଟ୍ରମ୍ପ, ସମୁଦ୍ରରେ ହେଲା ସବୁଠୁ ବଡ଼ ନାକାବନ୍ଦୀ

ଆମେରିକା : ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଗତ ୧୬ ତାରିଖରେ ଆମେରିକା ଭେନେଜୁଏଲାର ସମସ୍ତ ତୈଳ ଟ୍ୟାଙ୍କର ଉପରେ “ସମ୍ପୂର୍ଣ୍ଣ ରୋକ୍” ବା ବ୍ଲକେଡ୍ ଲଗାଇବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା […]

ଓଡ଼ିଶା

କିସ୍‌ରେ ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ଡାଲି ପଡିବାରୁ ସହପାଠି ତଣ୍ଟି ଚିପି ହତ୍ୟା କରିଥିବା କହିଲେ ପୁଲିସ କମିଶନର

ଭୁବନେଶ୍ୱର: କିସ୍‌ରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଉପରେ ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି ।  ବିଦ୍ୟାଳୟ ପରିସରରେ କିଛି ଛାତ୍ର ଜୋକର ଗ୍ୟାଙ୍ଗ ଗଢିଥିଲେ । ସେମାନେ ଅନ୍ୟ ଛାତ୍ରଙ୍କୁ ଭୟଭୀତ କରୁଥିଲେ । ଶିବ ମୁଣ୍ଡା ନାମକ ଛାତ୍ର ଡାଲି ବାଢିବା ସମୟରେ ଅଭିଯୁକ୍ତ ଛାତ୍ରଙ୍କ ଉପରେ ଡାଲି ପଡିଥିଲା । ଅଭିଯୁକ୍ତମାନେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ […]

ଓଡ଼ିଶା

ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ

ପୁରୀ : ପିକନିକ୍ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀ କଟକ ବକ୍ସି ବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ । ପୁରୀ ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ଘଟିଛି ଅଘଟଣ । ମୃତଦେହ ଜବତ କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । କୋଚିଂ ସେଣ୍ଟର ପିଲାମାନେ ପିକନିକ୍ ଆସିଥିଲେ । ଶିକ୍ଷକ ବିଶ୍ୱଜିତ୍ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି ।

ଓଡ଼ିଶା

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀସେବା ଠପ

କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କର୍ମଚାରୀଙ୍କ ଆନ୍ଦୋଳନ । ଫଳରେ ରୋଗୀସେବା ସଂପୂର୍ଣ୍ଣ ଠପ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଆଟେଣ୍ଡାଣ୍ଟ ଓ ଅନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କ୍ୱେସ ସର୍ଭିସ ପ୍ରୋଭାଇଡର ଜରିଆରେ ଦିଆଯାଇଛି । ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଗତ ମାସର ଦରମା ପାଇ ନ ଥିବାରୁ ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ […]

ଓଡ଼ିଶା

ଅନ୍ଧବିଶ୍ଵାସ ହେଲା କାଳ, ଗୁଣିଗାରେଡ଼ି ପାଇଁ ଖୋଳିଥିବା ଗାତରେ ଚାଲିଗଲା ଜୀବନ

କେନ୍ଦ୍ରାପଡା : ଅନ୍ଧବିଶ୍ଵାସ ନେଲା ଜୀବନ। ଗ୍ରହ ଶାନ୍ତି ପୂଜା ବେଳେ ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି । ପୁଲିସ୍‌ର […]

ଓଡ଼ିଶା

ବଲାଙ୍ଗୀରରେ ଖୋଲିନି ମଣ୍ଡି, ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀ

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଧାନ ମଣ୍ତି ଖୋଲିନଥିବାରୁ ଚାଷୀମାନଙ୍କୁ ଧାନ ବିକ୍ରୟ କରିବାରେ ସମସ୍ୟା ଉପୁଜିଛି। ଏହି ବିଷୟକୁ ନେଇ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଜିଲାରେ ଧାନ ଅମଳ ସରିଯାଇଛି। ଜିଲାରେ ତୁରନ୍ତ ଧାନ ମଣ୍ତି ଖୋଲିବା ପାଇଁ ବିଧାୟକ ଦାବି କରିଛନ୍ତି। ପଞ୍ଜିକୃତ ଚାଷୀମାନେଙ୍କୁ ସମୟସୀମା ମଧ୍ୟରେ ଟୋକନ୍ ପ୍ରଦାନ କରିବା ସହ ବେଆଇନ ଭାବରେ ଚାଷୀଙ୍କ […]

ଓଡ଼ିଶା

ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କେହି ଦୁର୍ବୃତ୍ତ ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ଅଭିଯୁକ୍ତକୁ […]

ଓଡ଼ିଶା

ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତ କରିଛନ୍ତି । ଆଜି ଦିନ ସାଢେ ୧୧ ଟା ବେଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ରାମଲିଙ୍ଗେଶ୍ୱର୍ ପାର୍କରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ସେ ସବ ରେଜିଷ୍ଟର ଚକକୁ ଯାଇ ସ୍ବର୍ଗତ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ […]

ଓଡ଼ିଶା

ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କେନ୍ଦୁଝର : ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ମୃତକ ହେଲେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକାଙ୍କ ପ୍ରିୟଙ୍କା ଦାସ । ପୁରୁଷ ବନ୍ଧୁଙ୍କ ଘରେ ପ୍ରିୟଙ୍କାଙ୍କ ମୃତଦେହ ମିଳିବା ପରେ ତାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ପରିବାର। ଅଭିଯୋଗ ପରେ ଟାଉନ ଥାନା ପୋଲିସ ମୃତଦେହ ଜବତ କରିବା ସହ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କୁ ପଚରା ଉଚରା […]

ଓଡ଼ିଶା

ଆଶ୍ରମ ବିଦ୍ୟାଳୟରେ ସୂଚନା ଫଳକ ପଡି ଛାତ୍ରଙ୍କ ମୃତ୍ୟୁ

କୋଟପାଡ଼ : ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି […]

LOKA SAMACHAR @2026. All Rights Reserved || Developed By CBSPL